ନିଜଠୁ ଏତେ ବର୍ଷ ସାନ ପୁଅକୁ ବାହା ହେଲେ ନେହା କର୍କର । ସ୍ୱାମୀଙ୍କ ବୟସ ମାତ୍ର ଏତିକି

neha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବଲିଉଡ ର ସିଙ୍ଗର ନେହା କର୍କର ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଏବଂ ଏହି ଦିନ ରେ ସେ ନିଜର ବିବାହ ରୋହନ ପ୍ରୀତ୍ ଙ୍କ ସହିତ କରେଇ ସାରିଛନ୍ତି , ସେମିତି ରେ ବନ୍ଧୁଗଣ ରୋହନ ପ୍ରୀତ୍ ଏବଂ ନେହା କର୍କର ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ମଧ୍ୟ ଥିବେ , ସେମିତି ରେ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ସେମାନଙ୍କ ଫୋଟ ଏବଂ ଭିଡ଼ିଓ ବହୁତ ମାତ୍ରା ରେ ଭାଇରଲ ହେବାରେ ଲାଗିଛି । ସେମିତି ରେ ବନ୍ଧୁଗଣ କିନ୍ତୁ ଆପଣ ମାନେ ବନ୍ଧୁଗଣ ଏମିତି କିଛି କଥା ଜାହା ରୋହନ ପ୍ରୀତ୍ ଏବଂ ନେହା କର୍କର ଙ୍କ ବିଷୟ ରେ ଆପଣ ମାନେ କେବେ ବି ଜାଣି ନ ଥିବେ ଜାହା ବିଷୟ ରେ ଆପଣ ମାନଙ୍କୁ ଆମେ ଏଠାରେ ନିଶ୍ଟିତ ଭାବେ କହିବା ପାଇଁ ଚାହିଁବୁ , ତେବେ କେବଳ ବାସ୍ ଆପଣ ମାନଙ୍କୁ ସେଷ ଯାଏ ପଢିବା ପାଇଁ ପଡିବ ପୋଷ୍ଟ କୁ ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ ।neha

ବନ୍ଧୁଗଣ ରୋହନ୍ ପ୍ରୀତ୍ ଜଣେ ପଞାବୀ ସି୍ଙ୍ଗର ଏବଂ ଅଭିନେତା ଅଟନ୍ତି , ରୋହନ୍ ପ୍ରୀତ୍ ବହୁତ ଗୁଡିଏ ଆଲବମ୍ ରେ କାମ କରି ଥିବା ବେଳେ ସେ ସେହି ଥିରେ ନିଜେ ଗୀତ ବି ଗାଇଛନ୍ତି , ଏବଂ ତାଙ୍କର ଜନ୍ମ ବିଷୟ ରେ କହିବା ତେବେ ତାଙ୍କର ଜନ୍ମ 1994 1 ଡିସେମ୍ବର କୁ ହୋଇ ଥିଲା ମାନେ ବର୍ତମାନ ସମୟ ରେ ସେ 25 ବର୍ଷ ର ହୋଇ ସାରିଛନ୍ତି , ସେମିତି ରେ ଆପଣ ମାନେ ନେହା କର୍କର ଙ୍କ ବିଷୟ ରେ ଜାଣି ଥିବେ ନେହା କର୍କର ବଲିଉଡ ର ଜଣେ ବହୁତ ବଡ ସିଙ୍ଗର ଅଟନ୍ତି , ଏବଂ ନେହା ଙ୍କ ଜନ୍ମ 1988 6 ଜୁନ୍ ରେ ହୋଇ ଥିଲା ଏବଂ ବର୍ତମାନ ସମୟ ରେ ସେ 32 ବର୍ଷ ର ହୋଇ ସାରିଛନ୍ତି ।neha karker

ମାନେ ଆପଣ ମାନେ ଜାଣି ପାରି ଥିବେ ନେହା କର୍କର ଙ୍କ ଠାରୁ ରୋହନ୍ ପ୍ରୀତ୍ ସଂମ୍ପର୍ଣ୍ଣ 7 ବର୍ଷ ର ଛୋଟ ଅଟନ୍ତି , ମାନେ ଆପଣ ମାନେ ଜାଣି ଥିବେ ଏଠାରେ ରୋହନ୍ ପ୍ରୀତ୍ ଏହି ଦିନ ରେ ନିଜ ଠାରୁ 7 ବର୍ଷ ର ବଡ ଝିଅ ଙ୍କୁ ବିବାହ କରିଛନ୍ତି ଏବଂ ଏହା ବହୁତ ଇଣ୍ଟ୍ରେଷ୍ଟିଂ କଥା ଅଟେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *