ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସରକାରଙ୍କ ବଡ଼ ନିଷ୍ପତି ଦୁଷ୍କର୍ମକରୀ ହେବେ ସାବାଡ୍ ଦୁଷ୍କର୍ମକଲେ ଦିଆ ଯାଇଛି ନପୁଂସକ ଇଞ୍ଜେକ୍ସନ ।ଦେଶର ସୁରକ୍ଷା ପାଇଁ ସରକାର ସବୁପ୍ରକାର ବ୍ୟବସ୍ଥା କରୁଛନ୍ତି । ଅନ୍ୟ ଦେଶ ଠାରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ତେବେ ଉନ୍ନତି ପାଇଁସବୁ ପ୍ରକାର ଚେଷ୍ଟା କରାଯାଉଛି ,ଶିକ୍ଷାରେ ଅଗ୍ରଗତି ,ବିଜ୍ଞାନରେ ଅଗ୍ରଗତି ହେଉଛି ।କିନ୍ତୁ ଦେଶରେ ଉନ୍ନତି ପାଇଁ ପ୍ରଥମେ ଦେଶର ନାରୀକୁ ସୁରକ୍ଷା ଦେବା ଦରକାର ନାରୀ ଯଦି ସୁରକ୍ଷିତ ରହିବା ତେବେ ଏ ଦେଶ ସୁରକ୍ଷିତ ରହିବ । ହେଲେ ଏ ସମାଜ ଏଇ ନାରୀ ଉପରେ ଅତ୍ୟାଚାର କରୁଛି ତାଙ୍କୁ ଅପମାନ ଦେଉଛି ତେବେ ଜଉଥି ପାଇଁ ଆଜି ସମାଜରେ ନାରୀ ମାନେ ସୁରକ୍ଷିତ ନୁହନ୍ତି ତେବେ ଦିନକୁ ଦିନ ନାରୀ ମାନଙ୍କ ଉପରେ ଦୁଷ୍କର୍ମ ବଢିଯାଉଛି ତେବେ ଏଭଳି ଅନ୍ୟାୟ ଅତ୍ୟାଚାର ନାରୀ ସହ ହେଉଛି ତେବେ ଏଥି ପାଇଁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ହେଲେ ଏହା ବନ୍ଦ ହେଉନାହିଁ ।
ଯାହା ଦ୍ଵାରା ଦେଶରେ ହଜାର ହଜାର ଝିଅ ଶୋଷଣର ଶିକାର ହେଉଛନ୍ତି ।ତେବେ ଏହି ଦୁଷ୍କର୍ମ ବହୁତ ମାତ୍ରାରେ ବଢିଯାଉଛି ତେଣୁ ଏହାକୁ ରଖିବା ପାଇଁ ଅନେକ ଦେଶରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି । ତେବେ ସେଗୁଡ଼ିକ ଆପଣ ମାନେ ଜାଣିଲେ ଖୁସି ହେଇଯିବ ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କଣ । ତେବେ କଜିକିସ୍ତରରେ ଯେଁଉ ବ୍ୟକ୍ତି ଏପରି ଦୋଷ କରିବ ତାଙ୍କୁ ନପୁଂସକ ଇଞ୍ଜେକ୍ସନ ଦିଆଯିବ ।ତେବେ ନିକଟରେ ସେଠାକାର ଗୋଟିଏ ଝିଅ ସହିତ ଏପରି ଦୁର୍ଘଟଣା ହୋଇଥିଲା । ତେବେ ସେହି ଅପରାଧୀକୁ 15 ବର୍ଷ ଜେଲ ସହ ଇଯେକ୍ସନ୍ ଦେଇ ନପୁଂସକ କରିଦିଆଯାଇଥିଲା । ତାଙ୍କୁ ନପୁଂସକ କରି ଦିଆ ଯାଉଥିବାରୁ ସିଏ ବର୍ତ୍ତମାନ ଚାଲି ପାରୁନାହାନ୍ତି ।ତେବେ କଜକିଶତନ୍ ରେ 2018 ମସିହା ରୁ ଏହି ନିୟମ ଆରମ୍ଭ କରାଯାଇଥିଲା ।
ତେବେ ଏଥିପାଇଁ ଗୋଟିଏ ସମୟ ଅନ୍ତରରେ ନପୁଂସକ କରାଯିବାର କଥା କରାଯାଇଛି ତେବେ ଦେଶରେ ନାରୀ ଦୁଷ୍କର୍ମ ରୋକିବା ପାଇଁ ଏମିତି କଷ୍ଟ ଦଣ୍ଡ ରହିଛି ତାହେଲେ ସବୁ ଦେଶରେ ଏହି ଅପରାଧ ମାତ୍ର କମିବ ନହେଲେ ଏହା ଦିନକୁ ଦିନ ବଢ଼ି ଚାଲିବ । ଯାହା ଦ୍ଵାରା ଅନେକ ଝିଅ ଏହି ଦୁଷ୍କର୍ମ ରେପିଡିତ ହୋଇ ମୃତୁ ବରଣ କରୁଛନ୍ତି ।ଏବଂ ତାଙ୍କ ପରିବାରର ଲୋକମାନେ ମଧ୍ୟ ବହୁତ ଲଜିତ ହେଉଛନ୍ତି । ତେବେ ବହୁତ୍ କଠୋର ଦଣ୍ଡ ଦିଆଯାଉ ତେବେ ଯାଇ ଦେଶର ନାରୀ ମାନେ ସୁରକ୍ଷିତ ରହିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।