ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି ପିଆଜ କୁ କେଉଁ ପରି ଭାବେ ବ୍ୟବହାର କରିବା ଦ୍ୱାରା ଆମ ଶରୀର କୁ ଉପଶମ ମିଳି ଥାଏ , ତେବେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ସେହି ବିଷୟ ରେ କିଛି ଉପାୟ ବିଷୟ ରେ , ଏକ ଚାମଚ ପିଆଜ ରସ ଏବଂ ଏକ ଚାମଚ ଥଣ୍ଡା ପାଣି ସହିତ , ଦିନ କୁ ଦୁଇ ଥର କରି ତିନି ଦିନ ବା ପାଞ୍ଚ ଦିନ ପିଇଲେ ଆପଣ ମାନଙ୍କ ପାଖରେ ଅର୍ଶ ସମସ୍ୟା ରହି ଥିଲେ ଭଲ ହୋଇ ଥାଏ । ସେହି ପରି ବେଳେ ବନ୍ଧୁଗଣ ଏହି ପିଆଜ ରସ ଆଖିରେ ପକେଇଲେ ଆଖିର ଧଳା ଶ୍ରାବ ଆଖି ଧରା ସଂମ୍ପର୍ଣ୍ଣ ଭାବେ ଦୂରେଇ ଜାଇ ଥାଏ ଏବଂ ଦୃଷ୍ଟି ଶକ୍ତି ମଧ୍ୟ ବଢି ଥାଏ , ସେହି ପରି ବନ୍ଧୁଗଣ ତୃତୀୟ ରେ ପିଆଜ ରସ କୁ ନାକ ପୁଡା ରେ ଚିପୁଡିଲେ ନାକ ରୁ ରକ୍ତି ପଡିବା ସଂମ୍ପର୍ଣ୍ଣ ଭାବେ ବନ୍ଧ ହୋଇ ଜାଇ ଥାଏ ।
ସେହି ପରି ଏହି ପାଆଜ କୁ ନାମ ରେ ପକେଇଲେ ହାକୁଟୀ ଏବଂ ଆଜ୍ମା ମଧ୍ୟ ବନ୍ଧ ହୋଇ ଥାଏ , ସେହି ପରି ବନ୍ଧୁଗଣ ଆପଣ ମାନେ ଏହି ସବୁ ଉପାୟ କୁ କରି ପାରିବେ କି ପିଆଜ ର ମାଳ କୁ ଆପଣ ମାନେ ଘର ର ଦ୍ୱାର ଦେଶ ରେ ବାନ୍ଧିଲେ ଆପଣ ମାନଙ୍କ ଘର କୁ ସଂଙ୍କ୍ରାମକ ରୋଗ କେବେ ବି ପ୍ରବେଶ କରେ ନାହିଁ । ସେହି ପରି ଭାବେ ବନ୍ଧୁଗଣ ଏହି ପିଆଜ କୁ ଗ୍ରୀଷ୍ମ କାଳ ରେ ନିଜର ପାଖରେ ରଖି ଦୂର ସ୍ଥାନ କୁ ଯାତ୍ରା କରିଲେ ଆପଣ ମାନଙ୍କ ସବୁ କାର୍ଯ୍ୟ ସଫଳ ହେବା ସହିତ ଆପଣ ମାନଙ୍କ ପାଇଁ ଶୁଭ ହୋଇ ଥାଏ ।
ଏବଂ ଏମିତି କି ଆପଣ ମାନେ ଗରମ ସମୟ ରେ ଏହି ପିଆଜ ରସ ର ସେବନ କରିଲେ ଆପଣ ମାନଙ୍କୁ ଅଂଶୁଘାତ ରୁ ବିଁ ରକ୍ଷା ମିଳେ , ସେହି ଆପଣ ମାନଙ୍କ ଗୋଡ ସବୁ ସମୟ ରେ ଝିମ୍ ଝିମ୍ ବା କାଲୁଆ ମାରୁ ଥିଲେ ଆପଣ ମାନେ ଏହି ପଆଜ ରସ କୁ 10 ଦିନ କେବଳ ସେହି ସ୍ଥାନ ରେ ଲଗାନ୍ତୁ ଦେଖିବେ ଆପଣ ମାନଙ୍କ ସେହି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବ ତେବେ ଆପଣ ମାନେ ନିଶ୍ଚିତ ଭାବେ ପିଆଜ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କିଛି ନା କିଛି ତଥ୍ୟ ପାଇ ସାରି ଥିଲେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।