ବଡ଼ ମଣିଷ ହେବା ପାଇଁ ଆପଣାନ୍ତୁ ( ଚାଣକ୍ୟଙ୍କ ) ଏହି ଉପାୟ ||

chanakya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଶରୀର କେବେ ବି ଚୀନ ସ୍ଥାୟୀ ନୁହେଁ ତେଣୁ ସବୁ ସମୟ ରେ ଆମ ମାନଙ୍କୁ ଧର୍ମ କାର୍ଯ୍ୟ କରିବା ଉଚିତ୍ , ଗରିବ ଲୋକ ମାନେ ସବୁ ବେଳେ ଧନନ ଇଚ୍ଛା କରନ୍ତି ହେଲେ ଧନୀ ଏବଂ ଗର୍ବି ଲୋକ ମାନେ ସବୁ ବେଳେ ବିବାଦ କୁ ଇଚ୍ଛା କରନ୍ତି । ମାନବ ମାନେ ସ୍ୱର୍ଗ ଏବଂ ଦେବତା ମାନେ ମୋଷ ଇଚ୍ଛା କରନ୍ତି , ବିଜ୍ଞ୍ୟ ଲୋକ ମାନେ କେବେ ହେଲେ ଆପଣାର ଅର୍ଥ ହାନୀ ମନର ଦୁଖଃ ଗ୍ରୁହ ଛିଦ୍ର ପ୍ରତାରଣା , ଏବଂ ଅପମାନ କଥା କାହା ଆଗରେ ପ୍ରକାଶ କରନ୍ତି ନାହିଁ । କାରଣ ଏହି ସବୁ କଥା ପ୍ରକାଶ ପାଇଲେ ଅନ୍ୟ ସମ୍ମୁଖ ରେ ନିଜକୁ ନିନ୍ଧିତ ହେବାକୁ ପଡେ , ଜାହାର ପୁତ୍ର , ପତ୍ନୀ , ଏବଂ ଭୁତ୍ୟ ବଷିଭୂତ ରହି ଥାନ୍ତି , ସେ ଧନ ହୀନ ରହିବି ସବୁ ସମୟ ରେ ସନ୍ତୋଷ ରେ ରହି ଥାଏ , ଏହି ସଂସାର ରେ ତାର ଗୃହ କୁ ସ୍ୱର୍ଗ ସହିତ ତୁଳନା କରା ଜାଇ ଥାଏଏ ।chanakya

ଏବଂ ସେ ଏହି ପୃଥିବୀ ରେ ସ୍ୱର୍ଗ ସୁଖ ପାଇ ଥାଏ, ବିଦ୍ୟାହୀନ ଲୋକ ର ଜିବନ ବନ୍ଧୁ ବାନ୍ଧନ ହୀନ ଲୋକ ର ସମସ୍ତ ଦୀଗ ଏବଂ ପୁତ୍ର ନ ଥିବା ଲୋକ ର ଗୃହ ଶୂନ୍ୟ ସବୁ ବେଳେ ରହି ଥାଏ , ଏହି ସବୁ କିଛି ନ ଥିବା ଲୋକ ମାନଙ୍କ ପାଖରେ ସଂସାର ରେ କିଛି ବି ନାହିଁ ବୋଲି ପ୍ରମାଣିତ ହୋଇ ଥାଏ । ବଂଶ ଦୋଷ ରୁ ଲୋକ କୃପଣ ହୋଇ ଥାଏ , କର୍ମ ଦୋଷ ରୁ ମଣିଷ ଦରିଦ୍ର ହୋଇ ଥାଏ , ମାତୃ ଦୋଷ ରୁ ମଣିଷ ରୋଗୀଣା ଏବଂ ପିତୃ ଦୋଷ ରୁ ମଣିଷ ମୂର୍ଖ ହୋଇ ଥାଏ । ସେମିତି ରେ ଗୋଟିଏ ଜ୍ଞ୍ୟାନୀ ଲୋକ ଦରିଦ୍ର ହେଲେ ବି ସେ କେବେ ଦୁଖଃ କରେ ନାହିଁ , ବନ୍ଧୁ ଯଦି ପଣ୍ଡିତ ହୋଇ ଥାଏ ତେବେ ଚିନ୍ତା କରିବାର କୈଣସି କାରଣ ନାହିଁ ।pandit

ଯେଉଁ ନାରୀ ର ପୁଅ ମାନେ ନୀତି ସମାଜ ରେ ପ୍ରତିଷ୍ଠା ଲାଭ କରିଛନ୍ତି ସେ ବିଧବା ହେଲେ ମଧ୍ୟ କେବେ ବି ଦୁଖଃ କରିବା ଉଚିତ୍ ନୁହେଁ କାରଣ ସେମାନେ ସବୁ ସମୟ ରେ ସୁଖ ରେ ହିଁ ଜିବନ କଟେଇ ଥାନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *