ଘରେ ରଖିଛନ୍ତି କି ( ଆଇନା ) ଥରେ ନିଶ୍ଚୟ ଦେଖନ୍ତୁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଆଇନା ବିଷୟ ରେ କିଛି ଏମିତି କଥା ବିଷୟ ରେ କହିବୁ ଜାହାକୁ ଆପଣ ମାନେ ସୁଣିବା ପରେ ଆପଣ ମାନଙ୍କ ମନ ରେ ଡର ଭରି ଯିବ ତେବେ ବନ୍ଧୁଗଣ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ଆପଣ ମାନେ ନିଶ୍ଚିତ ଭାବେ ଆମର ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଗୋଟିଏ ଏମିତି ଶାସ୍ତ୍ର ଅଟେ ଜାହା ଆପଣ ମାନଙ୍କ ଅସୁବିଧା ର ସମାଧାନ ବାହାର କରି ଆପଣ ମାନଙ୍କୁ ସବୁ ସମୟ ରେ ଉଚିତ୍ ବାଟ ବତେଇ ଥାଏ ସେମିତି ରେ ବାସ୍ତୁ ଶାସ୍ତ୍ର ଅନୁସାରେ ସବୁ ସମୟ ରେ ଆଇନା ଆମ ଉପରେ ନାକାରାତ୍ମକ ଉର୍ଜା ପକେଇ ଥାଏ ଏବଂ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବୁ କି ଏହା କଣ ପାଇଁ ହୋଇ ଥାଏ , ସେମିତି ରେ ବହୁତ ସମୟ ରେ ଯାଏ ନିଜର ମୂଖ କୁ ଆଇନା ରେ ଦେଖିବା ବାସ୍ତୁ ଶାସ୍ତ୍ର ଅନୁସାରେ ବର୍ଜିତ କରା ଜାଇଛି , ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଶରୀର ମଧ୍ୟ କୁ ନାକାରାତ୍କ ଉର୍ଜା ପ୍ରବେଶ କରେ ଏବଂ ଏମିତି କରିବା ଦ୍ୱାରା ଆପଣ ମାନେ ଧିରେ ଧିରେ ବର୍ବାଦ୍ ଆଡକୁ ଗତି କରି ଥାନ୍ତି ।mirror

ଏହା ଆପଣ ମାନଙ୍କ ସ୍ୱାସ୍ଥ୍ୟ , ଧନ ଏବଂ ଉନ୍ନତି ରେ ବହୁତ ପରିମାଣ ରେ ପ୍ରଭାବ ପକେଇ ଥାଏ ତେବେ ସବୁ ସମୟ ରେ କେବେ ବି ଆଇନା କୁ ଦେଖିବା କଥା ନୁହେଁ ସେହି ପରି ଏହାକୁ ଘରେ ଲଗେଇବାର ଉପାୟ ବିଷୟ ରେ କହିବା ତେବେ ବାସ୍ତୁ ଶାସ୍ତ୍ର ବିଷୟ ରେ କହିବା ତେବେ କେବେ ବି ଶୋଇବା ଘରେ ସେଜ ର ଆଖ ପାଖରେ ଆଇନା କୁ କେବେ ବି ଲଗାନ୍ତୁ ନାହିଁ । ସେହି ବ୍ୟତିତ ଆପଣ ମାନେ କେବେ ବି ବେଡ୍ ର ସାମ୍ନା ରେ ଏହି ଆଇନା କୁ କେବେ ବି ଲଗାନ୍ତୁ ନାହିଁ । ଯଦି ଆପଣ ମାନଙ୍କୁ ବାଧ୍ୟତା ମୂଳକ ଶୋଇବା ଘରେ ଲଗେଇବା ପାଇଁ ପଡୁଛି ତେବେ ଆପଣ ମାନେ ରାତି ରେ ଶୋଇବା ସମୟ ରେ ସେହି ଆଇନା ଉପରେ କପଡା ପକେଇ ଦେବା ପାଇଁ ପଡିବ ।mirrors

ସେହି ପରି ବନ୍ଧୁଗଣ ଆଇନା ଏବଂ ଟିଭି କୁ ସାମ୍ନା ରେ ରଖିବା ଦ୍ୱାରା ଘର ର ଲୋକ ମାନଙ୍କ ମଧ୍ୟ ରେ ଫାଟ ସୃଷ୍ଟି ହୋଇ ଥାଏ , ସେହି ପରି ବନ୍ଧୁଗଣ ଆପଣ ମାନେ କେବେ ବି ଘରେ ଫଟା ଏବଂ ଭଙ୍ଗା ଆଇନା ରଖନ୍ତୁ ନାହିଁ ଏମିତି ଜିନିଷ ରଖିବା ଆପଣ ମାନଙ୍କ ଉପରେ କୁଶକ୍ତି ଉର୍ଜା ସଂଞ୍ଚାର କରେ ଏବଂ ଜାହା ଫଳ ରେ ଆପଣ ମାନଙ୍କୁ ପରେ ପସ୍ତେଇବା ପାଇଁ ପଡେ, ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *