Top10 ଓଡ଼ିଆ ହିରୋଇନଙ୍କ ଭାଇମାନଙ୍କୁ ଆଗରୁ କେବେ ଦେଖିନଥିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଅଭିନେତ୍ରୀ ମାନଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଆମେ ଆଜି ଆପଣ ମାନଙ୍କୁ ଓଲିଉଡ ର ଏହି ଅଭିନେତ୍ରୀ ମାନଙ୍କ ଭାଈ ମାନଙ୍କ ବିଷୟରେ କହିବୁ ଏବଂ ସେମାନଙ୍କ ଫୋଟ ବି ଆପଣ ମାନଙ୍କୁ ଦେଖେଇବୁ ତେବେ ଏହି ବିଷୟ ରେ ଜାଣିବା ପାଇଁଁ ଆପଣ ମାନଙ୍କୁ ବାସ୍ ସେଷ ଯାଏ ପୋଷ୍ଟ କୁ ପଢିବା ପାଇଁ ପଡିବ , ତେବେ ଏହି ଲିଶ୍ଟ ରେ ପ୍ରଥମ ନମ୍ବର ରେ ଆସୁଛନ୍ତି ଏଲିନା ସାମନ୍ତରାୟ ଏବଂ ଇଏ ହେଲେ ଏଲିନା ଙ୍କ ଭାଈ ଯିଏ କି ବର୍ତମାନ ସମୟ ରେ ଇଞିନନିୟରିଂ କରିବାରେ ଲାଗିଛନ୍ତି । ଏହା ପରେ ଦୁଇ ନମ୍ବର ରେ ଆସୁଛନ୍ତି ଭୂମିକା ଦାସ୍ ତେବେ ବନ୍ଧୁଗଣ ଇଏ ହେଲେ ଭୂମିକା ଦାସ୍ ଙ୍କ ଭାଈ ଏବଂ ସେ ବର୍ତମାନ ସମୟ ରେ ଭୂବନେଶ୍ୱର ରେ ରହିଛନ୍ତି ,ସେହି ପରି ବନ୍ଧୁଗଣ ତିନି ନମ୍ବର ଅଭିନେତ୍ରୀ ଙ୍କ ବିଷୟ ରେ କହିବା ତେବେ ତିନି ରେ କୋୟେଲ୍ ବେନାର୍ଜି ଆପଣ ମାନେ ନିଶ୍ଚିତ ଭାବେ କୟେଲ୍ ଙ୍କୁ ଜାଣି ଥିବେ ଏବଂ ତେବେ ଏ ହେଲେ ତାଙ୍କର ଭାଈ ଏବଂ ଏହି ଦିନ ରେ ଏମାନେ ସୋସିଆଲ ମିଡିଆ ରେ ଦେଖିବା ପାଇଁ ମିଳି ଥିଲେ ।brother

ସେହି ପରି ଆପଣ ମାନେ ତାରା ତାରୀଣୀ ସିରିଏଲ ର ଲିପି ଙ୍କର ବହୁତ ଭଲ ଅଭିନୟ ଦେଖି ଥିବେ ତେବେ ବନ୍ଧୁଗଣ ତାଙ୍କର ଭାଈ ହେଲେ ଇଏ ଆଗରୁ ଲିପି ବହୁତ ସାରା ପରିଚୟ ସୃଷ୍ଟି କରି ଥିବା ବେଳେ ଏହି ଦିନ ରେ ସେ ନିଜର ପରିଚୟ ସିରିଏଲ ମାନଙ୍କ ରେ ଛାଡିବାରେ ଲାଗିଛନ୍ତି । ସେହି ପରି ଆମେ ଓଲିଉଡ ଅଭିନେତ୍ରୀ ଜିନା ଙ୍କ ବିଷୟ ରେ କହିବା ତେବେ ଆପଣ ମାନେ ଜିନା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଆଲବମ୍ ଜଗତ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଥିବା ଏହି ଅଭିନେତ୍ରୀ ତାଙ୍କର ଭାଈ ଜଣେ ଗମେଣ୍ଟ ସର୍ଭେଣ୍ଟ ରହିଛନ୍ତି ।jina

ସେହି ପରି ଚାଇଣ୍ଟ ଆର୍ଟିଷ୍ଟ ରୁ ନିଜର କେରିଅର ଆରମ୍ଭ କରି ଆଜିର ଦିନ ର ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ ହୋଇ ଥିବା ନିକିତା ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ଏ ହେଲେ ତାଙ୍କର ଭାଈ , ଆପଣ ମାନଙ୍କୁ ଏହି ସବୁ ଅଭିନେତ୍ରୀ ମାନଙ୍କ ଭାଈ ମାନେ କେମିତି ଲାଗିଲେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *