ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ ଆଉ ଦେଖିଲା ବେଳକୁ ଯାହା ଦେଖିଲେ ତାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଚାଲନ୍ତୁ ଏ ଘଟଣାର ତଥ୍ୟ ଜାଣିବା ତ ଆସନ୍ତୁ ନଜର ପକେଇବା ଆଜିର ବଡ଼ ଖବର ଉପରେ କଥାରେ ଅଛି ରଖେ ହରି ତ ମାରେ କିଏ ବେଳେବେଳେ ଏହି ପ୍ରବାଦ ବାସ୍ତବିକ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଲୋହରଡାଗା ଜିଲ୍ଲାରେ ଯେଉଁଠାରେ ଏକ ନବ ଜାତ ଶିଶୁକୁ ମାଟି ତଳେ ପୋତି ଦିଆଯାଇଥିଲା ଖବର ଅନୁଯାଇ ସଂଫୁର୍ଣ ଘଟଣାଟି ଲୋହରଡାଗାର କୁରୁ ପୋଲିସ ଷ୍ଟେସନର ଅଞ୍ଚଳରେ।
ଗତ ଶନିବାର ଦିନ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେହି ବାଟ ଦେଇ ଜଣେ ବ୍ୟକ୍ତି ଯାଉଥଲେ ବ୍ୟକ୍ତିକୁ ଛୋଟପିଲାର କାନ୍ଦିବାର ଶବ୍ଦ ଶୁଭିଥିଲା କାନ୍ଦୁଥିବା ସ୍ଥାନକୁ ଯାଇ ସେ ଯାହା ଦେଖିଲେ ତାଙ୍କର ହୋସ ହିଁ ଉଡ଼ିଗଲା । ସେଠାରେ ଏକ ନବଜାତ ଶିଶୁକୁ ମାଟି ତଳେ ପୋତି ଦେଇଥିବା ଦେଖିବାକୁ ପାଇଥିଲେ। ବ୍ୟକ୍ତିଜଣକ ସାଙ୍ଗେ ସାଙ୍ଗେ ପାଟି ଗ୍ରାମବାସୀଙ୍କୁ ଏକାଠି କରି ନବଜାତ ଶିଶୁକୁ ମାଟିତଳୁ ବାହାର କରିଥିଲେ। ଶିଶୁଟିକୁ ସୁରକ୍ଷିତ ଭାବରେ ମାଟି ତଳୁ ବାହାର କରି ତା ଦେହରେ ଲାଗିଥିବା ମାଟିକୁ ପରିଷ୍କାର କଲେ ଶିଶୁଟି ସୁରକ୍ଷିତ ଥିବା ଜଣାପଡିଛି। କିଛି ସମୟ ପରେ ଗ୍ରାମବାସୀ ମାନେ ମିଶି ପୋଲିସ ଓ ଶିଶୁ ସୁରକ୍ଷା ମାନଙ୍କୁ ଅବଗତ କରାଇଥିଲେ ଶିଶୁଟିକୁ ଗାଁର ମହିଳାମାନେ ସ୍ତନ୍ୟପାନ କରାଇଥିଲେ କେବଳ ସେତିକି ନୁହେଁ ଶିଶୁଟିକୁ ଗାଁର ଅନେକ ଲୋକ ନିଜର କରି ରଖିବାକୁ ମଧ୍ୟ ଚେଷ୍ଟା କରୁଥିଲେ।
ଏ ନେଇ ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି , ଏ ମା ଟି କେମିତି ଏକ ନିର୍ଦୟ ହେଇପାରିବ ଅନ୍ୟ ପକ୍ଷରେ ନବଜାତ ଶିଶୁଙ୍କର ପିତାମାତାଙ୍କୁ ମଧ୍ୟ ଖୋଜିବା କାମ ଆରମ୍ଭ ହୋଇଛି। ଶିଶୁ କଲ୍ୟାଣ ବିଭାଗ ଶିଶୁକୁ ଚିକିତ୍ସା ପାଇଁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି କେତେ ନିର୍ଦୟ ଏହି ମଣିଷ ଯେ ନିଜ ଠାରୁ ନିଜର ଅଂଶକୁ ଜନ୍ମ ଦେଇ ତାକୁ କିଭଳି ଭାବରେ ଫୋପାଡ଼ି ଦିଆଯାଇଛି। କୁକୁର ବିଲେଇ ପଶୁ ହେଲେ ମଧ୍ୟ ସେ ତାଙ୍କ ଜନ୍ମିତ ଛୁଆର ଲାଳନପାଳନ କରନ୍ତି ମାଆ ସବୁବେଳେ ମା ହୋଇଥାଏ।
ମାଙ୍କୁ ଭଗବାନଙ୍କର ଦ୍ୱିତୀୟ ରୁପ ବୋଲି କୁହାଯାଇଥାଏ କିନ୍ତୁ ଆପଣମାନେ ଏହି ଖବରରେ ବୁଝିପାରୁଥିବେ ଯେ ପ୍ରକୃତରେ ନିଜର ମଣିଷ ନିଜର ସ୍ୱାର୍ଥରେ ଏମିତି ଅନ୍ଧ ଯେ ସେ ତାର ଅଂଶ ଅର୍ଥାତ ତାର ହୃଦୟର ଏକ ଟୁକୁଡାକୁ ମଧ୍ୟ ତାଠାରୁ ଅଲଗା କରିବାକୁ ପଛାଉ ନାହିଁ। କେତେ ନିର୍ଦୟ ହୋଇ ଗଲେଣି ଏହି ମଣିଷ ସମାଜ ତା ଆପଣମାନେ ବୁଝିପାରୁଥିବେ ତ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ।