ମାୟା ସିରିଏଲରେ ଅଭିନୟ କରିଥିବା ରାକ୍ଷୀଙ୍କ ପରିବାରରେ କିଏ କିଏ ଅଛନ୍ତି ଦେଖନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଦେଖେଇବା ପାଇଁ ଯାଉଛୁ ଏହି ଦିନ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ନୂଆ ଏବଂ ପପୁଲାର ମେଗା ସିରିଏଲ ମାୟା ରେ ରାକ୍ଷୀ ଚରିତ୍ର ରେ ଅଭିନୟ କରୁ ଥିବା ଅଭିନେତ୍ରୀ ଙ୍କ ବିଷୟ ରେ ତେବେ ଆପଣ ମାନେ ଜାଣି ନ ଥିବେ ତାଙ୍କର ଅସଲ ନାମ ସୀବାନୀ ବୋଲି ତାଙ୍କର ପରିବାର ଏବଂ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ କିଛି ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢିବେ ଏବଂ ଏମିତି ପୋଷ୍ଟ ପାଇଁ ଆପଣ ମାନେ ଲାଇକ୍ ଗୋଟିଏ କରି ଦେବେ , ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ତରଙ୍ଗ ଟିଭି ରେ ପ୍ରଶାରିତ ହେଉଛି ଓଡ଼ିଶା ର ସବୁଠାରୁ ଲୋକ ପ୍ରିୟ ମେଗା ସିରିଏଲ ମାୟା ଏବଂ ଏହି ଥିରେ ଅଭିନୟ କରୁ ଥିବା ସମସ୍ତ କଳାକାର ମାନଙ୍କୁ ଲୋକ ମାନେ ବହୁତ ପରିମାଣ ରେ ପସନ୍ଦ କରୁ ଥିବା ବେଳେ ବର୍ତମାନ ସମୟ ରେ ଏହାର TRP ବି ବଢେଇବାରେ ଲାଗିଛି ।sibani

ଏବଂ ଏହି ସିରିଏଲ ର କାହାଣୀ ବି ବହୁତ ସୁପର ହୋଇ ଥିବା ବେଳେ ଏହି ଥିରେ କାମ କରୁ ଥିବା ଅଭିନେତ୍ରୀ ରାକ୍ଷୀ ମାନେ ସୀବାନୀ ଙ୍କୁ ମଧ୍ୟ ବହୁତ ପରିମାଣ ରେ ଲୋକ ମାନେ ପସନ୍ଦ କରୁଛନ୍ତି । ଏହି ଅଭିନେତ୍ରୀ ସୀବାନୀ ପୂର୍ବ ରୁ ଅନେକ ଗୁଡିଏ ସିରିଏଲ ଏବଂ ଆଲବମ୍ ମାନଙ୍କ ରେ କାମ କରି ଥିବା ବେଳେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁ ମାତ୍ତା ରେ ପସନ୍ଦ କରିବା ପରେ ଏବେ ଏବେ ଏହି ନୂଆ ସିରିଏଲ ତରଙ୍ଗ ଟିଭି ରେ ରାକ୍ଷୀ ଚିରିତ୍ର ରେ ଅଭିନୟ କରିବା ପାଇଁ ସୁଯୋଗ ପାଇ ଥିଲେ ।rakhi

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ସିରିଏଲ ମାୟା ରେ ରାକ୍ଷୀ ଚରିତ୍ର ରେ ଅଭିନୟ କରୁ ଥିବା ସୀବାନୀ ଙ୍କ ଅଭିନୟ କେମିତି ଲାଗୁଛି ଆପଣ ମାନେ ନିଶ୍ଟିତ ଭାବେ କମେଣ୍ଟ କରି ଜଣେଇବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *