ଏହି ଓଡିଆ ଅଭିନେତ୍ରୀଙ୍କ ପରିବାରରେ କିଏ କିଏ ଅଛନ୍ତି ଏବେ ହିଁ ଜାଣନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଦେଖେଇ ବା ପାଇଁ ଚାହିଁବୁ ଓଡିଆ ସିନେମା ଜଜଗତ ର ଅଭିନେତ୍ରୀ ରାଜଶ୍ରୀ ଙ୍କ ପରିବାର ରେ କିଏ କିଏ ରହିଛନ୍ତି , ତେବେ ଆପଣ ମାନେ ତାଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଏବଂ ଆମକୁ ଲାଇକ୍ ଦେବାକୁ ଭୁଲିବେ ନାହିଁ । ସେମିତି ରେ ଆପଣ ମାନେ ଜାଣି ଥିବେ ଜି ସାର୍ଥକ୍ ରେ ପ୍ରଶାରିତ ହେଉ ଥିବା ସବୁଠୁ ଲୋକ ପ୍ରିୟ ମେଗା ସିରିଏଲ ଜିବନ ସାଥି ରେ ରାଜଶ୍ରୀ ଏଲି ଚରିତ୍ର ରେ ଅଭିନୟ କରି ଛନ୍ତି ।

ଏବଂ ସେହି ପରି ବେଳେ ଏହି ମେଗା ଧାରା ବାହୀକ ରେ ଏଲି ଚରିତ୍ର କୁ ମଧ୍ୟ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ବି କରୁଛନ୍ତି , ସାରା ଓଡ଼ିଶା କୁ ଜିବନ ସାଥି ସିରିଏଲ ରେ କାମ କରୁ ଥିବା ମୂଖ୍ୟ ନାୟକ ଏବଂ ନାୟିକା ଆଦି ଏବଂ ଭକ୍ତି ଙ୍କ ଲଭ୍ ରୋମାନ୍ସ କୁ ବି ବହୁତ ପରିମାଣ ରେ ପସନ୍ଦ କରୁ ଥିବା ବେଳେ ଜିବନ ସାଥି ସିରିଏଲ ର କାହାଣୀ କୁ ବି ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି । ତେଣୁ ସେହିଥି ପାଇଁ ଏହି ସିରିଏଲ ଟି ବର୍ତମାନ ସମୟ ରେ ସାରା ଓଡ଼ିଶା ରେ ଲୋକ ପ୍ରିୟତା ହାସଲ କରି ପାରିଛି , ଏବଂ ସେହି ମଧ୍ୟ ରେ ସେହି ସିରିଏଲ ର ଅଭିନୟ କରୁ ଥିବା ଏଲି ଚରିତ୍ର ରେ ରହି ଥିବା ଅଭିନେତ୍ରୀ ରାଜଶ୍ରୀ ବି ଜଣେ ଅଟନ୍ତି ଜାହାଙ୍କ ଅଭିନୟ କୁ ବି ବହୁତ ଲୋକ ମାନେ ପସନ୍ଦ କରୁ ଥିବା ବେଳେ ତାଙ୍କୁ ଲୋକ ମାନେ ହୃଦୟ ରେ ବସେଇ ଛନ୍ତି ।

ସେମିତି ରେ ଆପଣ ମାନଙ୍କୁ ଏହି ମେଗା ସିରିଏଲ ଜିବନ ସାଥି ରେ ଏଲି ଚରିତ୍ର ରେ କାମ କରୁ ଥିବା ଅଭିନେତ୍ରୀ ରାଜଶ୍ରୀ ଙ୍କ ଅଭିନୟ କେମିତି ଲାଗୁଛି ଆପଣ ମାନେ ଆମକୁ କମେଣ୍ଟ କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *