( ଧନ ବର୍ଷା )କରୁଥିବା ( ଫୁଲ ) || ଘରେ ଲଗେଇ ଦେଲେ ହୋଇଜିବେ ମାଲେ ମାଲ

phaio

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବୁ କି ନାଗ ଚମ୍ପା ଫୁଲ କୁ ଘରେ ଆଣି ରଖିଲେ ଆମ ମାନଙ୍କ କଣ ସବୁ ଫାଇଦା ହୋଇ ଥାଏ , ତେବେ ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ଜାଣିବା ପାଇଁ ଚାହାଁନ୍ତି ତେବେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ନାଗ ଚମ୍ପା ଫୁଲ କୁ ଘର କୁ ଆଣିଲେ ବନ୍ଧୁଗଣ ଘରେ ସୁଖ ଶାନ୍ତି ପ୍ରଭାବ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ , ଏବଂ ଏହାକୁ ଆପଣ ମାନେ ଘରେ ରଖୁଛନ୍ତି ତେବେ ଧନ ଅଭାବ ହୁଏ ନାହିଁ , ଘର କୁ ଏହି ଫୁଲ ଆଣିବା ଦ୍ୱାରା ଘରେ ଉନ୍ନତି ହେବାର ସହିତ ଆପଣ ମାନଙ୍କ ସବୁ ପ୍ରକାରର ରିଷ୍ଟ ମଧ୍ୟ ଖଣ୍ଡନ ହୋଇ ଥାଏ ।flower

ତେବେ ବନ୍ଧୁଗଣ ଏହି ଫୁଲ କୁ ଆପଣ ମାନେ ଘର କୁ ଆଣିବାର କିଛି ଖାସ୍ ଉପାୟ ମାନ ରହିଛି ଜାହାକୁ ଆପଣ ମାନେ କରି ଘରକୁ ଆଣି ପାରିବେ ତେବେ ଆସନ୍ତୁ ଜାଣିବା , ବନ୍ଧୁଗଣ ନାଗ ଚମ୍ପା ଫୁଲ ସାଧାରଣ ଭାବେ ଶୀର ଋତୁ ରେ ଦେଖିବା ପାଇଁ ମିଳେ ଏହି ନାଗ ଚମ୍ପା ଫୁଲ ଭଗବାନ ଶିବ , ମାତା ପାର୍ବତୀ ଏବଂ ଗଣେଷ ଙ୍କ ଅତି ପ୍ରିୟ ହୋଇ ଥାଏ , ସେହିଥି ପାଇଁ ଏହି ପୁସ୍ପ ଘର କୁ ସୁଖ ଶାନ୍ତି ଆଣେ ଏହାକୁ ଘରକୁ ଆପଣ ମାନଙ୍କୁ ଆଣିବାର ରହି ଥି୍ଲେ ଆପଣ ମାନେ ଏହାକୁ ସୋମବାର ଦିନ ବା ଶନିବାର ଦିନ ଏହାକୁ ରାତି ରୁ ନେଇ କରି ଆସନ୍ତୁ , ଏବଂ ପରେ ତା ପର ଦିନ ସକାଳୁ ଆପଣ ମାନେ ନଦୀ କିମ୍ବା କୈଣସି ଜଳ ପ୍ରଭାବିତ ହେଉ ଥିବା ସ୍ଥାନ ରେ ଭସାଇ ଦିଅନ୍ତୁ ।flowers

ହେଲେ ଆପଣ ମାନେ ମନେ ରଖିବେ ଏହା କରିବା ସମୟ ରେ ଆପଣ ମାନେ କାହାକୁ ବି କହିବେ ନାହିଁ ଏମିତି ଭାବେ ଆପଣ ମାନେ ଏହି ନାଗ ଚମ୍ପା ଫୁଲ କୁ ଘର କୁ ଆଣି ଏହି ଉପାୟ କରି ପାରିଲେ ଆପଣ ମାନଙ୍କ ଜିବନ ର ସବୁ ସମସ୍ୟା ଦୂର ହେବା ସହିକ ଆପଣ ମାନଙ୍କ ଆର୍ଥିକ ସମସ୍ୟା ବି ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *