ଅକ୍ଟୋବର ମାସରେ ବଦଳିବାକୁ ଜାଉଛି ଏହି ସବୁ ରାଶିଙ୍କ ଭାଗ୍ୟ – ହେବେ କୋଟିପତି

oct

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ଅକ୍ଟୋବର ମାସରେ ଆରମ୍ଭ ହେବାକୁ ଯାଉଛି ଯତିଶ୍ର ଶାସ୍ତ୍ର ଅନୁସାରେ ଏହି ଅକ୍ଟୋବର ମାସରେ କିଛି ରାଶିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ବିସେଷ କୃପା ରହିବ । ଏହି ରାଶି ମାନଙ୍କର ଯାତକରେ ମାଲା ମାଲ ହେବାର ଯୋଗ ବନୁଅଛି ଏମାନଙ୍କର ଜୀବନରେ ଧନ ସମ୍ଭଧିତ ସମସ୍ତ ସମସ୍ୟା ଦୁର ହେବାକୁ ଯାଉଛି ଏବଂ ଉୃନତିର ନୂଆ ଅବସର ପ୍ରାପ୍ତ ହେବ ।

sani

ବନ୍ଧୁଗଣ ପ୍ରତେକ ଦୀନ ପ୍ରତେକ ମାସ ଏବଂ ପ୍ରତେକ ବର୍ଷରେ ଗ୍ରହ ମାନଙ୍କର ଅନେକ ପରିବର୍ତନ ଘଟିଥାଏ । ଯାହା ଦ୍ୱାରା ଏହାର ସିଧା ପ୍ରଭାବ ରାଶି ମାନଙ୍କ ଉପରେ ପଡିଥାଏ । ଏହି ଅକ୍ଟୋବର ମାସରେ ଗ୍ରହରେ ଏପରି କିଛି ପରିବର୍ତନ ଘଟିବାକୁ ଯାଉଛି ଯାହାକି ମାତା ଲକ୍ଷ୍ମୀଙ୍କର ଆଶ୍ରୀବାଦ କିଛି ରାଶି ଉପରେ ପଡିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିନେବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିସୟରେ । ବନ୍ଧୁଗଣ ଏହି ରାଶିର ଲୋକଙ୍କୁ ମାତା ଲକ୍ଷ୍ମୀଙ୍କର କୃପାରୁ ପ୍ରତିଷ୍ଠା ଏବଂ ପରାକର୍ମରେ ବୃଧି ଘଟିବ । ଆପଣ କୈଣସି ଦୀନ ଦୁଃଖିଙ୍କୁ ସାହାଯ୍ୟ କରିପାରନ୍ତି , ସୁଖ ସାଧାନାରେ ବୃଧି ଘଟିବ ଏବଂ ପୁରୁଣା ବନ୍ଧୁଙ୍ଖ ସହିତ ଭଲ ସମୟ ବ୍ୟତିତ କରିବେ ।

sanii

ଆର୍ଥିକ ଉୃନତି ମିଳିବାର ଯୋଗ ବନୁଅଛି , ଆପଣଙ୍କର ସଫଳତାର ନୂଆ ମାର୍ଗ ହାସିଲ୍ ହେବ , ଉପରିସ୍ତ କର୍ମଚାରିଙ୍କ ପୂର୍ଣ୍ଣ ସର୍ମଥନ ଆପଣଙ୍କୁ ମିଳିବ । ଆପଣଙ୍କୁ ଏହି ମାସରେ ଆପଣଙ୍କର ପରିଶର୍ମର ଫଳ ନିଶ୍ଚିନ୍ତ ମିଳିବ ଆପଣଙ୍କର ଅଟକି ଯାଇଥିବା କାର୍ଯ୍ୟ ଏହି ମାସରେ ପୁରଣ ହେବ । କୈଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ବିସୟରେ ଭାବି ପାରନ୍ତି , ବ୍ୟବାହିକ ଜୀବନ ସୁଖଦ ରହିବ , ମନରେ କିଛି ନୂଆ ଏବଂ ଅଲଗା କରିବାର ଭାବନା ଆସିପାରେ ଯେଉଥିରେ ଆପଣ ସଫଳ ହେବେ ଆପଣଙ୍କ ସ୍ୱାସ୍ଥ ଭଲ ରହିବ ଏବଂ ଘର ପରିବାରରେ ସଦସ୍ୟଙ୍କ ମଧ୍ୟରେ ଆପସ ବୁଝାମଣାର ଠିକ୍ ରହିବ ।

MAA-MAN

ପ୍ରେମ ଜୀବନ ଠିକ୍ ରହିବ ଏହି ରାଶିର ଲୋକ ମାନଙ୍କର ପ୍ରେମ ବିବାହ ହେବାର ଯୋଗ ବନୁଅଛି ଏବଂ ଆପଣଙ୍କର ମାନ ସ୍ନମାନ ସମାଜରେ ବଢି ଚାଲିବ ଆଉ ଆପଣଙ୍କ ଜୀବନର ସବୁ ସମସ୍ୟା ଦୁର ହୋଇଯିବ । ମାତା ଲକ୍ଷ୍ମୀଙ୍କର କୃପାରୁ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି କାରଣ ଆପଣଙ୍କ ସମୟ ଏବେ ଭଲ ହେବାକୁ ଯାଉଛି କାରଣ ମାତା ଲକ୍ଷ୍ମୀଙ୍କର କୃପା ଯାହା ଉପରେ ପଡିଥାଏ ତଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରନ୍ତି ନାହିଁ । ତେବେ ସେହି ଭାଗ୍ୟଶାଳୀ ରାଶି ହେଉଛି ବୃଷ ରାଶି , ମିଥୁନ ରାଶି , ତୁଳା ରାଶି , ସିଂହ ରାଶି , କୁମ୍ଭ ରାଶି , କନ୍ୟା ରାଶି ଏବଂ ମକର ରାଶି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *