ଦାନ୍ତ ସଫା କରିବା ର ଘରେଇ ଉପଚାର ଜଲଦୀ ଦେଖନ୍ତୁ ।

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ର ଦୁନିଆଁ ବହୁତ ପରିମାଣ ରେ ବଦଳି ଜାଇଛି ,ବଦଳୁ ଥିବା ଲୋକ ମାନଙ୍କ ସହିତ ବଦଳୁ ଥିବା ଜିବନ ଶୈଳି ବି ବଦଳି ଜାଇଛି , ଯଦି ବର୍ତମାନ ସମୟରେ କାହାକୁ ଶରୀର ରେ କୈଣସି ବି ଅସୁବିଧା ହୋଇ ଥାଏ ତେବେ ସେମାନେ ଏଲାପାଥି ର ଔଷଧ ଉପରେ ନିର୍ଭର କରନ୍ତି । କିନ୍ତୁ ଭାରତ ରେ ପ୍ରଥମେ ଏହାର ପ୍ରଚଳନ ହେଉ ନ ଥିଲା ସବୁ ରୋଗ ର ଚିକିତ୍ସା ଆୟୁରବେଦ ହିସାବ ରେ ହିଁ ହେଉ ଥିଲା ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଦାନ୍ତ କୁ ସଫା ରଖିବାର କିଛି ଘୋରଇ ଉପଚାର ଏବଂ ଉପାୟ ବିଷୟ ରେ କହିବା ପାଇଁ ଆସିଛୁ । ତେବେ ପ୍ରଥମେ ଯଦି ଆପଣ ମାନେ କୈଣସି ଗରମ ଜିନିଷ ର ସେବନ କରି ସାରିବା ପରେ ଆପଣ ମାନେ କେବେ ବି ଥଣ୍ଡା ପାଣି ଦ୍ୱାରା ପାଟି କୁ କୋଳି କରନ୍ତୁ ନାହିଁ , ସେହି ପରି ଦୁଇ ରେ ମିଠା ଜିନିଷ ଖାଇବା ପରେ ଭଲ କରି କୋଳି କରି ମୁହଁ ଧୋଇବା ଆବଶ୍ୟକ ଅଟେ ।teeth

ପୂର୍ଣ୍ଣ ଆହାର ପରେ ଭଲ କରି ମାଢି ରେ ଆଙ୍ଗୁଳି ଦ୍ୱାରା ଧିରେ ଧିରେ ସଫା କରିବା ଆବଶ୍ୟକ ଅଟେ , ସବୁ ଦିନ ସଂମ୍ପର୍ଣ୍ଣ ଖାଦ୍ୟ ର ସେବନ ପରେ ବି ଆପଣ ମାନେ ମୁହଁ ଭିତର କୋଳି କରି ସଫା କରିବା ନିହାତି ଆବଶ୍ୟକ ଅଟେ । ରାତି ରେ ଶୋଇବା କୁ ଗଲା ବେଳେ ଆପଣ ମାନେ ବ୍ରସ୍ କରନ୍ତୁ ଏବଂସେହି ପରି ଭାବେ ସକାଳୁ ଉଠିବା ମାତ୍ରକେ ସମସ୍ତେ ଦାନ୍ତ ସଫା କରିବା ପାଇଁ ଚେଷ୍ଟା କରନ୍ତୁ , ଯେଉଁ ମାନଙ୍କର ପାଇରିଆ ହୋଇ ଦାନ୍ତ ମୂଳ ଫୁଲି ଥାଏ ସେମାନେ ସବୁ ବେଳେ ଖାଦ୍ୟ ଖାବବା ପୂର୍ବ ରୁ ଏବଂ ପରେ ନିଶ୍ଚିତ ଭାବେ ଆଙ୍ଗୁଳି ଦେଇ ସଫା କରି ଦେବା ଆବଶ୍ୟକ ଅଟେ ସେହିଥିରେ ରକ୍ତ ଏବଂ ପୁଜ ପଡିଲେ ମଧ୍ୟ ଏହା କ୍ରମେଶେ କମି କମି ଜାଇ ଥାଏ ।teeth

ଯେଉଁ ମାନେ ବ୍ରସ୍ ବା ଦାନ୍ତ କାଠି ର ବ୍ୟବହାର କରି ନ ଥାନ୍ତି ସେମାନେ ଖଡି ମାଟି ବା ବାଲିଆ ମାଟି ର ବ୍ୟବହାର କରନ୍ତି ସେମାନେ ସେହି ମାଟି ସହିତ ସାମାନ୍ୟ କର୍ପୂର ମିଶେଇ ଦେଲେ ଦାନ୍ତ ଭଲ ଭାବେ ପରିସ୍କାର ହୋଇ ଥାଏ ଏବଂ ଏହା ସହିତ ଦାନ୍ତ ମାଜିଲେ ଦାନ୍ତ ମୂଳ ଶକ୍ତ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *