ଏହି କାମ କରନ୍ତୁ ନାହିଁ ନହେଲେ ହେଇଯିବେ ଲକ୍ଷ୍ମୀଛଡା। ଆପଣ କରୁ ନାହାଁନ୍ତି ତ

amlax

ଆପଣମାନଙ୍କୁ ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ ଧନ ସମ୍ପତି ଶୋଭାଗ୍ୟ ସୁଖ ସମୃଦ୍ଧିର ଦେବୀ ହଉଛନ୍ତି ମାତା ଲକ୍ଷ୍ମୀ ସିଏ ଅସନ୍ତୁଷ୍ଟ ହେଲେ ଧନ ଅଭାବ ଦେଖାଦିଏ। ଶାସ୍ତ୍ରବିଦ୍ୟା ଅନୁଯାଇ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ପାଇଁ ପୂଜା ପାଠ ବ୍ୟତୀତ ଆଉ କିଛି ନୀତି ନିୟମ ପାଳନ କରିବାକୁ ହୁଏ। ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଚାହୁଁଛୁ ଯେଉଁ ସ୍ଥାନକୁ ବା ଘରକୁ ମାତା ଲକ୍ଷ୍ମୀ କେବେହେଲେ ଯିବାକୁ ପସନ୍ଦ କରନ୍ତି ନାହିଁ ଯାହା ଦ୍ୱାରା ସେହି ଘରେ ଗରିବତା ଏବଂ କ୍ଳେଶ ବଢି ଚାଲିଯାଏ।

laxmi

ପରିବାରରେ ଶାନ୍ତି ମିଳିନଥାଏ ବିଷ୍ଣୁ ପୁରାଣ ଅନୁସାରେ ଯେଉଁମାନେ କଠୋର ବଚନ ଏବଂ ଅପଶବ୍ଦ ବ୍ୟବହାର କରନ୍ତି ମାତା ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ଅଧିକ କ୍ରୋଧିତ ହୋଇଥାନ୍ତି। ତାଙ୍କ ଘରକୁ କେବେ ମଧ୍ୟ ଆସନ୍ତି ନାହିଁ ଯାହା ଫଳରେ ପରିବାରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଦୈନିକ ଅର୍ଜନ କରିଲେ ମଧ୍ୟ ଆମର ଅପଶବ୍ଦ ଯୋଗୁଁ ହବନାହିଁ। କେବେ ହେଲେ ସୂର୍ଯ୍ୟାସ୍ତ ପରେ କୌଣସି ଘରେ ଲୋକେ କ୍ଷୀର କିମ୍ବା ଦହି ମାଗିଲେ ଦିଅନ୍ତୁ ନାହିଁ। କାହିଁକି ନା ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଆପଣଙ୍କ ଉପରେ କେବେବି ଦୟା ଦେଖାଇ ନଥାନ୍ତି।

ଯେଉଁ ଘରର ସଦସ୍ୟ କଥାକଥାରେ ରାଗନ୍ତି ଏବଂ ନିଜ ଲୋକମାନଙ୍କୁ ଗାଳି ଦେଇ ଅପମାନିତ କରନ୍ତି ସେହି ଘରେ ମାତା ଲକ୍ଷ୍ମୀ ରହିବାକୁ ପସନ୍ଦ କରିନଥାନ୍ତି। କ୍ରୋଧ ଆମକୁ ନକରାତ୍ମକ କାମ କରିବାକୁ ବାଧ୍ୟ କରିଦିଏ ବହୁତ ଘରେ ସ୍ୱାମୀ ସ୍ତ୍ରୀଙ୍କର ସମ୍ଫର୍କ ଭାଙ୍ଗିବାର କାରଣ ତାଙ୍କର କ୍ରୋଧ ଏବଂ ଅହଂଭାବ ହୋଇଥାଏ। କଦାପି ନିଜ ଭୁଲ ପାଇଁ ଅନ୍ୟମାନଙ୍କୁ ଅପମାନିତ କରନ୍ତୁ ନାହିଁ। ଏପରି କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଯାଆନ୍ତି। ଏହା ଦ୍ୱାରା ଆପଣଙ୍କ ଜୀବନରେ ଅବଗତି ଆରମ୍ଭ ହୋଇଯାଏ ଯେଉଁ ଘରେ ପଣ୍ଡିତ କିମ୍ବା ଧାର୍ମିକ କାର୍ଯ୍ୟକୁ ବା ଗ୍ରନ୍ଥକୁ ଅପମାନିତ କରାଯାଏ ସେହି ଘରେ ମାତା ଲାକ୍ଷ୍ମୀଙ୍କର ପ୍ରବେଶ ହୋଇପାରେନାହିଁ।

କାରଣ ବିଷ୍ଣୁ ପୁରାଣ ଅନୁସାରେ ଧାର୍ମିକ କାର୍ଯ୍ୟ ବା ଗ୍ରନ୍ଥର ମହତ୍ୱ ବହୁତ ଅଧିକ ଅଟେ ଯେଉଁ ଘରେ ଦୀପ ଲାଗେ ନାହିଁ ସେହି ଘରେ ଧନର ଘୋର ଅଭାବ ଦେଖାଦିଏ। ଯେଉଁ ଘରେ ଦୀପ ଲାଗେ ମାତା ଲକ୍ଷ୍ମୀ ସେହି ଘରେ ପ୍ରସନ୍ନ ହୋଇ ଧନର ବୃଷ୍ଟି କରାଇଥାନ୍ତି।ବନ୍ଧୁଗଣ ଆଶା କରୁଛି ଆମର ଏହି ଖବର ଆପଣମାନଙ୍କୁ ଭଲ ଲାଗିଥିବ ଯଦି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *