ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବର୍ଷା ଜଳର କିଛି ଚତ୍ମକାରି ଉପାୟ ବିସୟରେ ଜଣାଇବାକୁ ଯାଉଛି ଯେଉ ଉପାୟ ଗୋଡିକ କଲେ ଧନ ସୁଖ ସମ୍ଭୂଧି ବୃଧି ପାଇବା ସହିତ ରୋଗ ଏବଂ ରୂଣ ଇତ୍ୟଦି ସମସ୍ୟାର ସମାଧାନ ହୋଇଥାଏ । ବନ୍ଧୁଗଣ ଏବେତ ବର୍ଷା ଚାଲିଛି ଏହି ବର୍ଷା ଜଳକୁ ନେଇ ଯଦି କିଛି ଉପାୟ କରନ୍ତି ତେବେ ଏହି ବର୍ଷା ଜଳ ଅନେକ ଚତ୍ମକାରି ଫଳ ଦେଇଥାଏ ଏବଂ ଦରିଦ୍ରତା ଦୁର କରିଥାଏ ଏହି ଉପାୟ କରିବା ପରେ ଆପବଣ କେବେବି ନିରାସ ହେବେ ନାହିଁ କାରଣ ବର୍ଷା ଜଳର ଏହି ଉପାୟ ଦୃଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିଥାଏ । ତେବେ ଆସନ୍ତୁ ଜାଣିବାୈ ବର୍ଷା ଜଳର ସେହି ଚତ୍ମକାରି ଉପାୟ ମାନ ବିସୟରେ ଯାହାକି ସମସ୍ତ ଦୁଃଖ କଷ୍ଟକୁ ଦୁର କରି ସୁଖ ସମ୍ଭୂଧି ଆଲକ ଆଣି ଦେଇଥାଏ ।
ପ୍ରଥମ ଉପାୟ ଅଚାନକ ଧନ ପ୍ରାପ୍ତି ଇଚ୍ଛା ରଖିଥିବା ମନୁଷ୍ୟ ସ୍ୱାତି ନକ୍ଷେତ୍ର ଦୀନ ଯଦି ବର୍ଷା ହେଉଥାଏ ତେବେ ସେହି ଦୀନ ଏକ ପାତ୍ର ନେଇ ଘରର ଅଇସାନ୍ୟ କଣରେ ରଖିଦେବେ ଯଦି ଏହି ଅଇସାନ୍ୟ କଣରେ ପାତ୍ର ରଖିବାର ସୁବିଧା ନଥାଏ ତେବେ ଛାତ ଉପରେ ଅବା ତଳେ ହଉ କୌଣସି ସ୍ଥାନରେ ପାତ୍ରଟିକୁ ରଖିଦିଅନ୍ତୁ ଏବଂ ସେହି ପାତ୍ର ବର୍ଷା ଜଳରେ ପୂଣ୍ଣ ହୋଇଗଲେ ସେହି ପାତ୍ରଟିକୁ ଘରର ଅଇସାନ୍ୟ କଣରେ ରଖିଦିଅନ୍ତୁ ଧ୍ୟାନ ଦେବେ ସେହି ଦୀନ ସ୍ୱାତି ନଖେତ୍ର ହୋଇଥିବ କାରଣ ଏହି ସ୍ୱାତି ନଖେତ୍ରରେ ଜଳ ସାମୁକା ଭତରକୁ ଯାଇ ମୁକ୍ତାରେ ପରିଣତ ହୋଇଥାଏ ।
ଏଣୁ ସ୍ୱାତି ନଖେତ୍ର ଅତ୍ୟନ୍ତ ପବିତ୍ର ଏବଂ ଉଚ୍ଚ କୁଟିର ହୋଇଥାଏ , ଏହି ସ୍ୱାତି ନଖେତ୍ରର ଜଳ କୌଣସି ଏକ ବତଲରେ ପୁରାଇ ସିନ୍ଦୁକ ବା ଲକର ରେ ରଖିଦିଅନ୍ତୁ କିମ୍ବା ଦୋକାନ ବ୍ୟବସାୟର ପଇସା ଟ୍ରେରେ ରଖିଦିଅନ୍ତୁ ତେବେ ଦେଖିବେ ଏହାର ଚତ୍ମକାରିତା, ଏହାର ଚତ୍ମକାର ଫଳରେ ଦରିଦ୍ରତା ଦୁର ହୋଇଥାଏ ଏବଂ ଧନ ସୁଖ ସମ୍ଭୂଧି ବୃଧି ପାଇଥାଏ । ମାତା ଲକ୍ଷ୍ମୀ ପଶ୍ରନ ହୋଇଥାନ୍ତି ଏବଂ ଘରକୁ ସୁଖ ସାନ୍ତି ନେଇ ପ୍ରବେଶ କରିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।