ଆସୁଛି ଭୟଙ୍କର ବର୍ଷା ଘଡଘଡି ଓ ପବନ ସାବଧାନ ରୁହନ୍ତୁ 12 . 13 ଓ 14 ଅକ୍ଟୋବର ପର୍ଯ୍ୟନ୍ତ ସତର୍କ ସୂଚନା

rain

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୂର୍ବ କ୍ରେନ୍ଦ୍ରିୟ ବୋଙ୍ଗପ ସାଗର ଏବଂ ଆଣ୍ଡାମାନ୍ ସାଗର ରେ ସୃଷ୍ଟି ହୋଇ ଥିବା ଲଘୁଚାପ କ୍ଷେତ୍ର ଗୋଲ୍ଡ ମାର୍କ ଲଘୁଚାପ କ୍ଷେତ୍ର ରେ ପରିଣତ ହୋଇଛି , ଆଗାମୀ 24 ଘଣ୍ଟା ମଧ୍ୟ ରେ ଏହା କେନ୍ଦ୍ର ବଙ୍ଗପ ସାଗ ରେ ଘନି ଭୂତ ହୋଇ ଆଗକୁ ବଢିବା ସହିତ ପରବର୍ତି ସମୟ ରେ ଏହା ଗଭୀର ଅବପାତ ର ରୂପ ନେବ ବୋଲି ଭୁବନେଶ୍ୱର ର ଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି । ଏହା ପରେ ଏହା ପଶ୍ଚିମ ଉତ୍ତର ଦିଗ ରେ ଗତି କରି 12 ତାରିଖ ସକାଳ ସୁଧା ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ଏହାର ପ୍ରଭାବ ର ଓଡ଼ିଶା ର ଅଧିକାଶଂ ଜିଲ୍ଲା ମାନଙ୍କ ରେ 11 ରୁ 13 ପର୍ଯ୍ୟନ୍ତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।raining

ସ୍ଥାନେ ସ୍ଥାନେ ଘଡଘଡି ସହିତ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହୁଛି , ସେହି ପରି ଆଜି ଠାରୁ ସମୁଦ୍ର ମଧ୍ୟ କୁ ନ ଯିବା ପାଇଁ ମତ୍ସ୍ୟ ଜିବୀ ମାନଙ୍କୁ ପରାମର୍ଶ ଦିଆ ଜାଇଛି , ଆସନ୍ତା କାଲି ପାଇଁ ପୁରୀ ଏବଂ ଗଞାମ୍ ଜିଲ୍ଲା କୁ ରେଡ୍ ୱାର୍ଣ୍ଣଂ ଜାରି ହୋଇଛି , ସେହି ପରି ଭାବେ 12 ତାରିଖ ରେ ଗତପତି ଏବଂ ଗଞାମ୍ , ପୁରୀ , ରାୟଗଡା , ଜଗତସିହଂ ପୁର , ମାଲକାନା ଗିରି , ଏବଂ କୋରାପୁଟ୍ ର ଅଧିକାଶଂ ଅଞ୍ଚଳ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣି ପାଗ ବିଭାଗ ସୂଚନା ଦେଇଛି । ସେହି ପରି ବେଳେ ଢେଙ୍କାନାଲ , ରାୟଗଡା , ନବରଙ୍ଗ ପୁର , ଅନୁଗୁଳ , ଏବଂ ବରଗଡ ଆଜି ଜିଲ୍ଲା ମାନଙ୍କୁ 14 ତାରିଖ ପାଇଁ ୱୋଲ ୱାର୍ଣ୍ଣଂ ଜାରି କରା ଜାଇ ଥିବା ବେଳେ ଏଠାରେ ବି ମଧ୍ୟ କିଛି କିଛି ସ୍ଥାନ ମାନଙ୍କ ରେ ଅତିରିକ୍ତ ବର୍ଷା ର ସମ୍ଭାବନା ରହିଛି ବୋଲି ସୂଚନା ରହିଛି ।rain

ତେବେ ଏହି ମାନଙ୍କ ମଧ୍ୟ ରେ ବିଷେଷ କରି ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ର କିଛି ଜିଲ୍ଲା ମାନଙ୍କୁ ପ୍ରଭାବିତ କରୁ ଥିବା ବେଳେ ଉତ୍ତର ଓଡିଶା ପାଇଁ କୈଣସି ବି ଅସବୁଧା ନାହିଁ । ତେବେ ଆପଣ ମାନଙ୍କ ଜିଲ୍ଲା ଏହି ମଧ୍ୟ ରେ ରହିଛି ତେବେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *