ଦେଖନ୍ତୁ କେମିତି ଅନୁଭବଙ୍କ ପରିବାର ସହ ନବରାତ୍ରୀ ପାଳିଲେ ବର୍ଷା । ଭିଡିଓ ହେଲା ଭାଇରାଲ

anubhavs

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ଅଭିନେତ୍ରୀ ବର୍ଷା ପ୍ରିୟୟଦର୍ଶନୀ ଙ୍କୁ ତ ବହୁତ ଭଲ ଭାବେ ଜାଣି ଥିବେ ବର୍ତମାନ ସମୟ ରେ ସେ ନିଜର ପାରିବାରିକ ହିଂସା କୁ ନେଇ ବହୁତ ପରିମାଣ ରେ ଲୋକ ମାନଙ୍କ ମଧ୍ୟ ରେ ଚର୍ଚ୍ଚା ରେ ରହି ଥିବା ବେଳେ ତାଙ୍କୁ ନେଇ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ଜୋର ଧରିଛି, ତେବେ କଣ ପାଇଁ ଏହି ଦିନ ରେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ଏତେ ପରିମାଣ ରେ ଚର୍ଚ୍ଚା ଜୋର ଧରିଛି ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବାକୁ ଚାହିଁବୁ । ତେବେ ଆଉ ଡେରି ନ କରି ଆମର ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଜାହା ଫଳ ରେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ , ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶନୀ ଙ୍କ ମଧ୍ୟ ରେ ବିବାଦ ଲାଗି ରହି ଥିବା ବେଳେ ବର୍ଷା ନିଜର ଅଭିଯୋଗ ରେ ନିଜର ସ୍ୱାମୀ ଙ୍କୁ ମଦ୍ୟପ ବୋଲି ଦର୍ଶାଇଛନ୍ତି ।brasha

ହେଲେ ସେ ନିଜର ସ୍ୱାମୀ ଙ୍କୁ ଏତେ ଖରାପ୍ ବୋଲି ଭାବୁ ଥିବା ବେଳେ ତାଙ୍କ ପାଇଁ ରହି ଥିବା ଭଲ ପାଇବା କୁ ଭୁଲି ନାହାଁନ୍ତି ଏହି କହିବାର କାରଣ ହେଲା ବନ୍ଧୁଗଣ ଏହି ଦିନ ରେ ନବରାତ୍ରୀ ପର୍ବ ପାଳନ ହୋଇ ଥିବା ବେଳେ ବର୍ଷା ପ୍ରିୟଦର୍ଶନୀ ନିଜର ସ୍ୱାମୀ ଙ୍କ ପାଇଁ ଏହି ପର୍ବ ର ପାଳନ କରିବା ସହିତ ସେ ବ୍ରତ ପାଳନ କରୁଛନ୍ତି ଏବଂ ଏହାର କିଛି ଫୋଟ ଏହି ଦିନ ରେ ସେ ସୋସିଆଲ ମିଡିଆ ଏକାଉଣ୍ଟ ରେ ସେ ପୋଷ୍ଟ କରି ଥିବା ବେଳେ ତାଙ୍କ ସହିତ ତାଙ୍କର ଶାଶୁ ବି ଏହି ଠାରେ ଦେଖା ଦେବାରେ ଲାଗିଛନ୍ତି । ଏବଂ ସେ ଏହି ପର୍ବ ର ସଂମ୍ପର୍ଣ୍ଣ ନିଷ୍ଠା ର ସହିତ ପାଳନ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ଜାହାକୁ ନେଇ ତାଙ୍କର ଫେନ୍ସ ମାନେ ତାଙ୍କୁ ଅନେକ ସୁବେଚ୍ଛା ପ୍ରଦାନ କରି ଥିବା ପ୍ରସଂଶା ମଧ୍ୟ କରିଛନ୍ତି ।brash

ଏମିତି ରେ ଆପଣ ମାନେ ଜାଣି ଥିବେ କିଛି ଦିନ ହେଲା ବର୍ଷା ନିଜର କର୍ମ କ୍ଷେତ୍ର ରେ ଟିକିଏ ଆଗରେ ରହି ଥିବା ବେଳେ ସେ ସାଧାରଣ ଜନତା ୟେଉଁ ମାନେ ଅସୁବିଧା ର ସାମ୍ନା କରୁଛନ୍ତି ସେମାନଙ୍କୁ ସାହାଯ୍ୟ କରିବାରେ ଲାଗିଛନ୍ତି ଜାହା ତାଙ୍କ କ୍ଷେତ୍ର ରେ ଲୋକ ମାନଙ୍କ ପାଇଁ ବହୁତ ପରିବର୍ତନ ର ସ୍ୱର ସୃଷ୍ଟି କରିଛି , ଏବଂ ବର୍ଷା ସେମାନେ ସୋପର୍ଟ ବି କରୁଛନ୍ତି ଏହା ପାଇଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *