ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାର ପାଗରେ ଆସିଲା ବଡ ପରିବର୍ତନ ଓଡିଶାରୁ ଫେରିଲା ମୋସୁମୀ ଦକ୍ଷୀଣ ପଶ୍ଚିମ ମୋସୁମୀ ବାୟୁ ଓଡିଶାରୁ ବିଦାୟ ନେଇଥିବା ନେଇ ଭାରତର ପାଣିପାଗ ବିଭାଗର ସୁଚନା ଏହା ସହିତ ଓଡିଶାକୁ ଆସୁଛି ଆଉ ଏକ ଲଘୁଚାପର ପ୍ରଭାବ ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣିପାଗ ବିଭାଗର ରିପୋଟ ।
ତେବେ ରାଜ୍ୟରୁ ଫେରିଗଲା ଦକ୍ଷୀଣ ପଶ୍ଚିମ ମୋସୁମୀ ବାୟୁ ପାଣିପାଗ ବିଭାଗ ପକ୍ଷରୁ ଏହି ସୁଚନା ଦିଆ ଯାଇଛି ମୋସୁମୀ ସମୟ ତଥା ଜୁନ ପହିଲାରୁ ସେପ୍ଟେମ୍ବର 30 ମଧ୍ୟରେ ରାଜ୍ୟରେ 99 ପ୍ରତିଶତ ବର୍ଷା ହୋଇଥିବା ବେଳେ ଜୁନ ପହିଲାରୁ ଅକ୍ଟୋବର 27 ମଧ୍ୟରେ ରାଜ୍ୟର 13 ସହ 2.9 ମିଲି ମିଟର ରେକଡ କରା ଯାଇଛି । ସ୍ୱଭାବିକ ଠାରୁ ଏଥର ଚାରି ପ୍ରତିସତ ଏଥର ବର୍ଷା ହୋଇଛି ମାଲକାନ ଗୀରି ଓ ଝାରୁସୁ ଗୁଡାରେ ଅଧିକ ପରିମାଣରେ ବର୍ଷା ରେକଡ କରା ଯାଇଛି ,
ଅକ୍ଟୋବର ପହିଲାରୁ 27 ମଧ୍ୟରେ ଅଧିକ ବର୍ଷା ହୋଇଛି 18 ଜୀଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ 5 ଜୀଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ଓ 7 ଜୀଲ୍ଲାରେ ସଭାବିକ ବର୍ଷା ହୋଇଛି , ମୋସୁମୀ ବିଦାୟ ନେବା ସହ 24 ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା 2 ରୁ 3 ଡିଗ୍ରୀ ଯାଏ ହ୍ରାସ ପାଇଛି , ଆଗକୁ ଶିତ ବଢିବ ବୋଲି ଆସା କରା ଯାଇଛି ଏବଂ ଏଥି ମଧ୍ୟରେ ଭାରତ ପାଣିପାଗ ବିଭାଗର ଆଉ ଏକ ବଡ ଅପଡେଟ ଆସି ପହଞ୍ଚିଛି କି ଆସୁଛି ଆଉ ଏକ ଲଘୁଚାପ ,
ଅକ୍ଟୋବର 30 ତାରିଖ ବେଳକୁ ପୂର୍ବ କେନ୍ଦ୍ରିୟ ବଙ୍ଗପ ସାଗରରେ ଏକ ଲଘୁଚାପ ଖେତ୍ର ସୃଷ୍ଟିହେବ ଏବଂ ବିଭିନ ମଡେଲ ଚିତ୍ରକୁ ଅନୁସରଣ କରି ପାଣିପାଗ ବିଜ୍ଞାନ ମେନେ ପୂର୍ବ ଅନୁମାନ କରିଛନ୍ତି , ଏହାର ପ୍ରଭାବ ଏଯାଏ ଜଣାପଡିନି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।