ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣି ପାଗ ବିଭାଗ ପକ୍ଷ ରୁ ଦିଆ ଗଲା ହାଇ ଏଲର୍ଟ ଆସୁଛି ବଡ ବାତ୍ୟା ଲଘୁଚାପ ନେଲା ଅବପାତ ର ରୂପ , ତେବେ ଏହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଏହି ବିଷୟ ରେ ଜାଣି ପାରିବେ । ଓଡ଼ିଶା ରେ ଏହି ଅକ୍ଟୋବର ମାସ ରେ ପ୍ରାୟତଃ ସମୟ ରେ ବର୍ଷା ସହିତ ବିଜୁଳୀ ଘଡଘଡି ଲାଗି ରହି ଥାଏ , ଏହା ଫଳ ରେ ଲୋକ ମାନେ ବହୁତ ସମୟ ରେ ପ୍ରଭାବିତ ହୋଇ ଥାନ୍ତି, ସାଧାରଣ ଭାବେ ଲଘୁଚାପ ହେଲେ ବହୁତ ଲୋକ ମାନେ ବନ୍ୟା ର ଘେର ରେ ରହିବା ସହିତ ସେମାନେ ବିଭିନ୍ନ ପ୍ରକାରର ସମସ୍ୟା ର ସାମ୍ନା କରିବା ପାଇଁ ପଡି ଥାଏ , ସେମିତି ରେ ଆଉ ଏକ ଲଘୁଚାପ ବର୍ତମାନ ସମୟ ରେ ବୋଙ୍ଗପ ସାଗର ରେ ସୃଷ୍ଟି ହେବାକୁ ଥିବା ବେଳେ ଏହା ବର୍ତମାନ ସମୟ ରେ ଲୋ ପ୍ରେସର ର ରୂପ ନେଇ ଥିବା ଜଣା ପଡିଛି ଜାହା ଫଳ ରେ ବର୍ତମାନ ସମୟ ରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ମାନଙ୍କ ରେ ସବୁ ସମୟ ରେ ବର୍ଷା ହେଉ ଥିବାର ଆପଣ ମାନେ ଦେଖି ପାରୁ ଥିବେ ।
ଏବଂ ସେହି ପରି ବେଳେ ଏହି ଲଘୁଚାପ ଏବେ ଡିଫ୍ ଡିଫରେସ୍ ର ରୂପ ନେଇ ଥିବା ବେଳେ ଆଗାମୀ ପାଞ୍ଚ ଦିନ ମଧ୍ୟ ରେ ଏହା ଓଡ଼ିଶା ରେ ବହୁତ ପରିମାଣ ରେ ବର୍ଷିବା ସହିତ 13 ଜିଲ୍ଲା କୁ ଏହାର ୱାର୍ଣ୍ଣିଂ ଦିଆ ଜାଇଛି । ଏହି ସବୁ ଜିଲ୍ଲା ମାନଙ୍କ ମଧ୍ୟ ରୁ ବାଲେଶ୍ୱର , ଭଦ୍ରକ , କଟକ, ଜଗତସିହଂ ପୁର, ଜାଜପୁର , କେନ୍ଦ୍ରାପଡା , ଗଜପତି , ଗଞାମ୍ , ଖୋର୍ଦ୍ଧା ପୁରୀ , ନୟାଗଡ , ରାଜଗଡା , କନ୍ଧମାଳ , କେଉଁ ଝର ,ମୟୁରଭଞ, ଏବଂ କୋରାପୁଟ୍ ଜିଲ୍ଲା ପାଇଁ ୱାର୍ଣ୍ଣିଁ ଜାରି ହୋଇ ଥିବା ବେଳେ ଏହା 17 ତାରିଖ ସଂନ୍ଧ୍ୟା ସମୟ ରେ ଆନ୍ଦ୍ର ଉପକୂଳ ଛୁଇଁବାର ରହି ଥିବା ଏହା ଫଳ ରେ ଏହି ସବୁ ଜିଲ୍ଲା ରେ ବହୁତ ପରିମାଣ ରେ ବର୍ଷା ହେବା ସହିତ ସତର୍କ ବାଣୀ ଦେଇ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ।
ଏହି ଲଘୁଚାପ କ୍ଷେତ୍ର ଯୋଗୁଁ ପୁରୀ ଏବଂ ବ୍ରହ୍ମପୁର ଆଦି ଜିଲ୍ଲା ମାନଙ୍କ ରେ 40 ରୁ 60 କିଲୋମିଟର ର ପବନ ବହିବା ସହିତ ସ୍ଥାନେ ସ୍ଥାନେ ବର୍ଷା ହେବ ତଥା ଆଉ ସବୁ ଜିଲ୍ଲା ମାନଙ୍କ ରେ ଏମିତି ହିଁ ପ୍ରଭାବିତ ହେବାର ଦେଖିବା ପାଇଁ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।