ଏହି 8ଟି ରାଶିରେ ଧନର ବର୍ଷା । ବଦଳିଯିବ ଭାଗ୍ୟ ଜଲଦୀ ଦେଖନ୍ତୁ ।

puja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ଦୁର୍ଗା ପୂଜା ଏହି 8ଟି ରା4ଶିର ଭାଗ୍ୟ ସୁନା ଭଳି ଚମକିବ ବନ୍ଧୁଗଣ ଯେତେ ବେଳେ ଭଗବାନ ପର୍ଶନ ହୋଇଥାନ୍ତି ସେତେ ବେଳେ ମନୁଷ୍ୟର ଜୀବନରେ ବହୁତ କିଛି ପରିବର୍ତନ ଆସିଥାଏ ତେବେ ଦିର୍ଘ 500 ବର୍ଷ ପରେ ପବିତ୍ର ଦୁର୍ଗା ପୂଜାରେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କର ଗତି ବିଧିରେ ବହୁତ ବଡ ପରିବର୍ତନ ହେବାକୁ ଯାଉଛି , ଯେମିତିକି ଆପଣ ମାନେ ଜାଣିଥିବେ ଗ୍ରହ ଏବଂ ନକ୍ଷେତ୍ର ମାନଙ୍କ ପରିବର୍ତନ ରାଶି ଚର୍କର ବାର ଗୋଟି ରାଶି ମାନଙ୍କ ଉପରେ ପ୍ରଭାବ ପକାଇ ଥାଏ ତେଣୁ ଏହି ମୋହା ସଂଯୋଗ ପବିତ୍ର ଦୁର୍ଗା ପୂଜା ଅବସରରେ ଘଟୁଥିବାରୁ ଜଗତ ଜନନି ମା ଦୁର୍ଗା ଏହି 8ଟି ରାଶି ମାନଙ୍କ ଉପରେ ଆଶ୍ରୀବାଦ କରିବାକୁ ଯାଉଛନ୍ତି , ଯାହା ଫଳରେ ଏହି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଏହି ପବିତ୍ର ଦଶହରା ପର ଠାରୁ ସୁନା ଭଳି ଚମକିବାକୁ ଲାଗିବ । ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟ ଶାଳୀ ରାଶି ମାନଙ୍କର ଭାଗ୍ୟରେ ମା ଦୁର୍ଗା ଙ୍କର ଆଶ୍ରୀବାଦରୁ କଣ ସବୁ ଘଟିବାକୁ ଯାଉଛି ସେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ।durga mata

ମା ଦୁର୍ଗା ଙ୍କର ଆଶ୍ରୀବାଦରୁ ଆପଣ ମାନଙ୍କର ସବୁଦୀନ ହସ ଖୁସିରେ ବିତିବ , କୌଣସି ସମସ୍ୟା ରହିବ ନାହିଁ ଆପଣ କାହା କଥାରେ ମୁଣ୍ଡ ପରାଇବା ହେବ ନାହିଁ ନହେଲେ ଅଯଥା ଏହା ଆପଣ ମାନଙ୍କର ମୁଣ୍ଡବିନ୍ଧାର କାରଣ ହୋଇପାରେ । ବେପାର ବାଣିଜ୍ୟରେ ଭଲ ଲାଭ ହେବ , କାରବାର ଦୀନକୁ ଦୀନ ବୃଧି ହେବାରେ ଲାଗିବ କାରବାରରେ କୌଣସି ଜିନିଷ ଅଭାବ ରହିବ ନାହିଁ , ଆୟରେ ବୃଧି ହେବ ପୁରୁଣା ବୁଡି ଯାିଇଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ରହିଛି । ଚାକିରୀରେ ପଦ ଉୃନତି ହୋଇପାରେ , ଯଦି ଭଲ ଜୀବନ ସାଥିଙ୍କର ସନ୍ଧାନରେ ଅଛନ୍ତି ତେବେ ତାହା ଆପଣ ମାନଙ୍କର ପୁରା ହେବ , କାହା ସହିତ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଜୀବନ ସାଥିଟିଏ ନିଶ୍ଚୟ ମିଳିବ , ଜୀବନ ସାଥିଙ୍କ ସହ ପ୍ରେମ ସଂମ୍ପର୍କ ଅଧିକ ମଧୁର ରହିବ ଏହା ଆପଣଙ୍କର ଆୟ ବୃଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଧି ହେବ ତେଣୁ ଏଥିପ୍ରତି ସାବଧାନ ରହିବା ଆବସ୍ୟକ ।love

ତେବେ ବନ୍ଧୁଗଣ ଏହି ସବୁ ଭାଗ୍ୟଶାଳୀ ରାଶି ହେଉଛନ୍ତି ଧନୁ ରାଶି , ବୃଷ ରାଶି , ତୁଳା ରାଶି , ସିଂହ ରାଶି , କନ୍ୟା ରାଶି , ମେଷ ରାଶି , ମୀନ ରାଶି ଏବଂ କୁମ୍ଭ ରାଶି ତେବେ ଆପଣଙ୍କର ଏଥି ମଧ୍ୟରୁ କେଉବି ରାଶି ହୋଇଥାଏ ତାହାଲେ ତଳେ ଥିବା ଆମ କମେଣ୍ଟ୍ ବଗ୍ସରେ ଜୟ ମା ଦୁର୍ଗା ଅବସ୍ୟ ଲେଖନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *