ଏହି ଗାଁରେ ଝିଅ 600 ହେଲେ ପୁଅ 0। ବାହା ହେବା ପାଇଁ ଝିଅଙ୍କୁ ମିଳୁ ନାହାଁନ୍ତି ପୁଅ

aaaaa

ପ୍ରାୟ ଅନେକ ସମୟରେ ଆପଣମାନେ ଦେଖିବାକୁ ପାଇବେଯେ ପୁଅପିଲା ମାନେ ଝିଅମାନଙ୍କର ଅପେକ୍ଷାରେ ଅଧିକ ରହିଥାନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତିକି ଝିଅମାନେ ପୁଅଙ୍କର ଅପେକ୍ଷାରେ ଅଧିକ ରହିଥିବାର। ଯଦିବି ଏହା ଶୁଣିଛନ୍ତି ତାହେଲେ ବହୁତ କମ ଭାବରେ ଶୁଣିଥିବେ। କିନ୍ତୁ ଏଠାରେ ପୁଅମାନଙ୍କୁ ବାହାହେବା ପାଇଁ ଝିଅମାନେ କଣ ପାଇଁ ଝୁରୁଛନ୍ତି ତାହା ବର୍ଣନା କରାଯାଇଛି। ପୃଥିବୀରେ ଏପରି ଏକ ଜାଗାଅଛି ଯେଉଁଠାରେ ଝିଅମାନେ ପାଗଳଙ୍କର ପରି ପୁଅମାନଙ୍କୁ ଚାହିଁ ରହିଥାନ୍ତି। ବ୍ରାଜିଲର ଏକ ଛୋଟ ଗାଁ ଅଛି ଯେଉଁଠି କେବଳ ମହିଳାମାନେହିଁ ରୁହନ୍ତି। ଏବଂ ସେମାନେ ବିବାହ ପାଇଁ ପୁରୁଷମାନଙ୍କର ଅପେକ୍ଷାରେ ଅନେକ ଦିନରୁ ଅଛନ୍ତି। ବ୍ରାଜିଲର ନଏଭା ବୋଲି ଏକ ଛୋଟ ଗାଁ ଅଛି ଯେଉଁଠାରେ ଝିଅମାନଙ୍କର ବିବାହ ଏକ ବହୁତ ବଡ଼ କଷ୍ଟ କାମ ହୋଇଥାଏ।ଅନ୍ୟ ଜାଗାର ବିବାହ ତୁଳନାରେ ଏହି ଜାଗାର ଝିଅମାନଙ୍କର ବିବାହ ବହୁତ କଷ୍ଟ ସାଧ୍ୟ।ଏହି ଜାଗାରେ ବିବାହ ପାଇଁ ବହୁତ ନିୟମ ରହିଛି।

girls

ଏହି ଗ୍ରାମରେ ସମୁଦାୟ ୬୦୦ ଜଣ ମହିଳା ବାସ କରୁଛନ୍ତି ହେଲେ ସେମାନଙ୍କର ମଧ୍ୟରୁ କିଛି ମହିଳା ବିବାହ କରିଛନ୍ତି। ହେଲେ ସେହି ପୁରୁଷମାନଙ୍କୁ ଗାଁରେ କୌଣସି ଭାବରେ ରହିବାର ଅନୁମତି ଆଜିଯାଏ ନାହିଁ। ସେହି ପୁରୁଷ ମାନେ କେବଳ ସପ୍ତାହକୁ ମାତ୍ର ଥରେ ସେହି ଗାଁକୁ ଆସିଥାନ୍ତି ଏବଂ ନିଜର ପତ୍ନୀଙ୍କୁ ଦେଖା କରିଥାନ୍ତି। ଯଦି କୌଣସି ପୁରୁଷ ସେଠାକାର କୌଣସି ଝିଅକୁ ଅଧିକ ଭଲପାଇ ବିବାହ କରିବାକୁ ଚାହିଁଥାନ୍ତି ତାହାଲେ ତାଙ୍କୁ କେତେକ ନିୟମ ମାନି ଚଳିବାକୁ ସେଠାରେ ପଡିଥାଏ। ବିହାଘର ପରେ ସେହିଁ ପୁରୁଷ କେବଳ ଥରେ ମାତ୍ର ସେହି ଝିଅ ସହିତ ଶାରୀରିକ ସମ୍ପର୍କ ରଖିପାରିବ ଏବଂ ତାପରେ ସେହି ଗାଁ ଛାଡି ଚାଲିଯିବେ। ଏହା ହେଉଛି ସେହି ଗାଁର ନିୟମ। ଯଦି ସେହି ବିବାହିତା ନାରୀଟିର ପୁଅ ଜନ୍ମ ହେବ ତାହେଲେ ସେହି ପୁଅଟିକୁ ୧୮ବର୍ଷ ହେଲା ପର୍ଯ୍ୟନ୍ତ ସେହି ଗାଁରେ ରହିପାରିବ।୧୮ବର୍ଷ ପରେ ସେହି ଗାଁ ଛାଡି ଚାଲିଯାଇଥାଏ। ଯଦି ଝିଅଟିଏ ଜନ୍ମ ହୋଇଥାଏ ତାହାଲେ ସେ ସେଠାରେ ରହିଥାଏ।

girls

ସେଠାକାର କହିବା ଅନୁସାରେ ପୁରୁଷମାନଙ୍କର ଅପେକ୍ଷା ମହିଳାମାନେ ସେହି ଗାଁକୁ ଭଲ ଭାବରେ ଚଳେଇ ପାରିବେ। ଏବଂ ଏପରି ବହୁତ କିଛି କାମ ଅଛି ଯାହାକୁ ମହିଳାମାନେ ନିଜର ବୁଦ୍ଧି ଖଟାଇ ପୁରୁଷ ମାନଙ୍କର ଠାରୁ ବହୁତ ଭଲ କାମ କରିପାରିବେ। ତେଣୁ ସେଠାକାର ମହିଳାମାନେ ଚାଷ ଠାରୁ ଆରମ୍ଭ କରି ସବୁ କାମ ନିଜେ କରିଥାନ୍ତି।ତେବେ ଏମିତି ସବୁ ନିୟମ ହେବା ପଛରେ ଛୋଟ କାହାଣୀଟିଏ ଅଛି। ବହୁତ ବର୍ଷ ପୂର୍ବେ ମାରୀୟା ନାମକ ଏକ ଝିଅକୁ ମାତ୍ର ୧୬ବର୍ଷ ବୟସରେ ବାଧ୍ୟ କରି ବିବାହ କରାଯାଇଥିଲା।ସେ ବହୁତ ମାନସିକ ଚିନ୍ତାରେ ପଡିଯାଇଥିଲେ।କମ୍ ବୟସରୁ ବିବାହ କରିବା ଦ୍ୱାରା ଏହିସବୁ ହୋଇଥିଲା।ଏବଂ ବିବାହ ପରେ ସେ ଘର ଛାଡ଼ି ଚାଲିଯାଇଥିଲେ ଏବଂ ଏକାକୀ ବସବାସ କରିବାକୁ ଲାଗିଲେ।

womems

ପରବର୍ତ୍ତୀ ସମୟରେ ଅନ୍ୟ ଝିଅମାନେ ଆସି ସେଠାରେ ରହିଲେ ଏବଂ ଏହା କ୍ରମେ କ୍ରମେ ଏକ ଗାଁରେ ପରିବର୍ତ୍ତନ ହୋଇଗଲା।ସେମାନଙ୍କର ନିୟମ ଅନୁସାରେ ସେମାନେ ପୁରୁଷ ମାନଙ୍କୁ ବିବାହ କରିପାରିବେ ହେଲେ ତାଙ୍କ ସହିତ ପୁରୁଷମାନେ ରହିପାରିବେ ନାହିଁ। ଆମେ ଆପଣଙ୍କ ପାଇଁ ସଦା ସର୍ବଦା ତତ୍ପର ରହୁଛୁ, ସବୁ ଭଲ ଭଲ ତଥ୍ୟ ଆମେ ଆପଣଙ୍କ ପାଖକୁ ନେଇକି ଆସୁଛୁ।ଏଠି ଆପଣ ବିଭିନ୍ନ ପ୍ରକାରର ଜ୍ଞାନ ଆହରଣ କରିପାରିବେ। ଆମେ ଆପଣଙ୍କୁ ଜଣା ଅଜଣା କିଛି ନୂଆ କଥା ବିଷୟରେ ଜଣେଇବୁ। ସେଥିପାଇଁ ଆମ ସହିତ ଯୋଡି ହେଇ ରହିବା ପାଇଁ ଧନ୍ୟବାଦ। ଯଦି କିଛି ଭୁଲ ରହୁଛି ତେବେ ନିଶ୍ଚିତ କହିବେ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *