ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ୬୫ ବର୍ଷର ଶସୁର କଲା ନିଜ ୨୧ ବର୍ଷର ବହୁକୁ ବିବାହ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଆଜି ଆପଣ ମାନଙ୍କୁ ଯେଉ ଘଟଣା ସମ୍ପର୍କରେ ଜଣାଇବୁ ତାହା ରୋସନଲାଲଙ୍କ ସହିତ ହୋଇଛି ଏବଂ ଏହା ବିହାର ଠାରେ ହୋଇଛି , ତେବେ ସମ୍ପୁର୍ଣ ଘଟଣା ଅନୁସାରେ ବିବାହ କରିଥିବା ଶସୁର ଜଣକ ନିଜ ପୁଅର ବିବାହ ପାଇଁ ଯାଇଥିଲେ ଏବଂ ପୁଅକୁ ବିବାହ କରିବା ପାଇଁ ନେଇ ଯାଇଥିଲେ ସତ କିନ୍ତୁ ପୁଅ ବିବାହ ମଣ୍ଡପରେ ପହଞ୍ଚି ପାରି ନଥିଲା ସେମିତିରେ ଏହା ପଛରେ ଥିଲା ରୋସନଲାଲ ଙ୍କର ପୁଅ ଅନ୍ୟ ଗୋଟେ ଯୁବତୀଙ୍କୁ ଭଲ ପାଉଥିଲେ ତେବେ ସେହି ପରି ବେଳେ ସେ ବିବାହ କରପିବା ପାଇଁ ଯାଇ ମଧ୍ୟ ସେହି ଯୁବତୀଙ୍କ ସହିତ ପଳାଇ ଥିଲା ।
ଏମିତି ଗୋଟିଏ ଘଟଣା ପରେ ରୋସନଲାଲଙ୍କୁ ଏପରି ଗୋଟେ ଷ୍ଟପେ ଉଠାଇବା ପାଇଁ ପଡିଥିଲା କାରଣ ପୁଅକୁ ବିବାହ କରୁଥିବା ଯୁବତୀ ଏବେବି ମଙ୍ଗାଳା ହୋଇ ରହିଛନ୍ତି ତେବେ ନିଜର ପରମ୍ପରା ତଥା ନିଜର ସ୍ନମାନ ବଞ୍ଚାଇବାକୁ ଯାଇ ରୋସନଲାଲ ସେହି ଯୁବତୀଙ୍କୁ ବିବାହ କରିଥିଲେ ଏବଂ ଏପରି ଗୋଟେ ଘଟଣାକୁ ନେଇ ଶସିୟାଲ ମିଡିଆରେ ବହୁତ ପରିମାଣରେ ସେ ଭାଇରାଲ ହୋଇଛନ୍ତି ।
ଏବଂ ବହୁତ ଲୋକ ମାନେ ତାଙ୍କୁ ସାବାସ ଦେଉଥିବା ବେଳେ ଲୋକ ମାନଙ୍କ ମଧ୍ୟରୁ ସେ ସ୍ନମାନର ପାତ୍ର ହୋଇଛନ୍ତି ହେଲେ ବହୁତ ଲୋକ ଏମିତି ଅଛନ୍ତି ଯେଉ ମାନ ରୋସନଲାଲ ଙ୍କର ମଜାକ ଉଡାଇବାରେ ବେସ୍ତ ଅଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।