ମାଡି ଆସୁଛି ବଡ ବର୍ଷା । ଏହି ସବୁ ଜିଲ୍ଲାରେ ହେବ ପ୍ରଳୟ

rainy

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସୁଛି ବଡ ଧରଣ ର ବର୍ଷା ତଳିଆ ଅଞ୍ଚଳ ରେ ଉପୁଜି ପାରେ ବଡ ଧରଣ ର ବିପତ୍ତି , ହୋଇ ପାରେ ବଡ ଧରଣ ର ଭୁସ୍ଖଳନ ସେଥି ପାଇଁ ସାବଧାନ ରୁହନ୍ତୁ , କାରଣ ଏହି ଦିନ ରେ ବୋଙ୍ଗପ ସାଗରେ ସୃଷ୍ଟି ହୋଇ ଥିବା ଘୃର୍ଣ୍ଣିଂ ବଳୟ ଏହି ଦିନ ରେ ଲଘୁଚାପ ର ରୂପ ନେଇ ସାରିଛି , ଏହାର ପ୍ରଭାବ ରେ ରାଜ୍ୟ ରେ ମଧ୍ୟମ ରୁ ବିଷଣ ପରିମାଣ ରେ ବର୍ଷା ହେବାର ସମ୍ଭାବନା ରହିଛି , ଏବଂ ଏହି ଉପରେ ଆଞ୍ଚଳିକ ପାଣି ପାଗ ବିଭାଗ ର ସୂଚନା ରହିଛି କି ଆସନ୍ତା କାଲି ଠାରୁ କୋରାପୁଟ୍ କେନ୍ଦ୍ର ପଡା , ରାୟଗଡା , ଗଞାମ୍ , ଏବଂ ଗଜପତି ଜିଲ୍ଲା ରେ , ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି , ଏହାକୁ କୁ ଦୃଷ୍ଟି ରେ ରଖି କରି ଏହି ପାଞ୍ଚଟି ଜିଲ୍ଲା ପାଇଁ ୟୋଲ ୱାର୍ଣ୍ଣଂ ଜାରି କରା ଜାଇଛି। ସେମିତି ରେ 21 ତାରିଖ ବେଳକୁ ବର୍ଷା ର ପରିମାଣ ରେ ବୃଦ୍ଦି ହେବାର ଦେଖିବା ପାଇଁ ମିଳିବ , ଏହି ଦିନ ରେ ଗଞାମ୍ ଏବଂ ଗଜପତି ଜିଲ୍ଲା ରେ ବିଷଣ ପରିମାଣ ରେ ବର୍ଷା ର ଆସଂଙ୍କା ରହି ଥିବାରୁ , ଅରେଞ୍ ୱାର୍ଣ୍ଣିଂ ଜାରି କରା ଜାଇଛି ।rain

ତାହା ସହିତ ମାଲକାନା ଗିରି , ରାୟଗଡା , କଳାହାଣ୍ଡୀ , ଏବଂ ପୁରୀ ଜିଲ୍ଲା ପାଇଁ ମଧ୍ୟ ସତର୍କ ସୂଚନା ଦିଆ ସରିଛି ଏବଂ ଏହି ଠାର ପ୍ରଶାସନ କୁ ସଜାଗ୍ ରହିବା ପାଇଁ କୁହା ଜାଇଛି ।19 ରେ ଆସୁ ଥିବା ଲଘୁଚାପ କୁ ନେଇ ଚିଠି ଲେଖିଲେ SRC ଲଘୁଚାପ ଯୋଗୁଁ ପ୍ରଭାବିତ ହେଉ ଥିବା ସମସ୍ତ ଜିଲ୍ଲାପାଳ ମାନଙ୍କୁ ସଜାଗ୍ ରହିବା ପାଇଁ କହିଛନ୍ତି ଚିଠି ରେ ଦକ୍ଷିଣ ଓଡ଼ିଶା ର ନଦୀ ନାଳ ରେ ଜଳ ସ୍ଥର ବଢିବାର ଆଶଂକା ରହିଛି । 19 ରୁ 21 ତାରିଖ ଯାଏ ପ୍ରବଳ ମାତ୍ରା ରେ ବର୍ଷା ସମ୍ଭାବନା ରହି ଥିବାରୁ ଏହି ଦିନ ରେ ଚିଠି ଲେଖି କରି ,ସଜାଗ ରହିବାକୁ ଦେଲେ ପରାମର୍ଶ ସେହି ପରି ପାଣି ମାଡିବା ଏବଂ ଭୁସ୍ଖଳନ ସ୍ଥିତି ର ମୁକାବିଲା ପାଇଁ ଏହି ଦିନ ରେ ସଜାଗ ରହିବା ପାଇଁ ଦେଇଛନ୍ତି ପରାମର୍ଶ ।heavy rain

ସେହି ପରି ଏହି ଦିନ ରେ ବର୍ଷା ସ୍ଥିତି କୁ ଆଖି ଆଗରେ ରଖି କରି 5 ଟି ଜିଲ୍ଲା କୁ ୟୋଲ ୱାର୍ଣ୍ଣିଂ ଜାକି କରା ଜାଇଛି ତେବେ ସେହି ଜିଲ୍ଲା ଗୁଡିକ ହେଲେ ମାଲକାନା ଗିରି , କୋରାପୁଟ୍ , ଗଞାମ୍ ଏବଂ ଗଜପତି ଜିଲ୍ଲା ପାଇଁ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *