ରିୟାଙ୍କ ଭଉଣୀ କୌଣସି ଗୁଣରେ ହିରୋଇନଙ୍କ ଠାରୁ କମ ନୁହନ୍ତି – ଦେଖନ୍ତୁ ତାଙ୍କର କିଛି ଫଟୋ

riii

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡର ସୁନ୍ଦରୀ ହିରୋଇନ୍ ରିଆ ଙ୍କୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ , ହେଲେ ବନ୍ଧୁଗଣ କଣ ଆପଣ ମାନେ ତାଙ୍କର ଭଉଣୀ କୁ କେବେ ଆଗରୁ ଦେଖିଛନ୍ତି କି ଏବଂ ତାଙ୍କ ବିଷୟ ରେ କିଛି ବି ସେମିତି ଜାଣିଛନ୍ତି କି ଆମେ ଆଜି ଆପଣ ମାନଙ୍କୁ ରିଆ ଙ୍କ ଭଉଣୀ ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ବିବରଣୀ ଦେବାକୁ ଚେଷ୍ଟା କରିବୁ ତେବେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

riyaa-d

ମାତ୍ର 17 ବର୍ଷ ବୟସରେ ଓଲିଉଡ ରେ ପାଦ ଥାପି ଥିଲେ ରିଆ ଏବଂ ରିଆ ଙ୍କ ପ୍ରଥମ ଫିଲ୍ମ ଥିଲା ପ୍ରେମ ଅଢେଇ ଅକ୍ଷର ଏବଂ ଏହି ଫିଲ୍ମରେ ତାଙ୍କ ଏଗ୍ନେଷ୍ଚରେ ବାବୁସାନ୍ ଙ୍କୁ ଦେଖିବା ପାଇଁ ମିଳି ଥିଲା । ଆଉ ଏହି ଫିଲ୍ମ ଟି ସେହି ସମୟ ରେ ଜବର୍ଦୋସ୍ତ ହିଟ୍ ହୋଇ ଥିବା ବେଳେ ସେହି ସମୟ ରେ ଲୋକ ମାନେ ଏହାକୁ ବହୁତ ପରିମାଣ ରେ ପସନ୍ଦ କରି ଥିଲେ , ଏବଂ ପରେ ପରେ ରିଆ ତାଙ୍କର ଅଭିନୟ ବଳରେ ହିଁ ଏମିତି ବହୁତ ଭଲ ଫିଲ୍ମ ରେ କାମ କରି ଥିବାର ଦେଖିବା ପାଇଁ ମିଳି ଥିଲେ ।

riyaa

ବର୍ତମାନ ସମୟରେ ରିଆ 22 ବର୍ଷର ଅଟନ୍ତି , ତାଙ୍କ ଭଉଣୀ ଙ୍କୁ ରିଆ ବହୁତ ଭଲ ପାଇ ଥାନ୍ତି , ଏବଂ ରିଆ ଙ୍କ ଭଉଣୀ ଙ୍କ ନାମ ହେଲା ଦିଆ ବର୍ତମାନ ସମୟ ରେ ଦିଆ ଇଂଞିନିୟରଂ ସାରି ବାରେ ବ୍ୟସ୍ତ ରହି ଥିବା ବେଳେ ଆଗାମୀ ସମୟ ରେ ସେ ଜବ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିଛନ୍ତି ,

riya-dey

ହେଲେ ସେ ଓଲିଉଡ କୁ ଆସିବାକୁ ନେଇ ସଫା ସଫା ମନା କରି ଦେଇ ଥିବାର ଜଣା ପଡିଛନ୍ତି । ବର୍ତମାନ ସମୟ ରିଆ ଓଲିଉଡ ରେ ଜଣେ ଆଗ ଧାଡି ର ଅଭିନେତ୍ରୀ ହୋଇ ଥିବା ବେଳେ ଆପଣ ମାନେ ରିଆ ଙ୍କୁ କେତେ ପରିମାଣ ରେ ପସନ୍ଦ କରନ୍ତି ଏବଂ ତାଙ୍କର ଅଭିନୟ କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *