ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆସିଲା ବଡ ଖବର ସସ୍ତା ହେଲା ସୁନା ଦର ଶୀଘ୍ର ଜାଣନ୍ତୁ କଣ ରହିଛି ସୁନା ଦର ଆପଣ ମାନେ ଜାଣିଲେ ନିଶ୍ଚିତ ଭାବେ ଘରେ ଗୋଦାମ୍ କରି ରଖିବେ ତେବେ ବନ୍ଧୁଗଣ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆପଡେଟ୍ ନେବା ପାଇଁ ଆପଣ ମାନେ ଭିଡ଼ିଓ କୁ ନିଶ୍ଚିତ ଭାବେ ପଢନ୍ତୁ ଆପଣ ମାନେ ସବୁ କିଛି ଜାଣି ପାରିବେ , ତେବେ ଦେଖନ୍ତୁ ବନ୍ଧୁଗଣ ଏହି ଦିନ ରେ ଦଶହରା ପାଇଁ ଶସ୍ତା ହେଲା ସୁନା ଦର , ତେବେ ଭାରତ ରେ ସୁନା ଦର ମଙ୍ଗଳବାର ଦିନ 10 ଗ୍ରାମ୍ ପିଛା 110 ରୁ 54 ହଜାର 7 ଶହ 60 ଟଙ୍କା ହ୍ରାସ ପାଇ ଥିବା ବେଳେ ସେହି ପରି ସୋମବାର ଦିନ ଏହା 54 ହଜାର 8 ଶହ 69 ଟଙ୍କା ରହି ଥିବା ବେଳେ ଗୁଡ୍ ରିଟର୍ନ ଅନୁସାରେ ମଙ୍ଗଳବାର ଦିନ ଦଲ୍ଲୀ ରେ 22 କେରେଟ୍ ସୁନା ର ମୂଲ୍ୟ 5 ହଜାର 200 ଟଙ୍କା ରରହି ଥିବା ବେଳେ ମୁମ୍ବାଇ ରେ ଏହା 5 ହଜାର 300 ଟଙ୍କା ରହିଛି , ସେହି ପରି ବେଳେ ଏହା ଚେନ୍ନାଇ ରେ 49 ହଜାର 300 ଟଙ୍କା ରହିଛି ବୋଲି ଆପଡେଟ୍ ରହିଛି ।
ବର୍ତମାନ ସମୟ ରେ ନୂଆ ଦିଲ୍ଲୀ ରେ 24 କେରେଟ୍ ସୁନା ର ମୂଲ୍ୟ 54 ହଜାର 70 ଟଙ୍କା ରହି ଥିବା ବେଳେ ମୁମ୍ବାଇ ରେ ଏହାର ମୂଲ୍ୟ 51 ହଜାର 3 ଶହ ଟଙ୍କା ରହିଛି । ସେହି ପରି ଚେନ୍ନାଇ ରେ ମଧ୍ୟ ଏହାର ମୂଲ୍ୟ ହ୍ରାସ ପାଇ କରି 50 ହଜାର 8 ଶହ 20 ଟଙ୍କା ରହିଛି । କଲିକତା ର କଥା କହିବା ତେବେ ବର୍ତମାନ ସମୟ ରେ 50 ହଜାର 7 ଶହ 30 ଚଙ୍କା ରହି ଥିବା ବେଳେ ବେଙ୍ଗାଲୋର ଠାରେ ଏହାର ଦର କମି କରି 48 ହଜାର 700 ଟଙ୍କା ରେ ଆସି ଲାଗି ଜାଇଛି ।
ସେହି ପରି ବେଳେ ବର୍ତମାନ ସମୟ ରେ ଅହମ୍ମଦା ବାଦ୍ ରେ ସୁନା ର ମୂଲ୍ୟ 50 ହଜାର 300 ଟଙ୍କା ରହି ଥିବା ବେଳେ 24 କେରେଟ୍ ସୁନା ର ମୂଲ୍ୟ ସଂମ୍ପର୍ଣ୍ଣ 53 ହଜାର ଟଙ୍କା ରହିଛି , ତେବେ ଆପଣ ମାନଙ୍କୁ ଆମର ଏହି ସୂଚନା ପସନ୍ଦ ଆସିଛି ତେବେ ଅନ୍ୟ ମାନଙ୍କ ସହିତ ସେୟାର କରିବା ପାଇଁ ମୋଟେ ବି ଭୁଲନ୍ତୁ ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।