କଣ ବର୍ଷା ଦେବେ ରାଜନୀତିରେ ଯୋଗ , ଜାଣନ୍ତୁ କଣ ରହିଛି ଖବର

brasha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ସବୁ ଆଡେ ଚାଞ୍ଚଲ୍ୟ କର ଘଟଣା ଦେଖିବା ପାଇଁ ମିଳିଛି ବର୍ଷା ଙ୍କ ଫୋଟ ରେ ଅନୁଭବ ଙ୍କୁ ଅଣଦେଖା କରି କମେଣ୍ଟ କରିରେ ମୂଖ୍ୟ ମନ୍ତ୍ରୀ ନବିନ୍ ପଟ୍ଟନାୟକ , ତେବେ ଏହି ଉପରେ ଆସନ୍ତୁ ଜାଣି ନେବା କଣ ରହିଛି ସଂମ୍ପର୍ଣ୍ଣ ଖବର ତେବେ ଏହି ବିଷୟ ରେ ଜାଣିବା ପାଇଁ ଆପଣ ମାନେ ପୋଷ୍ଚ କୁ ସେଷ ଯାଏ ପଢନ୍ତୁ । ସେମିତି ରେ ଆପଣ ମାନେ ଜାଣି ଥିବେ କିଛି ଦିନ ତଳେ ମୂଖ୍ୟ ମନ୍ତ୍ରୀ ଙ୍କ ଜନ୍ମ ଜାଇ ଥିବା ବେଳେ ସେ ଏହି ଦିନ ରେ 75 ବର୍ଷ ରେ ପାଦ ଦେଇଛନ୍ତି , ଏବଂ ବର୍ତମାନ ସମୟ ରେ ଏତେ ବୟସ ହୋଇ ଥିବା ବେଳେ ବି ସେ ସଂମ୍ପର୍ଣ୍ଣ ଭାବେ ସୁଦୃଢ ଅଟନ୍ତି , ଏବଂ ଏହି ଦିନ ରେ ତାଙ୍କର ଜନ୍ମ ଦିନ କୁ ନେଇ କେନ୍ଦ୍ରା ପଡା ସଂଶାଦ ଏବଂ ବର୍ଷା ପ୍ରିୟଦର୍ଶନୀ ସୁବେଚ୍ଛା ଜଣେଇ ଥିବା ବେଳେ ଅନୁଭବ ଙ୍କୁ କୈଣସି ବି ରିପ୍ଲାଏ ଦେଇ ନ ଥିଲେ ନବୀନ ହେଲେ ଏଠାରେ ବର୍ଷା ପ୍ରିୟଦର୍ଶନୀ ଙ୍କୁ ତାଙ୍କର କମେଣ୍ଟ ଜରିଆରେ ରିପ୍ଲାୟ ଦେଇ ଥିବାର ଦେଖିବା ପାଇଁ ମିଳି ଥିଲେ ।anubhav

ଏବଂ ଏହା ପରେ ପରେ ଏହି ଖବର ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି , ଏବଂ ଏପଟେ ବର୍ଷା ଏବଂ ଅନୁଭବ ଙ୍କ ପାରିବାରିକ ମାମଲା ଏବେ ସୁପ୍ରିମ୍ କୋର୍ଟ ରେ ରହିଛି , ଏବଂ ଆଜି ବର୍ଷା ଙ୍କ ପକ୍ଷ ରୁ କରା ଜାଇ ଥିବା ଟ୍ରାନ୍ସଫର୍ ପିଟିସନ ର ସୁଣାଣୀ ହୋଇ ଥିବା ବେଳେ ସର୍ବଚ୍ଚୋ ନ୍ୟାୟଳୟ ଅନୁସାରେ ଏହି ମାମଲା ର ସମାଧାନ କରିବା ପାଇଁ ଏହି ଦିନ ରେ କୁହା ଜାଇଛି । ବର୍ଷା ସୁପ୍ରିମ୍ କୋର୍ଟ ରେ ଆବେଦନ କରି ଥିଲେ ହେଲେ ଅନୁଭବ ଦିଲ୍ଲୀ ର ପଟିିଆଲ୍ଲା କୋର୍ଟ ରେ ଆବେଦନ କରି ଥିଲେ ।brasha

ହେଲେ ଏବେ ଏହି ପାରିବାରିକ ମାମଲା କୁ କଟକ ପାରିବାରିକ କୋର୍ଟ କୁ ସ୍ଥାନାସ୍ତର କରିବା ପାଇଁ ପିଟିସନ ଦାଖଲ କରି ଥିବା ବେଳେ ଏହି ନେଇ ଏହି ଦିନରେ ସୁଣାଣି ହୋଇ ଜାଇଛି ତେବେ ଏହି କେସ୍ କୁ ବର୍ତମାନ ସମୟରେ କଟକ ସ୍ଥିତ ନ୍ୟୟଳୟ ରେ ହିଁ ସମାଧାନ କରା ଯିବାକୁ କୋର୍ଟ ନିସ୍ପତି ଦେଇଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *