ସ୍ଵାମୀକୁ ଖୁସି କରିବା ପାଇଁ କରନ୍ତୁ ଏହି ସରଳ ଉପାୟ ? ସବୁବେଳେ ରହିବ ଉତ୍ତମ ବୁଝାମଣା

hajbant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଜିର ଦିନ ରେ ଅଧିକାଶଂ ଲୋକ ମାନଙ୍କ ଜିବନ ରେ ବାଦ ବିବାଦ ସୃଷ୍ଟି ହେଉଛି ବୋଲି ଜାହା ଫଳ ରେ ପରିବାର ରେ ବଶୃଙ୍ଖଳା ଦେଖିବା ପାଇଁ ମିଳୁଛି , ସେହିଥି ପାଇଁ ସବୁ ବେଳେ ଦାମ୍ପତ୍ୟ ଜିବନ କୁ ସବୁ ବେଳେ ସୁଖ ମୟ କରିବା ଉଚିତ୍ ସ୍ତ୍ରୀ ମାନଙ୍କର କିଛି ବିଶେଷ ଦାୟୁତ୍ୱ ରହି ଥାଏ । ଏମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଯାଉଛୁ ଜାହା ଫଳ ରେ ଆପଣ ମାନେ ନିଜ ସ୍ୱାମୀ ଙ୍କୁ ଖୁସୀ କରି ପାରିବେ , ତେବେ ଆସନ୍ତୁ ଜାଣି ନେବା ସେହି ଉପାୟ ବିଷୟ ରେ । ଏମିତି ରେ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ହେଉ ଥିବା ଏହି ଅସୁବିଧା ରେ ପ୍ରଥମ କାରଣ ରହି ଥାଏ ବୁଝା ମଣା ର ଅଭାବ ଦେଖା ଦେବା ପରିବାର ଆପଣ ମାନଙ୍କ ର ସେତେ ବେଳେ ସୁଖ ମୟ ହେବ ଯେତେ ବେଳେ ଆପଣ ମାନଙ୍କ ପରିବାର ଲୋକ ମାନେ ଖୁସୀ ରେ ରହିବେ ଜାହା ଦ୍ୱାରା ଆପଣ ମାନେ ବି ଖୁସୀ ରେ ରହିବେ ।loves

ସେମିତି ରେ ସ୍ୱାମୀ ଯେତେ ବେଳେ କାମ ରୁ ଫେରି ଘର କୁ ଆସୁଛନ୍ତି , ସେହି ସମୟ ରେ ଆପଣଙ୍କ ମୁହଁ ରେ ହସ ରହି ଥିବା ଆବଶ୍ୟକ ଅଟେ , ଯେମିତି ଆପଣଙ୍କ ସେହି ହସ କୁ ଦେଖି ସ୍ୱାମୀ ଙ୍କ ସୁବୁ ଟେନସନ୍ ଦୂର ହେବ , ସେହି ପରି ଯେତେ ବେଳେ ଆପଣ ମାନଙ୍କ ସ୍ୱାମୀ କାର୍ଯ୍ୟ ରୁ ଘରକୁ ଫେରୁଛନ୍ତି ତେବେ ଆପଣ ତାଙ୍କୁ ଗୋଟିଏ ଥଣ୍ଡା ପାଣି ଗ୍ଲାସ୍ ର ପ୍ରଦାନ କରନ୍ତୁ । ଯଦି ସେ କେବେ ବି ବାହାରୁ ଖାଇ କରି ଆସିଛନ୍ତି ତେବେ ଆପଣ ତାଙ୍କୁ ପୁଣି ଥରେ ଖାଇବା ଅପର କରନ୍ତୁ ଜାହା ଫଳ ରେ ଆପଣ ମାନଙ୍କ ମଧ୍ୟ ରେ ପ୍ରମେ ସଂମ୍ପର୍କ ବଢି ଯାଉ ।love

ସେହି ପରି ଆପଣ ମାନଙ୍କୁ ତେବେ ନିଜର ସ୍ୱାମୀ ଙ୍କୁ ଗୁରୁତ୍ୱ ପୂର୍ଣ୍ଣ କଥା କହିବାର ରହିଛି ତେବେ ତାହା କେବେ ବି ଘର କୁ ଆସିବା ର ତୁରନ୍ତ କୁହନ୍ତୁ ନାହିଁ ବରଂ ଆପଣ ମାନେ ତାଙ୍କୁ ସେହି କଥା କୁ ରାତି ରେ ଶୋଇବା ସମୟ ରେ କହିଲେ ଆପଣ ମାନଙ୍କ ପାଇଁ ଭଲ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *