ଆସୁଛି ଭୟଙ୍କର ବାତ୍ୟା “ଗତି” ! ଏହି ଦିନ ଓଡିଶାରେ ହୋଇ ପାରେ ମାଡ

batyya

ବର୍ତ୍ତମାନର ସବୁଠୁ ବଡ ଖବର । ଆଉ ଏକ ଲଘୁଚାପ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି । ଏହି ସାମୁଦ୍ରିକ ବାତ୍ୟା ଅକ୍ଟୋବର ମାସର ଦ୍ଵିତୀୟ ସପ୍ତାହ ବେଳକୁ ଆସିବାର ସମ୍ଭାବନା ରହିଛି । ଏବେ ବାତ୍ୟା ଗତିକୁ ନେଇ ଚିନ୍ତା ବଢୁଛି । କୃଷି ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି କି ଏବେ ଓଡିଶାରେ ବାତ୍ୟାର ଗତି ପାଇଁ ପରିବେଶ ଅନୁକୂଳ ନାହିଁ ତଥାପି କିନ୍ତୁ ଏହି ବାତ୍ୟାକୁ ଏଡାଇ ଦିଆଯାଇ ପାରିବ ନାହିଁ ।

anda

ତେବେ ପାଣିପାଗ ବିଭାଗ ତରଫରୁ ଏଭଳି ଏକ ସୁଚନା ପ୍ରଦାନ କରା ଯାଇଛି ଯେ ଆସନ୍ତା 9 ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି । ଆସନ୍ତା 11 ତାରିଖ ବେଳକୁ ନେଇପାରେ ଅବପାତର ରୂପ 13 ତାରିଖ ଯାଏ ହୋଇପାରେ ପ୍ରବଳ ବର୍ଷା । ଯେତେବେଳେ ଏହା ଆନ୍ଧ୍ରା ପ୍ରଦେଶ ଏବଂ ଓଡିଶା ଉପକୂଳ ଛୁଁଇବ ସେତେବେଳେ ବାତ୍ୟାର ଆସଂକା ରହିଛି । ତେବେ ଏହି ବାତ୍ୟାର ପ୍ରକୋପ କେଉଁ କେଉଁ ଜିଲ୍ଲାରେ ହେବ ଏବଂ କେତେ ପରିମାଣରେ ହେବ ସେ ବିଷୟରେ ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ ଓଡିଶା ଉପରେ ଆଉ ଦୁଇ ଦୀନ ରହିବ 7 ତାରିଖ ବେଳକୁ ବର୍ଷାର ପରିମାଣ କମିବା ଆରମ୍ଭ ହୋଇଯିବ କିନ୍ତୁ 9 ତାରିଖ ଆଡକୁ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ଥରେ 11 ତାରିଖରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ କୁହା ଯାଇଛି ।

storm

କେନ୍ଦ୍ରର ର୍ନିଦେସ ଏଚେଆର ବିଶ୍ୱାସ କହିଛନ୍ତି ଗତ କାଲି ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଉପକୂଳରେ ରହୁଥିବା ଲଘୁଚାପ ଆଜିବି ସେହି ସ୍ଥାନରେ ରହିଛି । ଏହା ସହିତ ଯଡିତ ଘୃନି ବଳୟରେ ସମଦ୍ର ପତନ ଠାରୁ 5.8 କିମି ଉଚ୍ଚତାରେ ରହିଛି ଯାହାକି 5.8 କିମି ଉଚ୍ଚତା ପର୍ଯ୍ୟନ୍ତ ପରିବର୍ତ ଯାହାର ପ୍ରଭାବରେ ରାଜ୍ୟରେ ଆଉ ଦୁଇ ଦୀନ ଧରି ପ୍ରବଳ ବର୍ଷା ହେବ ।

raining

ତେବେ କରାପୁଟ , ନବରଙ୍ଗ ପୁର , କଳାହାଣ୍ଡି , ନୂଆପଡା , ବରଗଡ , ବଲାଙ୍ଗୀରି , ସମ୍ବଲପୁର , ଝାଡୁସୁଗଡା , ସନ୍ଦର ଗଡ , କେଉଝର , ମୟୁରଭଞ୍ଜ , ବାଲେଶ୍ୱର ଏବଂ ଭଦ୍ରକ ଆଦି ଜିଲ୍ଲାରେ କେତକ ସ୍ଥାନରେ ପ୍ରଭଳ ବର୍ଷା ହୋଇପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *