ଦେଖନ୍ତୁ ନୁଆବୋହୁ ସିରିଏଲର ଅଭିନେତ୍ରୀ ପଦ୍ମାଙ୍କ ପରିବାରରେ କିଏ କିଏ ଅଛନ୍ତି ।

padam

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବାକୁ ଚାହିଁବୁ ତରଙ୍ଗ ଟିଭି ରେ ଏହି ଦିନ ରେ ପ୍ରଶାରିତ ହେଉ ଥିବା ସବୁଠାରୁ ଲୋକ ପ୍ରିୟ ସିରିଏଲ ନୂଆ ବହୁ ରେ ପଦ୍ମା ଚରିତ୍ର ରେ ଅଭିନୟ କରୁ ଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ନିତୁ ଙ୍କ ପରିବାର ରେ କେଉଁ ମାନେ ରହିଛନ୍ତି , ତେବେ ବନ୍ଧୁଗଣ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ ଦର୍ଶକ ବନ୍ଧୁ ଆପଣ ମାନେ ଜାଣି ଥିବେ 90 ଦଶକ ରୁ ଅନେକ ଗୁଡିଏ ଆଲବମ୍ ଏବଂ ଫିଲ୍ମ ରେ ଅଭିନୟ କରି ଆସି ଥିବା ଏହି ଅଭିନେତ୍ରୀ ନିତୁ , ସେମିତି ରେ ଆପଣ ମାନେ ବି ଜାଣି ଥିବେ ନିତୁ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି ବୋଲି ।nitu

ଏବେ ନିତୁ ବିବାହ କରି ଥିବା ବେଳେ ତାଙ୍କର ଗୋଟିଏ 4 ବର୍ଷ ର ଝିଅ ଟିଏ ରହିଛନ୍ତି , ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ବିବାହ ପରେ ନିତୁ 3 ବର୍ଷ ପାଇଁ ସିରିଏଲ ଏବଂ ଇଣ୍ଡଷ୍ଟ୍ରୀ ରୁ ଦୂରେଇ ଜାଇ ଥିଲେ ଏବଂ ସେ ଏହାର କାରଣ ରେ ସେ ନିଜର ପିଲା କୁ ଭଲ ଭାବେ ମଣିଷ କରିବା ବୋଲି ସେ କହି ଥିଲେ ତେବେ ବର୍ତମାନ ସମୟ ରେ ନିତୁ ଙ୍କ ଝିଅ ବଡ ହୋଇ ଜାଇଛି ଏବଂ ସେ ପୁଣି ଥରେ ସେହିଥି ପାଇଁ ସିରିଏଲ ଜଗତ କୁ ଅଣ୍ଟ୍ରୀ କରିଛନ୍ତି । ଏବଂ ଏବେ ଅଭିନେତ୍ରୀ ନିତୁ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ସବୁଠୁ ପପୁଲାର ସିରିଏଲ ନୂଆବହୁ ରେ ପଦ୍ମା ଚରିତ୍ର ରେ ଅଭିନୟ କରୁଛନ୍ତି ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଦର୍ଶକ ମାନେ ନିତୁ ଙ୍କ ଏହି ଦଦ୍ମା ଚରିତ୍ର କୁ ବହୁତ ମାତ୍ରା ରେ ପସନ୍ଦ କରୁ ଥିବା ବେଳେ ବର୍ତମାନ ସମୟ ରେ ବି ନିତୁ ଓଡ଼ିଶା ର ଘରେ ଘରେ ପରିଚିତ ରହିଛନ୍ତି ।padam

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ନୂଆ ବହୁ ସିରିଏଲ ରେ ଅଭିନେତ୍ରୀ ନିତୁ ଙ୍କ ଅଭିନୟ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ଏବଂ ଆପଣ ମାନଙ୍କୁ ଏହି ପୋଷ୍ଚ ଭଲ ଲାଗି ଥିଲେ ନିଶ୍ଚିତ ଭାବେ ଅନ୍ୟ ସହିତ ସେୟାର କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *