ପୁଅ ମାନଙ୍କର କେଉଁ ଜିନିଷ ଝିଅ ମାନଙ୍କୁ ଅଧିକ ପସନ୍ଦ ଥାଏ।

jhiaa

ଯେଉଁ ପୁଅ ମାନେ ଦାୟିତ୍ତ୍ୱ ସମ୍ପନ୍ନ ହେଇ ନଥାନ୍ତି ସେମାନଙ୍କୁ ଝିଅ ମାନେ ଆଦୌ ପସନ୍ଦ କରନ୍ତି ନାହିଁ। ଅର୍ଥାତ ଯେଉଁ ପୁଅ ମାନେ ନିଜ ଦାୟିତ୍ତ୍ୱ ନିଜେ ତୁଲେଇ ପାରନ୍ତି ନାହିଁ ତଥା ନିଜର ଭାର ନିଜେ ଉଠେଇ ପାରନ୍ତି ନାହିଁ ସେଭଳି ପୁଅ ମାନଙ୍କୁ ଝିଅ ମାନେ ଜମା ବି ପସନ୍ଦ କରନ୍ତି ନାହିଁ। ତେଣୁ ଆପଣ ଯଦି ନିଜର ସମୟ ନଷ୍ଟ କରୁଛନ୍ତି, ଦିନ ରାତି ମୋବାଇଲ ରେ ଖେଳୁଛନ୍ତି ଅଥବା ସାଙ୍ଗ ସାଥି ମାନଙ୍କ ସହ ସମୟ ବର୍ବାଦ କରୁଛନ୍ତି ତ ଆପଣଙ୍କୁ ଝିଅ ଜମା ବି ପସନ୍ଦ କରିବେ ନାହିଁ।

woman

ଝିଅ ଙ୍କ ପଛରେ ପଡିବା: ଅଧିକାଂଶ ପୁଅ ଭାବନ୍ତି କି ଝିଅ ଙ୍କର ପଛରେ ପଡିବା ଦ୍ୱାରା ଅଥବା ତାଙ୍କ ସାମ୍ନା ରେ ନିଜର ଭଲ ପାଇବା ଦେଖେଇବା ଦ୍ୱାରା ଝିଅ ମାନେ ଶୀଘ୍ର ମାନି ଯିବେ ଆଉ ତାଙ୍କ ଉପରେ ଏହାର ପ୍ରଭାବ ପଡିବ। ମାତ୍ର ଏହା କେବେ ବି ହେଇ ନଥାଏ। ଝିଅ ମାନେ ସେହି ପୁଅ ଠାରୁ ଆହୁରି ଦୁରକୁ ଦୁରକୁ ଯାଆନ୍ତି ଯେଉଁ ପୁଅ ତାଙ୍କ ପଛରେ ଲାଗି ଥାଏ। ତ ଆପଣ ଯଦି ଝିଅ ଙ୍କୁ ଖୁସି କରିବାକୁ ଚାହାନ୍ତି ତ ଆଗେ ନିଜେ ଖୁସିରେ ରୁହନ୍ତୁ ଆଉ ନିଜର ଜୀବନ କୁ ଖୁସି ରେ ଭରି ଦିଅନ୍ତୁ। ଝିଅ ଆପେ ଆପେ ଆପଣଙ୍କର ହେଇଯିବ।

ଆପଣଙ୍କର କଥା କହିବା ଶୈଳୀ: ବେଳେବେଳେ ବହୁତ ପୁଅ ନିଜର କଥା ଦ୍ୱାରା ଦୁନିଆ କୁ ଇଂପ୍ରେସ କରିପାରନ୍ତି। ଏପରି ଲୋକ ନିଜର କଥା ଦ୍ୱାରା ମୁସ୍କିଲ ରୁ ମୁସ୍କିଲ କଥା କୁ ବି ସହଜ ରେ ବୁଝେଇ ପାରନ୍ତି। ଏପରି ବ୍ୟକ୍ତିତ୍ୱ ଥିବା ବ୍ୟକ୍ତି ଙ୍କୁ ଦୁନିଆ ତ ପସନ୍ଦ କରେ ହି କରେ ଖାସ କରି ଝିଅ ମାନେ ବହୁତ ଭଲ ଭାବେ ପସନ୍ଦ କରନ୍ତି। ତ ଏହାଦ୍ୱାରା ଆପଣ କାହାକୁ ବି ଇଂପ୍ରେସ କରି ପାରିବେ।

women

ସମ୍ମାନ ଦେବା: ଆପଣ ଯଦି ନିଜ ମନ ରେ ଛୋଟ ପିଲା ଠାରୁ ଆରମ୍ଭ କରି ବଡ଼ ଲୋକ ଯାଏ କାହାକୁ ବି ସମ୍ମାନ ଦେଇପାରିବେ ତ କେହି ବି ଝିଅ ନଜର ରେ ଆପଣ ଉପରକୁ ଯିବେ। କାରଣ ସମସ୍ତ ଝିଅ ଚାହିଁଥାଏ କି ତାର ପାର୍ଟନର ତାଙ୍କୁ ସମ୍ମାନ ଦେଉ। ତ ଆପଣ ଛଳନା ନ କରି ଯଦି ସତରେ ସମ୍ମାନ ଦେବେ ତ ଆପଣ ଝିଅ ନ୍କ ନଜର ରେ ବଡ଼ ହେଇପାରିବେ।

womans

ସ୍ୱତନ୍ତ୍ର ପରିଚୟ : ଆପଣ ଯେଉଁ ସହର ଅଥବା ଅଂଚଳ ରେ ରହୁଛନ୍ତି ସେଠାରେ ଆପଣଙ୍କର ଭଲ ପରିଚୟ ଥିବା ଦରକାର। ଯଦି ଲୋକ ଆପଣଙ୍କ ବାବଦରେ ଭଲ କହିବେ ତ କେହି ବି ଆପଣଙ୍କୁ ଜଲଦି ପସନ୍ଦ କରିବ ଆଉ ଖାସ କରି ଝିଅ ମାନେ ଆପଣଙ୍କୁ ବହୁତ ଜଲଦି ପସନ୍ଦ କରିବେ। lତେବେ ବନ୍ଧୁ ଏହା ଥିଲା କିଛି ଜାଣିବା କଥା , ଏହି ଭଳି କଥା ସବୁବେଳେ ଜାଣିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *