କେଉଁ ସ୍ଥାନରେ ସ୍ୱାମୀ ଓ ସ୍ତ୍ରୀ ସମ୍ପର୍କ ରଖିବା ଉଚିତ ନୁହେଁ।

a4

ନମସ୍କାର,ଆମେ ଆପଣ ମାନଙ୍କୁ ସ୍ୱାଗତ ଜଣାଉଛୁ । ଆମ ହିନ୍ଦୁ ଧର୍ମ ଗ୍ରନ୍ଥରେ ସବୁ ସମସ୍ୟାର ସମାଧାନ ବର୍ଣ୍ଣନା ହୋଇ ଅଛି।ଯେମିତିକି ପରିବାରର ଝଗଡା ବଢ଼ୁଥିବ, ଧନର କୌଣସି ଅଭାବ ଚାଲିଥିବ ବା ଅଧିକ ଦିନ ପର୍ଯ୍ୟନ୍ତ କୌଣସି ରୋଗ ଲାଗିରହିଥିବ ଓ ସ୍ବାମୀ ସ୍ତ୍ରୀ ଭିତରେ ଝଗଡା ଝାଟି ଲାଗିରହିଥିବା। ଏ ସବୁକୁ ଆମେ ଶାସ୍ତ୍ର ଓ ଧର୍ମ ଗ୍ରନ୍ଥ ଅନୁସାରେ ଆମେ ଝଗଡା ଝାଟିକୁ ଭଲ କରି ପାରିବା।ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କଥା କହିବାକୁ ଯାଉଛୁ ଯାହା ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ଅଛି।

ଆମେ ଯଦି ଏହି ଭଳି ୮ ଟା ଜାଗା ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ଆପଣ ସ୍ୱାମୀ ସ୍ତ୍ରୀ ଭିତରେ ଏହି ସ୍ଥାନରେ ସମ୍ବନ୍ଧ ରଖିଲେ ସେମାନଙ୍କ ଭିତରେ ଭଲ ସମ୍ପର୍କ ସ୍ଥାପନ ହୋଇ ପାରି ନଥାଏ।

love

୧.ପବିତ୍ର ନଦୀ ଭିତରେ ବା ନଦୀ ପାଖରେ ଏକାମ କରିବା ଦ୍ୱାରା ଆପଣ ନିଜେ ପାପର ଭାଗୀଦାରୀ ହୋଇଥାଆନ୍ତି,କାରଣ ପବିତ୍ର ଜଳକୁ ଆମ ସମସ୍ତେ ପୂଜା କରିଥାଉ ତେଣୁ ଆପଣ ଏହି ଭଳି କାର୍ଯ୍ୟ କରିବା ଦ୍ୱାରା ଆପଣ ପାପର ଭାଗିଦାରୀ ହୋଇଥାନ୍ତି ଓ ସ୍ୱାମୀ ସ୍ତ୍ରୀ ଭିତରେ ଦୁରତା ବଢିଥାଏ।

୨.ଅଗ୍ନି ପାଖରେ,ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଅଗ୍ନିକୁ ବେବତା ଭାବେ ପୂଜା କରିଥାଉ ଯାହା ଦ୍ୱାରା ଆମେ ଅଗ୍ନି ପାଖରେ ସ୍ୱାମୀ ସ୍ତ୍ରୀ ଭିତରେ ଏହି ସମ୍ଵନ୍ଧ ବିବେଇବା ଉଚିତ ନୁହେଁ ଯାହାଫଳରେ ସ୍ୱାମୀ ସ୍ତ୍ରୀ ଭିତରେ ଭଲ ସମ୍ପର୍କ ରହି ପାରେ ନାହିଁ ଓ ସେମାନଙ୍କ ଭିତରେ ଦୂରତା ବିଢ଼ିଥାଏ।

love

୩.କେଉଁ ଅନ୍ୟ ବ୍ୟକ୍ତିଙ୍କ ଘରେ,ନିଜ ସାଙ୍ଗ,ବନ୍ଧୁ,ସମ୍ପର୍କୀୟ ଓ ଅନ୍ୟ ମାନଙ୍କ ଘରେ ସ୍ୱାମୀ ଓ ସ୍ତ୍ରୀ ମାନେ ଶାରୀରିକ ସମ୍ଵନ୍ଧ ବନେଇବା ଉଚିତ ନୁହେଁ।ବିଷ୍ଣୁ ପୁରାଣ ଅନୁସାରେ ଏମିତି କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଧୀରେ ଧୀରେ ପରସ୍ପର ପାଖରୁ ଦୁରେଇ ବାକୁ ଲାଗନ୍ତି।

୪.ରୋଗ ଶଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ,ଯଦି ଆପଣଙ୍କ ଘରେ କିମ୍ବା ମେଡିକାଲରେ ଯଦି ଆପଣଙ୍କ କୌଣସି ସମ୍ପର୍କୀୟ ଓ ବନ୍ଧୁ ବଡ଼ ରୋଗରେ ପୀଡିତ ହୋଇଥାନ୍ତି ତାଙ୍କ ପାଖରେ ସମ୍ଵନ୍ଧ ରଖିବା ଉଚିତ ନୁହେଁ ଯାହାଦ୍ୱାରା ଆପଣ ଓ ଆପଣଙ୍କ ସ୍ତ୍ରୀ ବହୁତ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।

୫.ମନ୍ଦିର ପରିସରରେ ଆପଣ ଓ ଆପଣଙ୍କ ସାଥି ମନ୍ଦିର ପରିସରରେ ଏଭଳି କାମ କରିବା ଉଚିତ ନୁହେଁ ଯାହା କରିବା ଦ୍ବାରା ଆମର ମହାପାପ ହୋଇଥାଏ।ମନ୍ଦିରରେ ସ୍ୱାମୀ ଓ ସ୍ତ୍ରୀକୁ ଭଲ ଅବସ୍ଥାରେ ରହିବ ଆଵଶ୍ୟକ ହୋଇଥାଏ।

love

୬.ସ୍ମସାନ ପରିଶାର,ଆପଣ କୌଣସି ସ୍ଥାନରେ ଯଦି ସ୍ମଶାନ ଅଛି ତାହେଲେ ଆପଣ ସେଠାରେ ଶାରୀରିକ ସମ୍ବନ୍ଧ ରଖିବା ଆଵଶ୍ୟକ ନୁହେଁ।ଯାହାଦ୍ୱାରା ସ୍ମଶାନରୁ ଆସୁଥିବା ନକାରାତ୍ମକ ଉର୍ଯା ସେ ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ଖରାପ କରି ଦେବ।

୭.ଋଷି ଓ ମୁନି ମାନଙ୍କ ପାଖରେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ କାରଣ ଏମାନେ ପୂଜନିୟ ଅଟନ୍ତି ଏମିତି କରିବା ଦ୍ୱାରା ଆମେ ଅନେକ ପାପର ଭାଗିଦାରୀ ହୋଇଥାନ୍ତି।

୮.ଗୋଲାମ ରହିବା ଘରେ ଆପଣ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।ଆପଣ ଏମିତି କରିବା ଦ୍ୱାରା ଆପଣଙ୍କ ସ୍ୱାମୀ ଓ ସ୍ତ୍ରୀ ଭିତରେ ମନାନ୍ତର ଓ ମତାନ୍ତର ଲାଗି ରହିଥାଏ ଓ ସ୍ବାମୀ ଓ ସ୍ତ୍ରୀ ଭିତରେ ଝଗଡା ଝାଟି ସୃଷ୍ଟି ହୋଇଥାଏ।

Leave a Reply

Your email address will not be published. Required fields are marked *