କେଉଁ ଦିନ ରେ କେଉଁ ରୂପରେ ପୂଜା ପାଇବେ ମା ଦୁର୍ଗା !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗଣପତି ଙ୍କ ପୂଜା ଠାରୁ ଆମରମ୍ବ ହୋଇଛି ପାର୍ବଣ ଋତୁ , ସରତ ଋତୁ ର କହଲା ପବନ ଏବଂ ସେହି ଋତୁ ରେ ଫୁଟିି ଉଠି ଥିବା କାଶ ତଣ୍ଡି ଫୁଲ ଦୂର୍ଗତି ନାଶୀନି ମାଆ ଦୂର୍ଗାା ଙ୍କ ଆଗମନ ର ସଂଙ୍କେତ ଦେଉଛିି , ଏବଂ ମାଆ ଙ୍କ ଆଗମନ ରେ ପ୍ରଫୁଲିତ ହୋଇ ଉଠିବ ସାରା ସଂସାର ଏହି ସମୟ ରେ ପ୍ରତ୍ୟେକ ଭକ୍ତ ମାନେ ମାଆ ଙ୍କ ପୂଜା ଅର୍ଚ୍ଚନା ରେ ଲାଗି ପଡିଛନ୍ତି । ଗାଁ ଠାରୁ ସହର ପର୍ଯ୍ୟନ୍ତ ଉତ୍ସବ ମୂଖର ହୋଇ ଉଠିବ ଜାତୀ ବର୍ଣ୍ଣ ଏବଂ ନିର୍ବି ସେଷ ରେ ସମସ୍ତେ ମାଆ ଙ୍କୁ ପାଛୁଟି ଆଣିବେ ସେପ୍ଟେମ୍ବର 29 ତାରରିଖ ରୁ ଏହି ନବରାତ୍ରୀ ଆରମ୍ଭ ହେଉ ଥିବା ବେଳେ ହିନ୍ଧୁ ଧର୍ମ ରେ ମାଆ ଙ୍କର ପୂଜା ର ବିଶେଷ ମହତ୍ୱ ରହି ଥାଏ ।durga

ଦେବୀ ମାଆ ଙ୍କର ଏହି ନବରାତ୍ରୀ ପର୍ବ ରେ ମାଆ ଙ୍କର ନଅ ଟି ରୂପ ରେ ପାଳନ ହୋଇ ଥାଏ , ମାଆ ଙ୍କର ଶୋହଶ ପୁତ୍ରୀ ବ୍ରହ୍ମ ଚାରିଣୀ ଚନ୍ଦ୍ର ଘଣ୍ଟା କୁଶଣ୍ଡା କ୍କନ୍ଦ ମାତା , କାତ୍ୟାୟନୀ କାଳ ରାତ୍ରୀ ମହାଗୈରୀ ଏବଂ ସିଦ୍ଦି ରାତ୍ରୀ ପରି ନଅ ଟି ଅଲଗା ଅଲଗା ରୂପ ରହିଛି । ନବ ରାତ୍ରୀ ର ପ୍ରଥମ ଦିନ ରେ ଘଟ ସ୍ଥାପନା କରା ଜାଇ ଥାଏ , ଏହି ନବରାତ୍ରୀ ରେ ଲୋକ ମାନେ ନଅ ଦିନ ଯାଏ ବ୍ରତ ରଖି ଥାନ୍ତି , ଅଶ୍ଟମି ଏବଂ ନବମୀ ଦିନ ରେ କନ୍ୟା କୁ ପୂଜା କରାଜାଇ ଥାଏ , କେଉଁ ରୂପ ରେ କେଉଁ ଦିନ ରେ ଦର୍ଶନ ଦେବେ ଆସନ୍ତୁ ସେହି ବିଷୟ ରେ ଜାଣିବା ପ୍ରଥମ ଦିନ ରେ ଘଟ ସ୍ଥାପନ ଏବଂ ଶୈଳ ପୁତ୍ରୀ ଭାବେ ସ୍ଥାପନା ପାଇବେ ।puja

ଦ୍ୱତୀୟ ଦିନ ରେ ବ୍ରହ୍ମ ଚାରିଣୀ ରୂପେ ମାଆ ପୂଜା ପାଇବେ ତୃତୀୟ ଦିନ ରେ ଚନ୍ଦ୍ର ଘଣ୍ଟା ଏବଂ ଚତୁର୍ଥ ଦିନ ରେ କୁଶଣ୍ଡା ସେହି ପରି ପଞ୍ଚମ ଦିନ ରେ କ୍କନ୍ଦ ମାତା ଷଷ୍ଟ ଦିନ ରେ କାତ୍ୟାୟନୀ ସପ୍ତମୀ ଦିନ ରେ କାଳ ରାତ୍ରୀ ଅଶ୍ଟମୀ ଦିନ ରେ ମହାଗୈରୀ ମାହା ଅଶ୍ଚମୀ ନବମ ଦିନ ରେ ସେ ନବରାତ୍ରୀ ପାର୍ବଣ ଏବଂ ଦଶମୀ ଦିନ ରେ ସେ ବିଜୟା ଦଶହରା ରୂପେ ପୂଜା ପାଇବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *