ଜହ୍ନୀ ଖାଇଲେ ଭଲ ହୋଇଥାଏ ଜଣ୍ଡିଶ ରୋଗ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଡି ବଗିଚା ରେ ହେଉ ଥିବା ଜହ୍ନୀ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇ ଥାଏ , ଆମ ମାନଙ୍କ ବାଡ଼ି ବଗିଚା ରେ ଖାସ୍ କରି ଖରା ଦିନ ମାନଙ୍କ ରେ କଖାରୁ ସହିତ ଜହ୍ନୀ ବି ରୋପଣ ଆମେ ମାନେ କରି ଥାନ୍ତି , ଏବଂ ଏହା ସେବନ କରିବା ବି ବହୁତ ରୁଚିକର ଅଟେ ଏବଂ ବହୁତ ଲୋକ ମାନଙ୍କୁ ଏହା ପସନ୍ଦ ଆସି ଥାଏ । ଏହା ସେବନ କରିବା ଯେତେ ସ୍ୱାଦିଷ୍ଟ ହୋଇ ଥାଏ ସେହି ପରି ଶରୀର ର ରୋଗ ନିରାକରଣ କରିବାରେ ଏହା ବହୁତ ପରିମାଣ ରେ ସାହାଯ୍ୟ କରେ ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଜହ୍ନୀ ର କିଛି ଉପକାରୀତା ବିଷୟ ରେ ଆପଣ ମାନଙ୍କ ଠାରେ କଥା ହେବା , ଏହି ଥିରେ ସାଚୁରେଟ୍ ଫେଟ୍ ତଥା କୋଲଷ୍ଟ୍ରଲ କୁ କୋଣ୍ଟ୍ରଲ କରୁ ଥିବା ତତ୍ୱ ର ପରିମାଣ କମ୍ ପରିମାଣ ରେ ରହି ଥିବା ହେଉ ଡାଇଟିଂ କରୁ ଥିବା ଲୋକ ମାନେ ଏହାର ସେବନ ବହୁତ ପରିମାଣ ରେ କରି ଥାନ୍ତି ।jhani

ଏହା ସହଜ ରେ ହଜମ କ୍ରିୟା ହୋଇ ଥାଏ , ଏହି ଥିରେ ଜିଙ୍କ୍ ,ଆଇରନ୍ , ରାଇଫୋବିନ୍ , କ୍ୟଲସିୟମ୍ , ଆୟାମିନ୍ ପରି ବହୁତ ପୋଷକ ତତ୍ୱ ମାନ ରହି ଥାଏ , ଜାହା ଫଳ ରେ ଆପଣ ମାନଙ୍କ କଷ୍ଟ କାଠିନ୍ୟ ଏବଂ ଅର୍ଶ ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଦୂରିଭୂତ କରେ , ସେହି ପରି ବନ୍ଧୁଗଣ ଏହି ଥିରେ ରହି ଥିବା ବିଟା କେରେଟିନ୍ ଆମ ମାନଙ୍କ ଦୃଷ୍ଟି ଶକ୍ତି ବଢେଇବାରେ ବହୁତ ପରିମାଣ ରେ ସାହାଯ୍ୟ କରେ । ଋତୁ ଅନୁସାରେ ଜହ୍ନୀ ର ସେବନ କରିଲେ ପେଟ ର ଜାବତିୟ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରି କରଣ ହୋଇ ଥାଏ , ଏହା ରକ୍ତ ସଫା କରିବାରେ ବହୁତ ମାତ୍ରା ରେ ସାହାଯ୍ୟ କରେ , ଏହାର ପତ୍ର ଏବଂ ମଞୀ ବାଟି କରି ଜାଯୁ କୁଣ୍ଡିଆ ଆଦି ସମସ୍ୟା ଆପଣ ମାନଙ୍କର ସଂମ୍ପର୍ଣ୍ଣ ଭାବେ ଦୂରି କରଣ ହୋଇ ଥାଏ ।ridge

ଜହ୍ନୀ ର ଜୁସ୍ ଆପଣ ମାନେ ଖାଲି ପେଟ ରେ ସେବନ କରିଲେ ଆପଣ ମାନଙ୍କ ର ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ଏହା ପ୍ରଚୁର ପରିମାଣ ରେ ସାହାଯ୍ୟ କରେ, ତଥା ଆମ ମାନଙ୍କ ଶରୀର ରେ ରହି ଥିବା ଏସିଡିଟ୍ , ଏବଂ ଅଲସର୍ ସମସ୍ୟା କୁ ସଂମ୍ପର୍ଣ୍ଣ ଭାବେ ଦୂରି କରଣ କରି ଥାଏ ଏହି ଜହ୍ନୀ , ଯଦି ଆପଣ ମାନଙ୍କୁ ବିଭିନ୍ନ ସମୟ ରେ ଜଣ୍ଡିସ୍ ଭଲି ସମସ୍ୟା ଦେଖିବା ପାଇଁ ମିଳୁଛି ତେବେ ଆପଣ ମାନେ ଏହି ଜହ୍ନୀ ର ଜୁସ୍ ସେବନ କରନ୍ତୁ ଆପଣ ମାନଙ୍କୁ ଏହା ଆରାମ୍ ଦେଇ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *