ସ୍ୱାତ୍ତିକଙ୍କ ପରିବାରକୁ ଏବେ ହିଁ ଦେଖନ୍ତୁ – ଆଗରୁ କେବେ ବି ଦେଖି ନଥିବେ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତରଙ୍ଗ ଟିଭି ରେ ପ୍ରଶାରିତ ହେଉ ଥିବା ନୂଆ ବୋହୁ ସିରିଏଲଲ ତ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ ସେମିତି ରେ ଯଦି ଆପଣ ମାନେ ଦେଖୁ ଥାନ୍ତି ସେହି ଥିରେ ହିରୋ ଭୂମିକା ରେ ଅଭିନୟ କରୁ ଥିବା ସାତ୍ୱିକ୍ ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ , ସାତ୍ୱିକ୍ ଖୁବ୍ ସୁନ୍ଦର ଅଭିନୟ କରି କିଛି ବର୍ଷ ହେବ ଏହି ଧାରାବାହୀକ ମାଧ୍ୟମ ରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛନ୍ତି । ଲୋକ ମାନେ ବି ସାତ୍ୱିକ୍ ଙ୍କ ଅଭିନୟ କୁ ବହୁତ ପରିମାଣ ରେ ପସନ୍ଦ କରନ୍ତି , ଏବଂ ସାତ୍ୱିକ୍ ଙ୍କ ପ୍ରକୃତ ନାମ ହେଲା ଜଗଜିତ୍ , ଏବଂ ତାଙ୍କର ଡାକ ନାମ ହେଲା ରାଜା , ସାତ୍ୱିକ୍ ଢେଙ୍କାନାଳ ର ଅଟନ୍ତି , ଭୁବନେଶ୍ୱର ରେ ସେ ନିଜର ସ୍କୁଲିଂ ଏବଂ କଲେଜ୍ ସାରି କରି ଭୁବନେଶ୍ୱର ରେ ହିଁ ସେ ସେଟେଲ୍ ହେବେ ।s

ତେବେ ସାତ୍ୱିକ୍ ଙ୍କ ଅଭିନୟ ଯେତିକି ସୁନ୍ଦର ସେ ଦେଖିବା ପାଇଁ ବି ସେତିକି ସୁନ୍ଦର ଅଟନ୍ତି , ସାତ୍ୱିକ୍ ଙଅକ ଅଭିନୟ ର ଜାଦୁଗରୀ ଏମିତି ଯେ ଲୋକ ମାନେ ସାତ୍ୱିକ୍ ଙ୍କୁ ଏହି ସିରିଏଲ ରେ ଝୁରୁଛନ୍ତି । ଏବେ ବି ନୂଆବୋହୁ ଧାରାବାହୀକ ର TRP ଟିକିଏ ବି କମି ନ ଥିବା ବେଳେ ଅଭିନୟ ରେ ବେସ୍ ଦକ୍ଷ୍ୟତା ଅର୍ଜନ କରିଛନ୍ତି ଏହି ଅଭିନେତା ସାତ୍ୱିକ୍ ଙ୍କ ପରିବାର କହିଲେ ବାପା ମାଆ ଏବଂ ତାଙ୍କର ଗୋଟିଏ ଭଉଣୀ ରହିଛନ୍ତି । ଏବେ ସେ ଭୁବନେଶ୍ୱର ରେ ସଂମ୍ପର୍ଣ୍ଣ ଭାବେ ସେଟେଲ୍ ହୋଇ ଜାଇଛନ୍ତି, ସବୁ ସମୟ ରେ ସାତ୍ୱିକ୍ ନିଜର ଡ୍ରୋଇଁ କରିବାରେ ମନବଳଳ ଦେଖାନ୍ତି , ଏବଂ ଡ୍ରୋଇଁ ସେ ବହୁତ ସୁନ୍ଦର ମଧ୍ୟ କରନ୍ତି ବୋଲି ଜଣା ପଡିଛି ।st

ସେହି ପରି ଆପଣ ମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି କିଛି ଦିନ ହେଲା ସେ ନିଜର ଡ୍ରୋଇଁ ର ଫୋଟ କୁ ବି ଆପଲୋର୍ଡ କରୁ ଥିବା ଦେଖିବା ପାଇଁ ମିଳିଛନ୍ତି , ଜାହାକୁ ତାଙ୍କର ଫେନ୍ସ ବହୁତ ମାତ୍ରା ରେ ପସନ୍ଦ କରିଛନ୍ତି । ସବୁ ବେଳେ ନିଜର ଫିଟନେସ୍ ପ୍ରତି ଧ୍ୟନ ରଖିବା ସହିତ ସେ କେବେ ବି ନିଜର ଖିଆ ଦିଆ ରେ ହେଳା କରନ୍ତି ନାହିଁ ଜାହା ତାଙ୍କର ପାଇଁ ଗୋଟ଼ିଏ ପ୍ଲସ୍ ପୟେଣ୍ଟ ର କଥା ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *