ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବ୍ରାହ୍ମଣ ସହ କନ୍ୟା ଫେରାର କନ୍ୟାର ବିବାହ କରିବାକୁ ଆସି ବ୍ରାହ୍ମଣ ଫେରାର । ସାଧାରଣତଃ ଯେତେବଳେ ଏମିତି ଘଟଣା ଘଟିଥାଏ ଏହାର ଦୁଇଟି କାରଣ ଥାଏ । ପ୍ରଥମତ ସେମାନେ ସ୍ତିର ହୋଇଥିବା ଘର ଲୋକଙ୍କ ଦ୍ବାରା ସମ୍ପର୍କ କୁ ନେଇ ଖୁସି ନୁହନ୍ତି ।କିମ୍ବା ଦୂତୀୟ ରେ ସେମାନେ ଅନ୍ୟ କାହା ସହ ସମ୍ପର୍କ ରଖିଛନ୍ତି କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବିବାହ ମଣ୍ଡପରେ କନ୍ୟା ବ୍ରାହ୍ମଣ ସହ ଫେରାର ହୋଇଯାଇଛି । ଅବଶ୍ୟ ଆପଣ ଏପରି ଖବର କେବେ ଶୁଣି ନଥିବେ ଏହାକୁ ବିଶ୍ୱାସ କରିବା ବହୁତ୍ କଷ୍ଟ କିନ୍ତୁ ଏହା ସତ୍ୟ ଅଟେ ମଧ୍ୟପ୍ରଦେଶ ର ସିରୁଙ୍ଗ୍ ର ଟରି park ରେ ରହୁଥିବା 21ବର୍ଷ ରେ ସୁଷମା ବିବାହ ମଣ୍ଡପ ରୁ ବିବାହ କରିବାକୁ ଆସିଥିବା ବ୍ରାହ୍ମଣ ଙ୍କ ସହ ବିବାହ କରି ପଳେଇ ଯାଇଥିଲେ ।ଆସନ୍ତୁ ଜାଣିବା କିପରି ଏହା ଘଟିଥିଲା ବାସ୍ତବରେ 7ମେ ମାସରେ ସୁଷମା ନିକଟସ୍ଥ ବସୂଳା ଗାଁ ର ଜଣେ ବ୍ୟକ୍ତି ଙ୍କୁ ବିବାହ କରିଥିଲେ ।
ଏହି ବିବାହ କରିବ ପାଇଁ ବିନୋଦ ମହାରାଜ ବୋଲି ଜଣେ ପଣ୍ଡିତ ଙ୍କୁ ଡକାଯାଇଥିଲା ବିନୋଦ ଗାଁରେ ଏକ ମନ୍ଦିରରେ ପୁରହିତ ଭାବରେ ପୂଜା କରନ୍ତି ବିନୋଦ ସୁଷମା ଏବଂ ସେହି ଯୁବକ ଙ୍କ ସହ ବିବାହ କରାଇଥିଲେ ଏବଂ ବିବାହ ସରିବା ପରେ ସୁଷମା ତାଙ୍କ ଶାଶୁ ଘରକୁ ଗଲେ । ବିବାହ ର ତିନିଦିନ ପରେ ସୁଷମା ରହିବାକୁ ତାଙ୍କ ବାପା ଘରକୁ ଆସିଥିଲା ଏହି ସମୟରେ 23 ମେ ରେ ଏଠାରେ ଦୂତିୟ ବିବାହ ହେବାକୁ ଅନୁଷ୍ଠିତ ଥିଲା । ପଣ୍ଡିତ ବିନୋଦ ମହାରାଜ ମଧ୍ୟ ଏହି ବିବାହ କରିବାକୁ ଯାଉଥିଲେ ତେବେ ବିବାହ ରାତିରେ ସେମାନେ ଆସିଥିଲେ ଏଭଳି ପରିସ୍ଥିତି ରେ ସେମାନେ ସମସ୍ତଙ୍କୁ ଖୋଜିଥିଲେ । ସୁଷମା ମଧ୍ୟ ଘରୁ ନିଖଜ୍ ଥିଲେ ଏହି ପରିସ୍ଥିତି ରେ ଲୋକେ ସନ୍ଦେୟ ଜଣକ ହୋଇ ପୋଲିସ ନିକଟକୁ ଯାଇଥିଲେ ।
ଅର୍ଥାତ୍ ମେ 7 ରେ ଯେ ପଣ୍ଡିତ ସୁଷମା ଙ୍କ ପୁତ୍ର ବିବାହ କରିଥିଲେ ମେ 23 ସେ ତାଙ୍କ ସହ ପଳାଇ ଯାଇଥିଲେ । ପଣ୍ଡିତ ପୂର୍ବରୁ ବିବାହିତ ଓ ତାଙ୍କର ଦୁଇଟି ପୁତ୍ର ଅଛି ।ତେବେ ସୁଷମା ଓ ପଣ୍ଡିତ ପଳାଇଗଲା ପରେ ପଣ୍ଡିତ ଙ୍କ ସ୍ତ୍ରୀ ବି ନିଖାଜ ଥିଲେ । ପରେ ପୋଲିସ ଜାଣିବାକୁ ପାଇଲା ଯେ ବିନୋଦ ପଣ୍ଡିତ ଏବଂ ସୁଷମା ଙ୍କ ଗତ ଦୁଇବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।