ପ୍ରକୃତ ଜୀବନରେ ଏହି ଲୋକଙ୍କୁ ବିବାହ କରିଛନ୍ତି ଦୁର୍ଗା – ଦେଖନ୍ତୁ ତାଙ୍କ ସ୍ୱାମୀଙ୍କୁ

durga2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ପ୍ରିୟ ର ଦୂର୍ଗା ବା ଅର୍ପିତା ଏହି ଦିନ ରେ ପୁଣି ଏକ ନୂଆ ସିରିଏଲ ରେ ନଜର ଆସିବା ପାଇଁ ଯାଉଛନ୍ତି , ବହୁତ ଦିନ ର ବ୍ରେକ୍ ପରେ ପରେ ଦୂର୍ଗା ପୁଣି ଏକ ନୂଆ ଏବଂ ଦମଦାର୍ ମେଗା ଧାରାବାହୀକ ରେ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଏହି ସିରିଏଲ ରେ ଟି ଏହି ଦିନ ରେ ଜି ସାର୍ଥକ୍ ରେ ପ୍ରସାରିତ ହେବାକୁ ଜାଉ ଥିବା ବେଳେ ତରଙ୍ଗ ସିରିଏଲ ଦୂର୍ଗା କୁ ପ୍ଲେ କରି ଅର୍ପିତା ବେସ୍ ଲୋକ ପ୍ରିୟତା ହାସଲ କରି ପାରି ଥିଲେ ଓଡ଼ିଶା ରେ ଓଡ଼ିଶା ବାସୀ ତାଙ୍କୁ ବେସ୍ ଭଲ ପାଆନ୍ତି । ବର୍ତମାନ ସମୟ ରେ ଘରେ ଘରେ ପରିଚିତ ଚେହେରା ଭାବେ ସେ ଜଣା ସୁଣା ଅଟନ୍ତି ।

arpitaa-karr

ତେବେ ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ ଦୁର୍ଗା ବିବାହ କରି ସାରିଛନ୍ତି , ଏବଂ ତାଙ୍କ ସ୍ୱାମୀ ଜଣେ ବିଜେନେସ ମ୍ୟାନ । ତାଙ୍କ ଶାଶୁଘର କଟକ ଅଟେ , ତାଙ୍କ ସ୍ୱାମୀଙ୍କର କଟକରେ ବହୁତ ବଡ ଜିମ ସେଣ୍ଟର ଅଛି । ତାଙ୍କ ସ୍ୱାମୀ ଜଣେ ଫିଟନେସ ହଙ୍କ ଓ ଜିମ ଟ୍ରେନର ମଧ୍ୟ । ଦୁର୍ଗାଙ୍କର ଏହି ନିକଟ ଅତୀତରେ ଏକ ପୁତ୍ର ସନ୍ତାନ ମଧ୍ୟ ଙୋଇଛି , ତଳେ ଆପଣ ତାଙ୍କ ସ୍ୱାମୀ ଓ ପୁଅର ଫଟୋ କୁ ଦେଖି ପାରୁଥିବେ ।

durga

ଆପଣ ମାନଙ୍କୁ ଜଣେଇ ଦେବୁ କି ଏହି ସିରିଏଲ ମହାଦେବୀ ରେ ଅର୍ପିତା ମହାଦେବୀ ଭୂମିକା ରେ ନଜର ଆସିବେ ମାନେ ଲିଡ୍ ରେ ରହିଛନ୍ତି ଅର୍ପିତା ତେବେ ଆପଣ ମାନେ ଏକ ନୂଆ ସିରିଏଲ ରେ ଅର୍ପିତା ଙ୍କ ଅଭିନୟ ଏହି ଦିନ ରେ ଦେଖିବା ପାଇଁ ପାଇବେ ତେବେ ଆପଣ ମାନଙ୍କୁ ତାଙ୍କର ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *