ଏହି ( ୫ଟି ଜୀବ ) ପାଳିଲେ ( ଧନ ବୃଦ୍ଧି ) ହୋଇଥାଏ |

animols

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଆଲୋଚନା କରିବୁ କି ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କେଉଁ ଜିବ କୁ ପାଳନ କରିବା ଦ୍ୱାରା ଘରେ ସୁଖ ସମୃଦ୍ଦି ବଢିବାରେ ଲାଗେ , ତେବେ ବନ୍ଧୁଗଣ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ସେଷ ଯାଏ ପଢନ୍ତୁ , ସେମିତି ରେ ଆପଣ ମାନେ ଆଜି ପର୍ଯ୍ୟନ୍ତ ବାସ୍ତୁ ସହିତ ଯୋଡି ହୋଇ ଥିବା ବହୁତ ସାରା ଜିନିଷ ଦେଖି ଥିବେ , ସାଧାରଣ ଭାବେ ବାସ୍ତୁ ଏବଂ ଘର ର ଡିଜାଇନ୍ ଏବଂ ଘର ର ଦ୍ୱାର କେଉଁ ସବୁ ଦିଗ କୁ ରଖା ଯିବ ସେହି ସବୁ ବିଷୟ ରେ କୁହା ଯାଏ ହେଲେ କଣ ଆପଣ ମାନେ ଜାଣନ୍ତି ଆପଣ ମାନେ ନିଜର ଘରରୁ ଧନ ସଂମ୍ପତୀ ଆଣିବାରେ ବିଭିନ୍ନ ଜିବ ର ବି ବ୍ୟବହାର କରି ପାରିବେ ।cow

ତେବେ ସେମିତି କ୍ଷେତ୍ର ରେ ଆମେ ଆଜି କହିବୁ କି କେଉଁ ଜିବନ କୁ ଘରେ ରଖିବା ଦ୍ୱାରା ଆପଣ ମାନଙ୍କ ଘରେ ଧନ ସଂମ୍ପତୀ ର ଉନ୍ନତି ହୋଇ ଥାଏ , ପ୍ରଥମ ନମ୍ବର ରେ ରହିଛି ଗାଈ ଏହି ଗାଈ ପାଳିଲେ କ୍ଷୀର ଗୋବର ମୂତ୍ର ପରି ଲାଭ ଦାୟକ ଜିନିଷ ପାଇ ଥାଉ ହେଲେ କଣ ଆପଣ ମାନେ ଜାଣନ୍ତୁ ହିନ୍ଧୁ ଧର୍ମ ରେ ଗାଈ ର ସେବା କରିବା ବହୁତ ବଡ ମହତ୍ୱ କାର୍ଯ୍ୟ ହୋଇ ଥାଏ ଏବଂ ଆପଣ ମାନେ ଏହାକୁ ଘରେ ରଖିବେ ତେବେ ଆପଣ ମାନଙ୍କ ଘରେ ଧନ ସଂମ୍ପତୀ ର କେବେ ବି ଅଭାବ ହେବ ନାହିଁ । ସେହି ପରି ଦୁଇ ରେ ହେଲା କୁକୁର ଏମିତି ରେ ଆପଣ ମାନେ ଜାଣି ଥିବେ କୁକୁର ଆମର ସବୁ ଠାରୁ ବିଶ୍ୱସ୍ଥ ଜିବ ଏବଂ ବନ୍ଧୁ ହୋଇ ଥାଏ, ତେବେ ବାସ୍ତୁ ହିସାବ ରେ ଆପଣ ମାନେ ଘରେ ଗୋଟିଏ ଧଳା କୁକୁର ପାଳି ପାରିଲେ ଆପଣ ମାନଙ୍କ ପାଇଁ ଏହା ବହୁତ ବଡ ଏବଂ ଭଲ ସଂଙ୍କେତ ହୋଇ ଥାଏ ଜାହା ଆପଣ ମାନଙ୍କ ଧନ ଆୟ ରେ ବହୁତ ସକ୍ଷ୍ୟମ କରେଇ ଥାଏ ।dog

ସେହି ପରି ତିନି ନମ୍ବର ରେ ବାସ୍ତୁ ଅନୁସାରେ କଇଁଛ କୁ ବହୁତ ପବିତ୍ର ବୋଲି ମନା ଯାଏ ଏମିତି କୁହା ଯାଏ କି ଯେଉଁ ଘର ମାନଙ୍କ ରେ କଇଁଛ ପାଆ ଯାଏ ସେହି ଘରେ ସବୁ ବେଳେ ଭାଗ୍ୟ ସାଥ୍ ଦେଇ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *