ଲଜ୍ୟା ଜନକ ଭିଡ଼ିଓ-ଚାକରାଣୀକୁ ଦୁଷ୍କର୍ମ || ଭିଡ଼ିଓ ଛୋଟ ଛୁଆ ଦେଖିବା ମନା ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏତେ ବଡ ଶିଳ୍ପପତି ହୋଇବି ଚାକରାଣିକୁ କଲେ ଦୁଷ୍କର୍ମ ଥାନାରେ ମାମଲା ରୁଜୁ ହେଲା ପରେ ହୋଗଲେ ଫେରାର । ଝାଡଖଣ୍ଡର ଧନବା ଜିଲ୍ଲାରେ ଜଣେ କ୍ଷ୍ୟାତି ସମ୍ପୃନ ଶିଳ୍ପପତି ତାଙ୍କ ଘରୁ କାମ କରୁଥିବା ଚାକରାଣିକୁ ବଳତ୍କାର ପୃବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପଡିତା ଜଣକ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ଘଟଣା ପରେ ଅଭିଯୁକ୍ତ ଶିଳ୍ପପତି ଜଣକ ଫେରାର ହୋଇ ଯାଇଛନ୍ତି ।girl

ସୁଚନା ମୁତାବକ ପ୍ରଭାତ କୁଟିରର ମାଲିକ ତଥା ଜିଲ୍ଲାର ଜଣାସୁଣା ଉଦକ ପତି ମହେନ୍ଦ୍ର ଅଗ୍ରବାଲ ଅରଫ ମହନ ବାବୁ ଏହିଲ ଘଟଣାର ଅଭିଯୁକ୍ତ ଅଟନ୍ତି , ତାଙ୍କ ଘରେ କାମ କରୁଥିବା ଚାକରାଣୀ ତାଙ୍କ ଉପରୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି , ଉଦଗ ପତି ଜଣକ କିଭଳି ତାଙ୍କ ସହ ବ୍ୟବହାର କରିଛନ୍ତି ତାହା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି । ଧନବାଦର ବୟଙ୍କ ଥାନାରେ ସେ ମାମଲା ରୁଜୁ କରିଛନ୍ତି ମାମଲା ରୁଜୁ ନେଇ ସୁଚନା ଦେଇଛନ୍ତି ପୋଲିସ ଅଧିକାରି ।girls

ମହିଳାଙ୍କ ବୟାନକୁ ଆଧାର କରି ଧାରା 164 ରେ ମାମଲା ରୁଜୁ କରା ଯାଇଥିବା ସେ କହିଛନ୍ତି , ଅଭିଯୁକ୍ତ ଉଦଗ ପତି ମହନ ବାବୁଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ୟ ଜାଗାରେ ଛାପା ମାରୁଛି ଏବଂ ଖୁବ୍ ଶିଘ୍ର ତାଙ୍କୁ ଗିରଫ କରାଯିବ ବୋଲି ସେ ସୁଚନା ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *