ବିଶେଷଜ୍ଞ ଙ୍କ କହିବାନୁଯାୟୀ ଯେଉଁ ମହିଳା ମାନଙ୍କର କମ ସମୟ ପର୍ଯ୍ୟନ୍ତ ପିରିୟଡ଼ ହୋଇଥାଏ । ସେମାନଙ୍କର ଗର୍ଭଧାରଣ ହେବା ସମ୍ଭାବନା ରହିଥାଏ । ବିଶେଷଜ୍ଞ ଙ୍କ ମତରେ ମହିଳାମାନଙ୍କ ଗର୍ଭାଶୟରେ ବିର୍ଯ୍ୟ 7ଦିନ ପର୍ଯ୍ୟନ୍ତ ଜୀବିତ ରହିଥାଏ । ଏଣୁ ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ନରଖିବାପାଇଁ ଉପଦେଶ ଦିଆଯାଇଛି । ଯୌନ ବିଶେଷଜ୍ଞ ଙ୍କ ମତରେ ମାସିକ ଧର୍ମ ସମୟରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ସେକ୍ସ କରିବାକୁ ବାରଣ କରାଯାଇଥାଏ । ମହିଳାମାନେ ଭାବିଥାନ୍ତି ଯେ ଏହି ସମୟରେ ସେକ୍ସ କରିବା ଦ୍ୱାରା ବୀର୍ଯ୍ୟ ରକ୍ତ ମାଧ୍ୟମରେ ବାହାରକୁ ବାହାରି ଆସିଥାଏ ଓ ସେମାନେ ଗର୍ଭବତୀ ହେବାରୁ ବର୍ତ୍ତି ଯାଆନ୍ତି କିନ୍ତୁ ଏହା ସାଧାରଣତଃ ଭୁଲ ଭାବନା।
ଋତୁସ୍ରାବ ସମୟରେ ସମ୍ପର୍କ ରଖିଲେ ମହିଳା ମନେ ପ୍ରେଗନାଣ୍ଟ ହୋଇନଥାନ୍ତି। ଯଦି ଆପଣ ଏହା ଭାବୁଛନ୍ତି ସାଧାରଣତଃ ଏହା ହୋଇନଥାଏ ଆପଣ ଏପରି କରିବାଦ୍ୱାରା ଗର୍ଭବତୀ ହୋଇପାରିବେ । କିନ୍ତୁ ଯଦି ଆପଣ ନିଜର ମାସିକ ଧର୍ମ ସମୟରେ କଣ୍ଡୋମ ବ୍ୟବହାର କରନ୍ତି ଓ ପ୍ରୋଟେକ୍ସନ ବ୍ୟବହାର କରିଥାନ୍ତି ତାହେଲେ ଆପଣ ଗର୍ଭବତୀ ହେବାରୁ ବର୍ତୀ ଯାଆନ୍ତି ।କିନ୍ତୁ କିଛି ତଥ୍ୟ ଅନୁଯାୟୀ କୁହାଯାଇଛି କି ଏହି ସମୟରେ ଶାରୀରିକ ସମ୍ବନ୍ଧ କରିବା ଫଳରେ ମହିଳାମାନେ ଗର୍ଭବତୀ ହୋଇନଥାନ୍ତି । କିନ୍ତୁ କଣ ଏହା ସତ ଯେ ମାସିକ ଧର୍ମ ସମୟରେ ଶାରୀରିକ ସମ୍ବନ୍ଧ ରଖିଲେ ଗର୍ଭବତୀ ହୋଇନଥାନ୍ତି । ଆସନ୍ତୁ ସବୁକିଛି କଥା ଏହି ବିଷୟରେ ଆମେ ଆଲୋଚନା କରିବା ଓ କିପରି ଏଥିରୁ ବର୍ତିପାରିବା ଏହି ସମ୍ପର୍କରେ ଆଲୋଚନା କରିବା ।
ଶାରୀରିକ ସମ୍ବନ୍ଧ ଏକ ସାମାଜିକ ପ୍ରକ୍ରିୟା ହୋଇଥାଏ ନିଜର ବଂସକୁ ଆଗକୁ ନେବାପାଇଁ ,ସ୍ୱାମୀ ଓ ସ୍ତ୍ରୀ ଏହି ପଦକ୍ଷେପ ନେଇଥାନ୍ତି।ଯଦି ଯେକୌଣସି ସମୟରେ ମହିଳାମାନଙ୍କର ଋତୁସ୍ରାବ ହେଉଥାଏ ତାହେଲେ ଯଦି ଆପଣ ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ତାହେଲେ ଆପଣ ଗର୍ଭବତୀ ହୋଇନଥାନ୍ତି । ମାସିକ ଧର୍ମର 14 ଦିନ ପୂର୍ବରୁ ମହିଳାମାନଙ୍କର ଗର୍ଭ ଧାରଣ କରିବାର ସମସ୍ୟା ପ୍ରଚୁର ରହିଥାଏ ।
କିନ୍ତୁ ମହିଳାମାନେ ଭାବନ୍ତି କି ଏହି ମାସିକ ଧର୍ମ ସମୟରେ ସେମାନେ ଶାରୀରିକ ସମ୍ବନ୍ଧ ରଖିଲେ ପୁରୁଷ ଙ୍କ ବିର୍ୟ ତାଙ୍କ ମହିଳା ଙ୍କ ରକ୍ତ ସହ ବାହାରକୁ ବାହାରି ଆସିଥାଏ । କିନ୍ତୁ ବିଶେଷଜ୍ଞ ମାନଙ୍କ ମତରେ ଏହା ଭାବିବା ଭୁଲ ଅଟେ ମାସିକ ଋତୁସ୍ରାବ ସମୟରେ ସେକ୍ସ କଲେ ମଧ୍ୟ ଆପଣ ଗର୍ଭବତୀ ହୋଇଥାନ୍ତି ତେଣୁକରି ଆପଣଙ୍କୁ କଣ୍ଡୋମ ବ୍ୟବହାର କରି ଏହି ସମୟରେ ସେକ୍ସ କରିବା ଉଚିତ । ସେମାନେ ପ୍ରତିମାସରେ ପ୍ରାୟ ସମୟ ଶାରୀରିକ ସମ୍ପର୍କ ରଖିଥାନ୍ତି କିନ୍ତୁ ମାସରେ କିଛି ଏମିତି ଦିନ ଆସିଥାଏ ଯେଉଁ ସମୟ ମହିଳାମାନଙ୍କର ମାସିକ ଧର୍ମ ହୋଇଥାଏ ଓ ଏହି ସମୟରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ରହିନଥାଏ ଓ ଉଭୟ ଏଥିପ୍ରତି ବହୁତ ସଚେତନ ମଧ୍ୟ ରାହିଥାନ୍ତି ।
ତେବେ ସ୍ୱାସ୍ତ୍ୟ ସମନ୍ଧୀୟ ପ୍ରତିଟି ଖବର ସର୍ବ ପ୍ରଥମେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।