ନୁଆ ସିରିଏଲରେ ହିରୋଇନ ହେବାକୁ ଜାଉଛନ୍ତି ସିଦ୍ଧାନ୍ତଙ୍କ ଝିଅ ସାଇ ସିଦ୍ଧା

sidhanta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଜ ଇଣ୍ଡଷ୍ଟ୍ରୀ ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଈ କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅ ମାନେ ସାଈ ସିଦ୍ଧି ଙ୍କ ବିଷୟ ରେ ତଥା ତାଙ୍କର ଫିୟୁଚର କୁ ନେଇ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ବହୁତ ପରିମାଣ ରେ ଆଲୋଚନା ହେଉ ଥିବା ବେଳେ ସାଈ ସିଦ୍ଧି ବର୍ତମାନ ସମୟ ରେ କଣ କରୁଛନ୍ତି ଏବଂ ସେ କଣ ଭବିଷ୍ୟତ ରେ ଚଳଚିତ୍ର ରେ ହିରୋଇନ୍ ଭାବେ ନଜର ଆସିବେ ତାଙ୍କର କଣ ବର୍ତମାନ ସମୟ ରେ ପାଠ ପଢା ଜାରି ରହିଛି । ସେ କଣ ପାଇଁ ଏବେ ବି ସୋସିଆଲ ମିଡ଼ିଆ ର ସାମ୍ନା କରୁ ନାହାଁନ୍ତି , ଏମିତି ଅନେକ ଗୁଡିଏ ପ୍ରଶ୍ନ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଘୁରି ବୁଲୁଛି ଏବଂ ବର୍ତମାନ ସମୟ ରେ ଜାହା ସବୁଠୁ ବଡ ଖବର ସାମ୍ନା କୁ ଆସୁଛି , ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କର ଝିଅ ଯିଏକି ସାଈ ସିଦ୍ଧି ମହାପାତ୍ର ଖୁବ୍ ଶୀଘ୍ର ସିରିଏଲ ରେ ନଜର ଆସିବା ପାଇଁ ଯାଉଛନ୍ତି , ତେବେ ସେହି ସିରଏଲ ର ନାମ କଣ ରହିଛି ଏବଂ କେଉଁ ଥିରେ ତାହା ପ୍ରଶାର ହେବାକୁ ଯାଉଛି ତଥା ଏହା ସହିତ କଣ ପାଇଁ ଚଳଚିତ୍ର ବଦଳ ରେ ସେ ସିରିଏଲ ରେ ଦେଖା ଯିବାକୁ ଜାଉଛନ୍ତି ।shiddhant

ସେହି ବିଷୟ ରେ ଆପଣ ମାନଙ୍କୁ ଜଣେଇ ଦେବୁ ସିଦ୍ଧାନ୍ତ ମହାପାତ୍ର 2004 ମସିହା ରେ ମାଆ ମିଶ୍ର ଙ୍କୁ ବିବାହ କରି ଥିଲେ ଏବଂ ବର୍ତମାନ ସମୟ ରେ ସେମାନଙ୍କ ପରିବାର କହିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କର ଦୁଇ ପୁଅ ଝିଅ ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ସାଈ ସିଦ୍ଧି ଙ୍କୁ ଜି ସାର୍ଥକ୍ ର ସଂଶାସ ଆୱର୍ଡ ସୋ ଦେଖିବା ପାଇଁ ମିଳି ଥିଲେ । ଏବଂ ବର୍ତମାନ ସମୟ ରେ ଜାହା ସୂଚନା ମିଳିଛି କି ଆଗାମୀ ସମୟ ରେ ସେହି ଜି ସାାର୍ଥକ୍ ରେ ଏକ ସୋ ରେ ସିଦ୍ଧାନ୍ତ ମହାପାତ୍ର ଏବଂ ତାଙ୍କର ଝିଅ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି ।douthter

ଏବଂ ଆପଣ ମାନେ ଏମାନଙ୍କ ଅଭିନୟ ଦେଖିବା ପାଇଁ କେତେ ପରିମାଣ ରେ ଇଛୁକ ରହିଛନ୍ତି ତେବେ ଆପଣ ମାନେ କମେଣ୍ଟ କରି ଜଣେଇ ଦେବେ ସେମିତି ରେ ଏମାନେ ଅଭିନୟ କରିବା ପାଇଁ ଯାଉ ଥିବା ସିରିଏଲ ର ନାମ ବର୍ତମାନ ସମୟ ରେ ଜଣା ପଡି ନାହିଁ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *