କଣ କଲେ ଝିଅ ନିଜେ ଆସି ପ୍ରପୋଜ କରିବ | ଆପଣାନ୍ତୁ ଏହି ସହଜ ଉପାୟ

girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଟ୍ରୀକ୍ ବିଷୟ ରେ କହିବୁ ଯେଉଁ ଥିରେ ଝିଅ ଆପଣ ଙ୍କୁ ନିଜେ ଆସି ପ୍ରୋପଜ୍ କରିବ ବର୍ତମାନ ସମୟ ରେ ଏହି ଅସୁବିଧା ସବୁ ପୁଅ ମାନଙ୍କ ସହିତ ହୋଇ ଥାଏ କି ସେ ଜାହାକୁ ପ୍ରେମ କରୁଛି ସେ ଲାଇକ୍ କରୁଛି ହେଲେ ଝିଅ ତାକୁ ଭାଉ ଦେଖାଉ ନାହିଁ । ଅର୍ଥାତ୍ ସେ ନିଜର ମନ କଥା କୁ ତୁମ ସହିତ ସେୟାର କରୁ ନାହିଁ ଏମିତି ବେଳେ ଆପଣ ମାନେ ଏସବୁ ଉପାୟ କୁ ଆପଣେଇ ପାରିଲେ ସେ ନିଜର କଥା କୁ ଆପଣ ସହିତ ସେୟାର କରିବା ସହିତ ନିଜର ମନ କଥା ମାନେ ଆପଣଙ୍କ ପ୍ରେମ ର ଆବେଦନ ବି ଦେବ । ଏହା ପାଇଁ ପ୍ରଥମେ ଆପଣ ମାନେ ଝିଅ କୁ ଇମ୍ପ୍ରେସ୍ କରନ୍ତୁ ନାହିଁ ବେଳେ ଏମିତି ହୋଇ ଥାଏ ଆମେ ଯେଉଁ କାମ କୁ ହାସଲ କରିବା ପାଇଁ ଚାହେଁ ତାହା ହାସଲ ହୋଇ ନ ଥାଏ। ହେଲେ ଯେଉଁ କାମ ଆମେ ନ କରିବା ପାଇଁ ଚାହେଁ ସେହି କାମ ହୋଇ ଥାଏ ।love

ତେବେ ଆଜିର ଝିଅ ମାନେ ବହୁତ ଚାଲାଖ୍ ଅଟନ୍ତି ତେବେ ଝିଅ ମାନଙ୍କୁ କିଏ ପଟେଇଇବା ପାଇଁ ଚାହେଁ ସେମାନେ ଜାଣି ପାରି ଥାନ୍ତି ତେଣୁ ଯେଉଁ ମାନେ ଏମିତି କରନ୍ତି ସେମାନଙ୍କ ଠାରୁ ଝିଅ ମାନେ ଦୂରେଇ ଜାଇ ଥାନ୍ତି । କିଛି ଏମିତି କରନ୍ତୁ ଯେଉଁ ଥିରେ ତାଙ୍କର ମନ ପରିବର୍ତନ ହେବ ଏବଂ ସେମାନେ ଆପଣଙ୍କ ବିଷୟ ରେ ସ୍ପେସିଆଲ ଫିଲ୍ କରିବେ ଆପଣଙ୍କ ପ୍ରତି ସେମାନଙ୍କର ପ୍ରେମ ବଢିିବ ଏବଂ ସେ ନିଜେ ତାଙ୍କୁ ଆଡୁ ଆପଣଙ୍କ ପାଖକୁ ଦୈଡି କରି ଆସିବେ । ଝିଅ ଯଦି ଜାଣିବ କି ଆପଣ ତାହାର ତାରିଫ୍ କରୁଛନ୍ତି ଏବଂ ତାଙ୍କର କେୟାର କରୁଛନ୍ତି ହେଲେ ତାଙ୍କୁ ପଟେଇବା ପାଇଁ ମୋଟେ ବି ଚେଷ୍ଟା କରୁ ନାହାଁନ୍ତି ତେବେ ସେ ନିଜ ତରଫ ରୁ ସେ ନିଜେ ପଟେଇବା ପାଇଁ ଚେଷ୍ଟା କରିବ । ଆପଣ ମାନେ ସବୁ ଝିଅ ସହିତ ମିଶିବା ପାଇଁ ଚେଷ୍ଟା କରନ୍ତୁ , ଯେମମିତି କି ଯେଉଁ ଦୋକାନ ରେ ଗ୍ରାହକ ସଂଖ୍ଯା ବେଶୀ ସେଠାକୁ ସବୁ ଲୋକ ମାନେ ଯିବାକୁ ପସନ୍ଦ କରନ୍ତି ତେଣୁ ଏହି ଫେକ୍ଟ ରେ ଆପଣ ମାନଙ୍କ ପାଖକୁ ନିଜର ପାର୍ଟନର ନିଜେ ଦୈଡି କରି ଆସିବ ।loves

ଆପଣ ମାନେ ନିଜର ପାର୍ଟନର ଙ୍କୁ କିଛି ବି ସ୍ପେସିଆଲ ଫିଲ୍ କରେଇବା ଆବଶ୍ୟକ ଅଟେ ତେବେ ସେ ଆପଣଙ୍କ ଆଡକୁ ଆକର୍ଶିତ ହେଲେ ଏବଂ ଏମିତି କାର୍ଯ୍ୟ ତାଙ୍କର କରନ୍ତୁ ଯେଉଁ ଥିରେ ସେ ଜାଣି ପାରିବେ କି ଆପଣଙ୍କ ତାଙ୍କର ସେହି କାମ ପଛରେ କେବଳ ତୁମେ ହିଁ ରହିଛ ବୋଲି ତେବେ ସେ ଆପଣଙ୍କ ଆଡକୁ ଆକର୍ଶିତ ହେବେ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *