ତାରା ତାରେଣୀ ସିରଏଲର ଛନ୍ଦିତା ଙ୍କ ପରିବାରରେ କିଏ କିଏ ଅଛନ୍ତି ଜାଣନ୍ତୁ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ ତାରା ତାରିଣୀ ସିରିଏଲ ରେ କାମ କରୁ ଥିବା ମୋହନା ମାନେ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଛନ୍ଦିତା ପାଢୀ ଙ୍କ ପରିବାର ରେ କେଉଁ ମାନେ ସବୁ ରହିଛନ୍ତି , ତେବେ ଆପଣ ମାନେ ତାଙ୍କ ବିଷୟ ରେ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢିବା ପାଇଁ ଚେଷ୍ଟା କରନ୍ତୁ , ତେବେ ଆସନ୍ତୁ ଜାଣିବା ବନ୍ଧୁଗଣ ଅଭିନେତ୍ରୀ ଛନ୍ଦିତା ପାଢୀ ଅନେକ ଗୁଡିଏ ଫିଲ୍ମ ଏବଂ ସିରିଏଲ ରେ କାମ କରି ଥିବା ବେଳେ ଜି ସାର୍ଥକ୍ ରେ ପ୍ରଶାରିତ ହେଉ ଥିବା ସବୁଠୁ ଅଧିକ ଲୋକପ୍ରିୟ ସିରିଏଲ ତୋ ଅଗଣା ର ତୁଳସୀ ରେ ଛନ୍ଦିତା ପାଢୀ ଲିସା ଙ୍କ ଚରିତ୍ର ରେ କାମ କରୁ ଥିବା ବେଳେ ସେ ବର୍ତମାନ ସମୟ ରେ ତାରା ତାରିଣୀ ସିରିଏଲ ରେ ନିଜର ଅଭିନୟ ଦର୍ଶକ ମାନଙ୍କୁ ଦେଖାଉ ଥିବାର ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ ।chandita

ଏବଂ ତାଙ୍କର ଅଭିନୟ ରେ ସେ ସାରା ଓଡିଶା ବାସୀ ଙ୍କ ମନ କୁ ସେ କିଣି ନେଇ ଥିବାର ଆପଣ ମାନେ ଦେଖିବା ପାଇଁ ପାଉ ଥିବେ , ବର୍ତମାନ ,ମୟ ରେ କେବଳ ସେତିକି ନୁହେଁ ବରଂ ସେ ବହୁତ ଗୁଡିଏ ସିନେମା ଏବଂ ଅନ୍ୟ ସିରିଏଲ ମାନଙ୍କ ରେ କାମ କରୁ ଥିବାର ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ସେମିତି ରେ ନିକଟ ରେ ତରଙ୍ଗ ଟିଭି ରେ ଚାଲି ଥିବା ସିରିଏଲ ତାରା ତାରିଣୀ ରେ ମୋହୋନା ଭାବେ ଅଭିନୟ କରୁଛନ୍ତି ଏହି ସିରିଏଲ ରେ ମୋହନା ଙ୍କ ନେଗେଟିଭ୍ ଚରିତ୍ର କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରୁଛନ୍ତି , ଏବଂ ତାଙ୍କର ରୁପମ୍ ଙ୍କ ସହିତ ଲଭ୍ ରୋମାନ୍ସ ଏବଂ ତାରିଣୀ ଙ୍କ ସହିତ ଝଗଡା କୁ ଦର୍ଶକ ମାନଙ୍କୁ ବହୁ ମାତ୍ରା ରେ ପସନ୍ଦ ଆସୁଛି ।chandita

ସେମିତି ରେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଛନ୍ଦିତା ପାଢୀ ଜଣେ ଭଲ ଓଡିଶୀ ଡେନ୍ସର ଅଟନ୍ତି ଏବଂ ତାଙ୍କ ପରିବାର ରେ ବାପା ମାଆ ହିଁ ରହିଛନ୍ତି , ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟ ତାରା ତାରିଣୀ ସିରିଏଲ ରେ କେମିତି ଲାଗେ ଆପଣ ମାନେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *