ପୁରୁଷ ମାନେ କଣ ପାଇଁ ବିବାହିତ ନାରୀଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି l

am

ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ l ବନ୍ଧୁଗଣ ଜଣେ ବିବାହିତା ନାରୀ ପ୍ରତି ଜଣେ ପୁରୁଷ ଆକର୍ଷିତ ହେବା ଆଜିକା ଦିନରେ କିଛି ନୂଆ କଥା ନୁହେଁ l ବିବାହ ଉପରେ କିଛି ମହିଳା ନିଜ ସ୍ୱାମୀଙ୍କ ବ୍ୟତୀତ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖୁଛନ୍ତି l ନାରୀ ବିବାହିତା ଜାଣିବା ପରେ ବି କିପରି ସେମାନଙ୍କ ସହିତ ସମ୍ପର୍କ ରଖାଯାଏ l ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ତେବେ ପୁରୁଷମାନେ ସବୁ ଜାଣି ମଧ୍ୟ କଣ ପାଇଁ ବାଧ୍ୟ ହୋଇଯାନ୍ତି l ତେବେ ଆସନ୍ତୁ ଜାଣିବା

love

ପ୍ରଥମେ ଜାଣିବା, ଅବିବାହିତ ନାରୀମାନଙ୍କୁ ଠାରୁ ବିବାହିତ ନାରୀମାନେ ଅଧିକ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି l ତେଣୁ ପୁରୁଷ ମାନଙ୍କୁ ଅଧିକ ଦାଇତ୍ୱ ନବାକୁ ପଡିଥାଏ l ସେଥିପାଇଁ ବିବାହିତ ନାରୀମାନେ ପୁରୁଷମାନଙ୍କୁ ଅଧିକ ପସନ୍ଦ ଆସିଥାନ୍ତି ଦ୍ୱିତୀୟ ହେଉଛି ନିଜରଦୃଢ଼ ଆତ୍ମବିଶ୍ୱାସ ପାଇଁ ମଧ୍ୟ ବିବାହିତ ନାରୀମାନେ ପୁରୁଷମାନଙ୍କର ମନ ଜିତିପରିଥାନ୍ତି l

ତୃତୀୟ ହେଉଛି ଯେଉଁମାନେ ଅଧିକ କ୍ୟାରି ହୋଇଥାନ୍ତି l ପୁରୁଷମାନେ ସବୁବେଳେ କ୍ୟାରି ପାର୍ଟନର ଚାହୁଁଥିବାରୁ ସେମାନେ ବିବାହିତ ନାରୀମାନଙ୍କୁ ପସନ୍ଦ କରିଥାନ୍ତି l ଚର୍ତୁଥ ହେଉଛି ନିଜ ଚେହେରାର ଉର୍ଜ୍ଵଳ ପାଇ ମଧ୍ୟ ଏହା ହୋଇଥାଏ ବିବାହାପରେ ନାରୀମାନଙ୍କ ଚେହେରା ଆଗ ଅପେକ୍ଷା ଅଧିକ ଗ୍ଲୋ କରିଥାଏ l ଏହା ଏକ ପୁରୁଷକୁ ଆକର୍ଷିତ ମଧ୍ୟ କରିଥାଏ l ବିବାହିତ ନାରୀମାନେ ସାଧାରଣତଃ ମିଠା କଥା କହିଥାନ୍ତି ଏହି ମିଠା କଥା ପୁରୁଷ ମାନେ ବିବାହିତ ନାରୀମାନଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି l

love

ଏହି ସବୁ କାରଣ ଯୋଗୁଁ ପୁରୁଷମାନେ ବିବାହିତା ନାରୀମାନଙ୍କୁ ପସନ୍ଦ କରିଥାନ୍ତି l ବନ୍ଧୁଗଣ ଆମର ଏହି ଅନୁଚିନ୍ତାଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକ କରନ୍ତୁ ଧନ୍ୟବାଦ l

Leave a Reply

Your email address will not be published. Required fields are marked *