ଏହି ପୁଅକୁ ବାହା ହେବାକୁ ଜାଉଛନ୍ତି ଏହି ଓଡିଆ ଅଭିନେତ୍ରୀ । ଦେଖନ୍ତୁ ତାଙ୍କର କିଛି ମସ୍ତି ଭରା ଫଟୋ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ଦିନ ରେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ପ୍ରେମ ରେ ପଡି ଜାଇଛନ୍ତି , ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କ ମନ ରେ ଏଠାରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁ ଥିବ କି ଓଡିଆ ଇଣ୍ଡଷ୍ଟ୍ରୀ ର ଏହି ଅଭିନେତ୍ରୀ ଜଣଙ୍କ ବର୍ତମାନ ସମୟ ରେ କାହା ପ୍ରେମ ରେ ପଡିଛନ୍ତି ବୋଲି , ତେବେ ଏଠାରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏବଂ ଆପଣ ମାନେ ସେହି ବିଷୟ ରେ ଜାଣିବା ପାଇଁ ପୋଷ୍ଟ କୁ ନିଶ୍ଚିତ ଭାବେ ସେଷ ଯାଏ ପଢନ୍ତୁ ତେବେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ ।

ଦର୍ଶକ ବନ୍ଧୁ ଆପଣ ମାନେ ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ 2015 ମସିହା ରେ ପ୍ରଶାରିତ ହେଉ ଥିବା ସବୁଠୁ ବଡ ଏବଂ ମେଗା ସିରିଏଲ ତୋ ଅଗଣା ର ତୁଳସୀ ମୁଁ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ତୁଳସୀ ଚରିତ୍ର ରେ ଅଭିନୟ କରି ଥିଲେ । ଏହି ସିରିଏଲ ରେ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ଙ୍କ ଅଭିନୟ କୁ ଫେନ୍ସ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରି ଥିଲେ , ସାରା ଓଡିଶା ବାସୀ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ଙ୍କୁ ତୁଳସୀ ନାମରେ ଜାଣନ୍ତି , ଗତ କିଛି ଦିନ ହେବ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ପ୍ରେମ ରେ ପଡିଛନ୍ତି । ଏବଂ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ କିଛି ଦିନ ଆଗରୁ ତାଙ୍କର ପେସବୁକ୍ ରେ ନିଜର ବୟ ଫ୍ରେଣ୍ଡ ସହିତ ଫୋଟ ଉଠେଇ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।

ଏବଂ ଏହି ଫୋଟ କୁ ପୋଷ୍ଟ କରିବାର କିଛି ସମୟ ମଧ୍ୟ ରେ ହିଁ ଏହା ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିଲା , ଜାହା ମିଳି ଥିବା ଖବର ଅନୁସାରେ ସ୍ୱତାଲିନା ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କର ବୟଫ୍ରେଣ୍ଡ ଶିବା ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି , ଏବେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁ ଥିବା ବେଳେ ଏମାନେ 2021 ରେ ବିବାହ କରିବାର ପ୍ଲନିଂ ରଖିଛନ୍ତି । ତେବେ ଆପଣ ମାନଙ୍କୁ ସ୍ୱତାଲିନା ଅଭିନୟ କେମନିତି ଲାଗୁ ଥିଲା ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *