ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଥମେ ଦଶହରା ର ଅନେକ ଅନେକ ସୁଭେଚ୍ଛା ଏବଂ ଶୁଭ କାମନା ଜଣେଇବା ପାଇଁ ଚାହିଁବୁ , ଆମେ ଆଜି ଆପଣ ମାନଙ୍କୁ ଏଠାରେ ଓଲିଉଡ ର ଅଭିନେତ୍ରୀ ଜିନା ସାମଲ ନିଜର ଶାଶୁ ଘରେ କେମିତିି ରହିଛନ୍ତି ଏବଂ ସେ ତାଙ୍କର ଅସଲ ଘର କେଉଁ ଠାରେ ତଥା ତାଙ୍କର ବିଷୟ ରେ କିଛି ରୋଚକ କଥା ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଁ ଚାହିଁବୁ । ତଥା ଏହି ଦିନ ରେ ସେ କେମିତି ଭାବେ ଦୂର୍ଗା ପୂଜା ପାଳନ କରିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା କୁ ଚାହିଁବୁ ଏହି ସବୁ ବିଷୟ ରେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ, ଗତ କାଲି ଠାରୁ 5 ଦିନ ଧରି ଜିନା ତାଙ୍କ ଶାଶୁ ଘରେ ଦୂର୍ଗା ପୂଜା କୁ ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ।
ଏହି ଦୂର୍ଗା ପୂଜା ଅବଶର ରେ ସିନା ସାମଲ ଏବଂ ତାଙ୍କର ପରିବାର ସମସ୍ତ ଲୋକ ମାନେ ତଥା ତାଙ୍କର ସ୍ୱାମୀ ଙ୍କ ସହିତ ସେ ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଛନ୍ତି , ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେବୁ କି ଜିନା ଘର ବାଲେଶ୍ୱର ଜିଲ୍ଲା ଭୋଗରାଈ ଠାରେ ହୋଇ ଥଥିବା ବେଳେ ସେ ଏବେ ଭୁବେନେଶ୍ୱ ରେ ରହୁଛନ୍ତି ତାଙ୍କର ଶାଶୁ ଘରେ ତେବେ ଏହି ଦିନ ରେ ସେ ଦୂର୍ଗା ମଣ୍ଡପ ମାନଙ୍କୁ ଜାଇ ପାରି ନ ଥିବା ବେଳେ ସେ ନିଜର ଘରେ ନିଜର ପରିବାର ଲୋକ ମାନଙ୍କ ସହିତ ଏହି ପୂଜା ର ଆୟୋଜନ କରିବା ସହିତ ବହୁତ ଧୁମ୍ ଧାମ୍ ରେ ସେ ଏହି ପୂଜା କୁ ପାଳନ କରିଛନ୍ତି ।
ସେମିତି ରେ ଜିନା ସାମଲ ଏହି ବିଷୟ ରେ ନିଜର ଫେନ୍ସ ମାନଙ୍କୁ ସୂଚନା ଦେଇଛନ୍ତି କି ସେ ଦୂର୍ଗା ଙ୍କ ପାଖରେ ଏହି ନିବେଦନ କରିବେ କି ଯେମିତି ସାରା ଓଡ଼ିଶା ରୁ ବର୍ତମାନ ସମୟ ରେ କୋରନା ସଂଙ୍କ୍ରମଣ ବ୍ୟାପି ଚାଲି ଥିବା ବେଳେ ଯେମିତି ଏହି କୋରନା ଆଗାମୀ ସମୟ ରେ ସଂମ୍ପର୍ଣ୍ଣ ଭାବେ ଲୁପ୍ତ ପାଇ ଯାଉ ସେହି ବିଷୟ ରେ ମାଆ ଙ୍କ ପାଖରେ ମାଗିଛନ୍ତି , ତେବେ ଆପଣ ମାନଙ୍କୁ ଜିନା କେମିତି ଲାଗନ୍ତି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ