ଟଙ୍କା ବର୍ଷା କରୁଥିବା ( ଫୁଲ ) କରନ୍ତୁ ଏହି ଉପାୟ ହେବ ଧନ ବର୍ଷା |

flwers

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତ ଗଣେଷ ପୂଜା ଆସିଲେ ଆମେମାନେ ବିଶାଳ ବିଶାଳ ମୂର୍ତ୍ତୀ ବନେଇ ପ୍ରାଣ ପ୍ରତିଷ୍ଠା କରି ଗଣେଷ ଙ୍କ ପୂଜା କରିଥାଉ ଏବଂ ଗୃହ ପ୍ରଵେଶ , ଦୋକାନ ଅଫିସ୍ ଏବଂ କାରଖାନା ଇତ୍ୟାଦି ଆରମ୍ଭ କରିବା ପୂର୍ବରୁ ମାଟି , ପଥର ,ସୁନା ଏବଂ ଅଷ୍ଟ୍ ଧାତୁର ମୂର୍ତ୍ତୀ ମଧ୍ୟ ଆଣି ପୂଜା କରିଥାଉ ।କିନ୍ତୁ ଆପଣ କଣ ଏହା ଜାଣନ୍ତି କି ଏମିତି ଏକ ଦିବ୍ୟ ବୃକ୍ଷ ଅଛି ଯେ ବୃକ୍ଷରେ ସାକ୍ଷାତ ଗଣେଷ ବାସ କରିଥାନ୍ତି ସେହି ବୃକ୍ଷ ର ନାମ ହେଉଛି ସେତ ଅରଖ ବା ଧଳା ଅରଖ ଗଛ ।ଏହି ଅରଖ ଗଛ ପ୍ରାୟ ଦୁଇ ପ୍ରକାର ହୋଇଥାଏ ଗୋଟିଏ ହେଉଛି ବାଇଗଣୀ ରଙ୍ଗର , ଅନ୍ୟଟି ହେଉଛି ଧଳା ରଙ୍ଗର ଅରଖ ଫୁଲ । ଏହି ଧଳା ରଙ୍ଗ ର ଅରଖ ଫୁଲ ଗଛରେ ଶ୍ରୀ ଗଣେଷ ବାସ କରିଥାନ୍ତି ଏଣୁ ଅରଖ ଗଛ ପୂଜା କରିବା ଅର୍ଥାତ୍ ଗଣେଶଙ୍କୁ ପୂଜା କରିବା ସମ୍ମାନ ହୋଇଥାଏ । ଏହି ଅରଖ ଗଛ ର ଫୁଲ ଶିବ ଏବଂ ଦେବୀ ଏବଂ ଗଣେଷ ,ସୂର୍ଯ୍ୟଙ୍କ ର ମଧ୍ୟ ପ୍ରିୟ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ଶେତ ଅରଖ ଗଛକୁ ଯଦି ମାଟିରେ ପୋତି ତାହା ମୂଳରେ ପାଣି ଏବଂ କ୍ଷୀର ଢାଳି ଏଗାର ବର୍ଷ ପର୍ଯ୍ୟନ୍ତ ପୂଜା କରାଯାଏ ତେବେ ଏହି ଅରଖ ଗଛର ଚେରରେ ଠିକ୍ ଶ୍ରୀ ଗଣେଷ ଙ୍କ ର ଆକୃତିର ରୂପ ନେଇଥାଏ ।ganesha

ଯେହେତୁ ଶ୍ରୀ ଗଣେଷ ଙ୍କ ର ଅସ୍ତିତ୍ବ ଏହି ଅରଖ ଫୁଲରେ ଥାଏ ତେଣୁ ଏହି ଗଛକୁ ଯଦି ଘର , ଅଫିସ୍ ,ଦକାନ ଏବଂ କାରଖାନା ଇତ୍ୟାଦି ରେ ଲଗାଇ ପୂଜା କଲେ ସମସ୍ତ ପ୍ରକାର ଦୁଃଖ ଦାସ ଦୂର ହୋଇଥାଏ । ଶ୍ରୀ ଗଣେଷ ହେଉଛନ୍ତି ବିଘ୍ନହରତା ଏଣୁ ଗୃହରେ ସମସ୍ତ ପ୍ରକାର ବିଘ୍ନ ଦୂର ହୋଇଥାଏ । ଏବଂ ଏହି ଶେତ୍ ଅରଖ କୁ ସ୍ଥାପନ କରିବା ଦ୍ୱାରା ଘର ,ଅଫିସ୍,ଦାକାନ୍ ର ବାସ୍ତୁ ଦୋଷ ଦୂର ହୋଇଥାଏ । ଯାହା ଫଳରେ କି ସଫଳତା କିମ୍ବା ଧନ ର ଅଭାବ ଦେଖା ଦେଇ ନ ଥାଏ । ଯେଁଉ ପରିବାରର ସଦସ୍ୟ ଯାନ ବାହନ ଚଲାଉ ଥାନ୍ତି ଅବା ସୈନ ବିଭାଗରେ ଥାନ୍ତି ଏହି ଶେତ ଅରଖ ଗଛ ପୂଜା କରନ୍ତୁ କାରଣ ଏହା ଦ୍ଵାରା ସମସ୍ତ ଦୁର୍ଘଟଣା ଟଳି ଯାଇଥାଏ ଏବଂ ବିଜୟ ମଧ୍ୟ କରିଥାଏ ।ଯେଁଉ ଘରେ ଏହି ଶେତ ଅରଖ ଗଛ ପୂଜା ପାଇଥାଏ ଯନ୍ତ୍ର ମନ୍ତ୍ର ତନ୍ତ୍ର ଶକ୍ତି ବା ଗୁଣି ଗରୁଡି କିଛିବି ବିଗାଡି ପାରି ନଥାଏ ।arakha

ଏବଂ ସ୍ବାମୀ ସ୍ତ୍ରୀ ମଧ୍ୟ ରେ ପିତା ପୁତ୍ର ମଧ୍ୟରେ ମନ ନଳିନୀ ର ସମସ୍ୟା ଦେଖା ଦେଇ ନ ଥାଏ । କୌଣସି ବାସ୍ତୁ ଜନିତ ଯଦି ଘର ତିଆରି ହୋଇପାରୁ ନ ଥାଏ ଅବା ଅଧାରୁ ରହି ଯାଇଥାଏ ତେବେ ସେହି ଘର ପାର୍ଶ୍ଵରେ ଅରଖ ଗଛ ଲଗାଇ ପୂଜା କଲେ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ସେହି ଘର ତୁରନ୍ତ ସମ୍ପୂର୍ଣ ହୋଇଯାଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *