ଝିଅ Kiss karibaku ଚାହୁଁଥିଲେ ଏହି ୪ଟି ଇସାରା ଦେଇଥାଏ ।

loves

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଚାରୋଟି ସଂଙ୍କେତ ବିଷୟ ରେ କହିବୁ ଜାହା ଫଳ ରେ ଆପଣ ମାନେ ଜାଣି ପାରିବେ କି ଆପଣ ମାନଙ୍କ ପାର୍ଟନର ଆପଣ ମାନଙ୍କୁ କିସ୍ କରିବା ପାଇଁ ଚାହିଁଛି ବୋଲି , ଏହାକୁ ଜାଣିବା ପାଇଁ ଆପଣ ମାନେ ସଂମ୍ପର୍ଣ୍ଣ ପଢନ୍ତୁ । ତେବେ ପ୍ରଥମ ସଂଙ୍କେତ ଜାହା ରହିଛି ଆପଣ ମାନେ କଥା ହେବା ସମୟ ରେ ଏହି ଉପରେ ନିଶ୍ଚିତ ଭାବେ ନଜର ଦେବେ କି ଆପଣଙ୍କ ପାର୍ଟନର ଆପଣ ମାନଙ୍କ ଗାର୍ଲ ଫ୍ରେଣ୍ଡ ଆପଣ ମାନଙ୍କ ଆଖି କୁ ଏକ ଲୟ ରେ ଦେଖିବା ସହିତ ଆପଣ ମାନଙ୍କ ଓଠ କୁ ବାରମ୍ଭାର ଦେଖୁଛି ତେବେ ଏହା ଦର୍ଶାଉଛି କି ସେ ଆପଣ ମାନଙ୍କ ଠାରୁ କିସ୍ ଆଶା କରୁଛି ବୋଲି ।love

ତେବେ ଏହା ଦେଖିବା ପରେ ଆପଣ ମାନେ ଟିକିଏ ବାତାବରଣ କୁ ସଠିକ୍ କରି ଆପଣ ମାନେ ଏହି ସବୁ କ୍ଷେତ୍ର ରେ ତାଙ୍କୁ ବିନା ସଂଙ୍କୋଚ ରେ କିସ୍ କରି ପାରିବେ , ସେହି ପରି ଦୁିଇ ରେ ଆପଣ ମାନେ ଦେଖିବେ ଆପଣଙ୍କ ପାର୍ଟନର ଆପଣ ଙ୍କୁ ଦେଖି ନିଜର ଓଠ ସହିତ ଖେଳିବ ଏମିତି ରେ ଆପଣ ମାନଙ୍କୁ କିସ୍ କରିବାର ଇଚ୍ଛା ରହି ଥିଲେ ଆପଣ ମାନଙ୍କ ଗାର୍ଲଫ୍ରେଣ୍ଡ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏହି ସଂଙ୍କେତ ଟି ଦେବ ଏବଂ ଏହି ସେକ୍ସି ବାଲା ରିଆକ୍ସନ୍ କୁ ଆପଣ ମାନେ ବୁଝି ପାରିଲେ ନିଶ୍ଚିତ ଭାବେ ଆପଣଙ୍କ ପାଇଁ ବହୁତ ଭଲ ହେବ ।loves

ସେହି ପରି ପରବର୍ତି କ୍ଷେତ୍ର ରେ ଆପଣ ମାନେ ତାଙ୍କର ରୋମାଣ୍ଟିକ୍ କଥା ବର୍ତା ରୁ ହିଁ ଜାଣି ପାରିବେ କି ସେ ଆପଣଙ୍କୁ କିସ୍ କରିବା ପାଇଁ ଚାହୁଁଛି ବୋଲି ଏମିତି ରେ ଆପଣ ମାନେ ଯେତେ ବେଳେ ଏକା ରହି ଥିବେ ଏବଂ ତାଙ୍କ ସହିତ ଲାଗିବାରେ ଲାଗିଛନ୍ତି ତଥା ଆପଣ ତାଙ୍କର ବିଭିନ୍ନ ଅଙ୍ଗ କୁ ନେଇ ଫ୍ଲଟ୍ କରୁ ଥିଲେ ଆପଣ ମାନେ ନିଶ୍ଚିତ ଭାବେ ତାଙ୍କୁ କିସ୍ କରି ପାରିବେ ସେହି ସମୟ ରେ ସେ ମୋଡ୍ ରେ ରହି ଥାନ୍ତି କି ଆପଣ ତାଙ୍କୁ କିସ୍ କରନ୍ତୁ ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *