ଏହି ଅଦ୍ଭୁତ ( ଗଛ ) ଘରେ ବୃଦ୍ଧି କରେ ଟଙ୍କା ପଇସା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସମୟ ବୃକ୍ଷ ବା ସମୟ ଗଛ କେହି କେହି ଏହି ସମୟ ଗଛକୁ ଶନି ଦେବଙ୍କ ଗଛ କହିଥାନ୍ତି ବା ଶନି ଗଛ ମଧ୍ୟ କହିଥାନ୍ତି । ଏହି ଚମତ୍କାରି ସମୟ ଗଛ କିପରି ମଣିଷର ଜୀବନ ସଜାଡି ଥାଏ , ସମସ୍ୟା ମାନ ଦୁର କରିଥାଏ ଏବଂ ଧନ ଧାନ୍ୟର ପୂର୍ଣ୍ଣ କରିଥାଏ । ଆଜି ମୁଁ ଆପଣ ମାନଙ୍କୁ ଏହି ବସୟରେ କହିବାକୁ ଯାଉଛି । ଅନେକ ଲୋକ ସମୟ ଗଛକୁ ପୂଜା କରିବା ସମୟରେ ଆହୁରି ଅନେକ ସମୟ ଗଛକୁ ଭୟ କରିଥାନ୍ତି ଏହା ଭବିକି ଶନି ଗଛକୁ ଭୟ କରିଥାନ୍ତି କି ଏହା ଶନି ଦେବଙ୍କ ଗଛ , ହୁଏତ ଶନିଦେବ କୂପ ହେବେ ଶନିଦେବ କିଛି ଅନିଷ୍ଟ କରିଦେବେ ଏହି ଭୟରେ ପୂଜା ମଧ୍ୟ କରନ୍ତି ନାହିଁ ।shani dev

କିନ୍ତୁ ଏହା ସଂମ୍ପୁର୍ଣ୍ଣ ଭୁଲ ଅଟେ ସମୟ ଗଛ ଏମିତି ଏକ ଚତ୍ମକାରି ଗଛ ଅଟେ ଯାହାକୁ ପୂଜା କରିବା ଦ୍ୱାରା ଅନେକ ଉପକାର ହୋଇଥାଏ ଏବଂ ଅନେକ ସମସ୍ୟାର ସମଧାନ ହୋଇଥାଏ । ତେଣୁ ସମୟ ଗଛ ପୂଜା କରିବା ଦ୍ୱାରା ଘରକୁ ଧନର ଆଗମନ ହୋଇଥାଏ ଏବଂ ଘର ଧନ ଧାନ୍ୟରେ ପୁରି ଉଠିଥାଏ ଏବଂ ସମସ୍ତ ପ୍ରକାର ସମସ୍ୟା ଦୁର ହୋଇଥାଏ । ସମୟ ଗଛ ମଧ୍ୟ ଜ୍ଞାନ ଉଦୟ କାରି ହୋଇଥାଏ ଶାସ୍ତ୍ରରେ ବର୍ଣ୍ଣତ ଅଛିକି ପଣ୍ଡିତ କାଳୀ ଦାଶ ମଧ୍ୟ ସମୟ ଗଛର ପୂଜା କରୁଥିଲେ , ସମୟ ଗଛକୁ ଆରଧନା କରି ତାଙ୍କର ଜ୍ଞାନ ବ୍ରଧନ କରିଥିଲେ ।tree

ଏବଂ ପଞ୍ଚୁ ପାଣ୍ଡବ ଏହି ସମୟ ଗଛକୁ ପୂଜା କରି ଆରଧନା କରି କୋରବ ମାନଙ୍କ ଠାରୁ ଯୁଦ୍ଧରେ ବଜୟ ଲାଭ କରିଥିଲେ । ତେଣୁ ସମୟ ଗଛକୁ ପୂଜା କଲେ ଜ୍ଞାନ ଧନ ଏବଂ ବଜୟ ଲାଭ ମିଳିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *