ବଡ଼ ଖବର – ଆଦିତ୍ୟ ଦାସଙ୍କୁ ନ୍ୟାୟ ମିଳିବା ପାଇଁ ବିଦ୍ୟାଶ୍ରୀ ଅସଲ ରୂପ, ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ !!

bidyasri

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମାନବ ପ୍ରେମୀ ଆଦିତ୍ୟ ଦାସ୍ କହିଲେ ଏବେ ଦେଖ ମୋର ଅସଲ ରୂପ ତେବେ କଣ ରହିଛି ତାଙ୍କର ଅସଲ ରୂପ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ ତାହା ପୂର୍ବ ରୁ ଆପଣ ମାନେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାହା ଫଳ ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ବିଷୟ ରେ ଜାଣି ପାରିବେ । ଆପଣ ମାନେ ସମସ୍ତେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କୁ ଜାଣି ଥିବେ ବର୍ତମାନ ସମୟ ରେ ମାନବ ପ୍ରେମୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ହେବାର ତିନି ମାସ ହୋଇ ଗଲାଣୀ କିନ୍ତୁ ବର୍ତମାନ ସମୟ ରେ ତାଙ୍କୁ କୈଣସି ବି ନ୍ୟାୟ ମିଳି ନାହିଁ , ଏବଂ ଆପଣ ମାନେ ଆଦିତ୍ୟ ଦାସ୍ ଙ୍କ ପତ୍ନୀ ବିଦ୍ୟାଶ୍ରୀ ଙ୍କୁ ବି ଜାଣି ଥିବେ ।aditya

ଏବଂ ଏହି ଦିନ ରେ ବିଦ୍ୟାଶ୍ରୀ ଙ୍କ କିଛି ଟିକଟକ୍ ଭିଡ଼ିଓ ଭାଇରଲ ହେଉ ଥିବା ବେଳେ ତତାଙ୍କର କିଛି ପୁରୁଣା ଭିଡ଼ିଓ ମାନ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉ ଥିବା ବେଳେ ସେହି ଭିଡ଼ିଓ ରେ କେଉଁ ଥିରେ ଚଣ୍ଡୀ ରୋଲ କରୁ ଥିବା ବେଳେ ଶାଶୁ ରୋଲ କେଉଁ ଥିରେ ଦେଖିବା ପାଇଁ ମିଳୁଛି ଏବଂ ସେମିତି କ୍ଷେତ୍ର ରେ ଲୋକ ମାନେ ଏହାକୁ ନେଇ ବହୁତ ପରିହାସ ତାଙ୍କୁ କରୁ ଥିବା ର ଦେଖିବା ପାଇଁ ମିଳିଛନ୍ତି କି ଇୟୁଜର ମାନଙ୍କ କହିବା ଅନୁସାରେ ଯିଏ ନିଜ ସ୍ୱାମୀ ଙ୍କ ପାଇଁ ନ୍ୟୟ ଆବେଦନ କରି କିଛି ବି ନ୍ୟୟ ପାଇ ପାରିଲା ନାହିଁ ସେ ବର୍ତମାନ ସମୟ ରେ ଏମିତି ହିଁ ଭିଡ଼ିଓ କରି ସୋସିଆଲ ମିଡିଆ ରେ ପୋଷ୍ଟ କରୁଛନ୍ତି ବୋଲି ହେଲେ ଆମେ ଏଠାରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଏହି ସବୁ ଭିଡ଼ିଓ ବହୁତ ପୁରୁଣା ହୋଇ ଥିବା ସହିତ ବିଦ୍ୟାଶ୍ରୀ ଏହି ସବୁ ଭିଡ଼ିଓ ନିଜର ଟିକ୍ ଟିକ୍ ରେ ଆଗାମୀ ସମୟ ରେ ପୋଷ୍ଟ କରି ଥିିବା ବେଳେ ବର୍ତମାନ ସମୟ ରେ ଏହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।bidyasri

ତେବେ ଆପଣ ମାନେ ବିଦ୍ୟାଶ୍ରୀ ଙ୍କ ବିଷୟ ରେ ଜାହା ଭାବୁଛନ୍ତି ତାହା ମୋଟେ ବି ସତ୍ୟ ନୁହେଁ ଏବଂ ଆପଣ ମାନଙ୍କୁ ଏମିତି ବିଦ୍ୟାଶ୍ରୀ ଙ୍କ ଉପରେ ଅଭିଯୋଗ କରିବା କଥା ନୁହେଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *