ମଦ ପି ଏମିତି କିଛି ହରକତ କଲେ ରାନୀପଣ୍ଡା – ଚାରି ଆଡେ ଚର୍ଚା ଜୋର ସୋର

rani panda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଓଡ଼ିଶା ର ବିବାଦିୟ ଅଭିନେତ୍ରୀ ହେଲେ ରାନୀ ପଣ୍ଡା ସେ ସବୁ ସମୟ ରେ ବିବାଦିୟ ହେବାକୁ ହିଁ ପସନ୍ଦ କରି ଥାନ୍ତି । ଜାହା ଫଳ ରେ ଲୋକ ମାନଙ୍କୁ ତାଙ୍କୁ ଆହୁରୀ ବି ପାଖରୁ ଚିହ୍ନି ପାରିବେ ତଥା ସେ ବିଗତ ଦିନ ରେ ଏହି ସବୁ କରିବାର କାରଣ ହେଲା ଲୋକଲୋଚନ କୁ ଆସି ଲୋକ ମାନଙ୍କର ଅତି ପ୍ରିୟ ହେଲା ଜାହା ଫଳ ରେ ସେ ବି ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ କରିବାରେ କୈଣସି ବି ରୋକ୍ ଠୋକ୍ ନ ଲାଗୁ , ଏମିତି ରେ ଯାତ୍ରା ରୁ ନିଜର କରିଅର ଆରମ୍ଭ କରି ଥିବା ରାନୀ ପଣ୍ଡା ଆଜିର ଦିନ ରେ ବହୁତ ସିନେମା ଏବଂ ବହୁତ ଆଲବମ୍ ଆଦି ରେ କାମ କରି ସାରିଛନ୍ତି ଏବଂ ଏମିତି ରେ ଲୋକ ମାନେ ବର୍ତମାନ ସମୟ ରେ ବିବାଦିୟ ରେ ରଖି ଥିବା ବେଳେ ତାଙ୍କର ଲୋକ ମାନଙ୍କ ପ୍ରତି ସାହାଯ୍ୟ କରିବାର ତରିକା କୁ ବି ମଧ୍ୟ ପସନ୍ଦ କରୁଛନ୍ତି ।rani panda

ସେମିତି ରେ ଏହି ଦିନ ରେ ପୁଣି ଥରେ ରାନୀ ପଣ୍ଡା ଙ୍କର କିଛି ଫୋଟ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି , ଯେଉଁ ଥିରେ ଦେଖିବା ପାଇଁ ମିଳିଛି କି ରାନୀ ପଣ୍ଡା କାର୍ ଉପରେ ବସି ମଦ ଏବଂ ସିହାରେଟ୍ ଟାଣୁଛନ୍ତି । ଏହି ଫୋଟ ସୋସିଆଲ ମିଡିଆ ରେ ଆପଲୋର୍ଡ ହେବା ପରେ ବର୍ତମାନ ସମୟ ରେ ଏକ ନୂତନ କୋଣ୍ଟ୍ରଭର୍ସି ର ମୋଡ ନେଇ ନେଇଛି ଏବଂ ତାଙ୍କର ଫେନ୍ସ ମାନଙ୍କୁ ପୁଣି ଥରେ ଚିନ୍ତା ରେ ପକେଇଛି । ସେହି ଫୋଟ କୁ ଏଠାରେ ବି ଦେଖି ପାରିବେ କି କିଭଲି ଭାବେ ସେ ପୋଷାକ ପରିଧାନ କରି ସେ ଏମିତି ସବୁ ଫୋଟ ଉଠେଇଛନ୍ତି ,କେବଳ ଏତିକି ନୁହେଁ ବରଂ ସେ ନିଜର ନୂଆ ଲୁକ୍ ପାଇଁ ବହୁତ ପରିମାଣ ରେ ସଜେଇ ହୋଇ ଛନ୍ତି ମଧ୍ୟ ।rani

ଆଗାମୀ ଦୂର୍ଗା ପୂଜା ପାଇଁ ବି ସେ ଏହି ଭଳି ବେସ ଧାରଣ କରି ଥିବାର ଜଣା ପଡିଛି , ଆଗାମୀ ସମୟ ରେ ମୋଡେଲିଂ କୁ ନେଇ ବହୁତ ବଡ ସ୍ୱପ୍ନ ଦେଖୁ ଥିବା ବେଳେ ରାନୀ ଏହି ଦିନ ରେ ଏମିତି ସବୁ ଫୋଟ ସୁଟିଂ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ତେବେ ଏହି ପରି ଫୋଟ ଉଠେଇବା କୁ ନେଇ ଆପଣ ମାନଙ୍କର କଣ ରାୟ ରହିଛି ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *