ବଞ୍ଚିଥାଉ ଥାଉ ପ୍ରଦିପ ମହାରାଥୀଙ୍କୁ ମାରି ଦେଇଥିଲେ ଅନୁଭବ – ସାସଂଦ ହେଇ କି ବି ଏମିତି ଛୋଟ କାମ

ab23

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସମସ୍ତ ଙ୍କୁ ଛାଡି ବର୍ତମାନ ସମୟ ରେ ଆର ପାରି କୁ ଚାଲି ଜାଇଛନ୍ତି ରାଜ୍ୟ ରାଜନୀତି ର ବରିଷ୍ଟ ରାଜନେତା ତଥା ପିପିଲି ବିଧାୟକ ପ୍ରଦୀପ୍ ମହାରଥୀ । ଏବେ ଆଉ ସୁଣିବା ପାଇଁ ମିଳିବ ନାହିଁ ତାଙ୍କର ଡାଇଲଗ୍ , ସରି ନାହିଁ ରାଜନୀତି ହେଲେ ହାରି ଜାଇଛନ୍ତି ମହାରଥୀ , ବର୍ତମାନ ସମୟ ରେ ଏହାକୁ ନେଇ ତାଙ୍କୁ ଗଭୀର ଶ୍ରଦ୍ଧାଞଳୀ ଦିଆ ଜାଉଛି , ଏବଂ ଏହା ପରେ ଏବେ କନ୍ଦ୍ରା ପଡା ସାଂଶଦ ଅନୁଭବ ମହାନ୍ତି ଙ୍କ ଟୁଇଟ୍ କୁ ନେଇ ବି ବହୁତ ପରିମାଣ ରେ ଚର୍ଚ୍ଚା ସୋସିଆଲ ମିଡ଼ିଆ ରେ ଜୋର ଧରିଛି ।

anubh

ମୃତ୍ୟୁ ହେବା ପୂର୍ବ ରୁ ହିଁ ଜିବିତ ଅବସ୍ଥା ରେ ଶ୍ରଦ୍ଧାଞଳୀ ଦେଇ ଦେଇ ଥିଲେ ସଂଶଦ ଅନୁଭବ ମହାନ୍ତି , ମିଥ୍ୟା ପୋଷ୍ଟ କରି କହିଲେ ହୋଇଛି ମୋ ବିରୋଧ ରେ ସଢଯନ୍ତ୍ର ତେବେ ମହାରଥୀ ସମସ୍ତ ଙ୍କୁ ଛାଡି ଚାଲି ଜାଇ ଥିବା ବେଳେ ଅନୁଭବ ମହାନ୍ତି ଏମିତି କଣ ପାଇଁ ପୋଷ୍ଟ କରିଲେ ବର୍ତମାନ ସମୟ ର ଚର୍ଚ୍ଚା ର ବିଷୟ ପାଲଟିଛି । ତେବେ ପ୍ରଦୀପ୍ ମହାରଥୀ ଙ୍କ ମୃତ୍ୟୁ ପୂର୍ବ ରୁ ରାତି 11.36 ମିନିଟ୍ ରେ ହିଁ ଶ୍ରଦ୍ଧାଞଳୀ ଦେଇ ଦେଇ ଥିଲେ ଅନୁଭବ ମହାନ୍ତି , ହେଲେ ପ୍ରଦୀପ ମହାରଥୀଙ୍କର ମୃତ୍ୟୁ ହୋଇଥିଲା ରାତି 2 ଟା ପରେ । ହେଲେ ଆପଣ ମାନଙ୍କୁ ଏଠାରେ ପ୍ରଷ୍ଟ କରେଇବା ପାଇଁ ଚାହିଁବୁ କି ମହାରଥୀ ଗତ କାଲି ରାତି 2.37 ମିନିଟ୍ ରେ ପରଲୋକ ଗାମୀ ହୋଇ ଛନ୍ତି ।

ଏହି ପରି ଭାବେ ଆଗୁଆ ବଞ୍ଚିଥିବା ଲୋକକୁ ଶ୍ରଦ୍ଧାଞଲୀ କୁ ନେଇ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଆଉ ଏକ ଅଡୁଆ ରେ ଫସି ଜାଇଛନ୍ତି ଅନୁଭବ ମହାନ୍ତି , ଏମିତି ରେ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ଟୁଇଟ୍ କରିବାର କିଛି ସମୟ ମଧ୍ୟ ରେ ହିଁ ସେ ଏହାକୁ ଡିଲିଟ୍ କରି ଦେଇ ଥିଲେ । ଏବଂ କହି ଥିଲେ ତାଙ୍କୁ କିଏ ଫସେଇ ଦେବା ପାଇଁ ଏମିତି କିଛି ସଢଯନ୍ତ୍ର ହେଉଛି ,  ଏବଂ ଏମିତି ପୋଷ୍ଟ ପକେଇବାର ସଢଯନ୍ତ୍ର କରା ଜାଇ ଥିବାର ସେ ଅଭିଯୋଗ ଆଣି୍ଛନ୍ତି ।

anubhav

ସେମିତି ରେ ପୁଣି ଥରେ ଏମିତି ପୋଷ୍ଟ କରି ଟୁଇଟର ରେ ଟ୍ରୋଲ ହେବା ପରେ ସେ ଏବେ ନିଜର ଏକ ସ୍ପଷ୍ଟି କରଣ ରଖିବା ସହିତ ସେ କହିଛନ୍ତି କି ଭୁଲ ହୁଏ ହେଲେ ଏମମିତି ଭୁଲ ହେବା କଥା ନୁହେଁ ଏବଂ ସେ ଦୁଖଃ ପ୍ରକାଶ ଏହା ପାଇଁ କରିଛନ୍ତି ବୋଲି ସୂଚନା ଦେଇଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *