ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏତେ ବଡ ଶିଳ୍ପପତି ହୋଇବି ଚାକରାଣିକୁ କଲେ ଦୁଷ୍କର୍ମ ଥାନାରେ ମାମଲା ରୁଜୁ ହେଲା ପରେ ହୋଗଲେ ଫେରାର । ଝାଡଖଣ୍ଡର ଧନବା ଜିଲ୍ଲାରେ ଜଣେ କ୍ଷ୍ୟାତି ସମ୍ପୃନ ଶିଳ୍ପପତି ତାଙ୍କ ଘରୁ କାମ କରୁଥିବା ଚାକରାଣିକୁ ବଳତ୍କାର ପୃବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପଡିତା ଜଣକ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ଘଟଣା ପରେ ଅଭିଯୁକ୍ତ ଶିଳ୍ପପତି ଜଣକ ଫେରାର ହୋଇ ଯାଇଛନ୍ତି ।
ସୁଚନା ମୁତାବକ ପ୍ରଭାତ କୁଟିରର ମାଲିକ ତଥା ଜିଲ୍ଲାର ଜଣାସୁଣା ଉଦକ ପତି ମହେନ୍ଦ୍ର ଅଗ୍ରବାଲ ଅରଫ ମହନ ବାବୁ ଏହିଲ ଘଟଣାର ଅଭିଯୁକ୍ତ ଅଟନ୍ତି , ତାଙ୍କ ଘରେ କାମ କରୁଥିବା ଚାକରାଣୀ ତାଙ୍କ ଉପରୁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି , ଉଦଗ ପତି ଜଣକ କିଭଳି ତାଙ୍କ ସହ ବ୍ୟବହାର କରିଛନ୍ତି ତାହା ସେ ତାଙ୍କ ଅଭିଯୋଗ ପତ୍ରରେ ଉଲେଖ କରିଛନ୍ତି । ଧନବାଦର ବୟଙ୍କ ଥାନାରେ ସେ ମାମଲା ରୁଜୁ କରିଛନ୍ତି ମାମଲା ରୁଜୁ ନେଇ ସୁଚନା ଦେଇଛନ୍ତି ପୋଲିସ ଅଧିକାରି ।
ମହିଳାଙ୍କ ବୟାନକୁ ଆଧାର କରି ଧାରା 164 ରେ ମାମଲା ରୁଜୁ କରା ଯାଇଥିବା ସେ କହିଛନ୍ତି , ଅଭିଯୁକ୍ତ ଉଦଗ ପତି ମହନ ବାବୁଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ୟ ଜାଗାରେ ଛାପା ମାରୁଛି ଏବଂ ଖୁବ୍ ଶିଘ୍ର ତାଙ୍କୁ ଗିରଫ କରାଯିବ ବୋଲି ସେ ସୁଚନା ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।